ଗୁଲାମ୍ ଗସ୍ଙ୍କ ରିପୋର୍ଟଧର୍ମଶାଳା, ୨୭/୭ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗାନ୍ଧୀ ଛକ ନିକଟରେ ଖୋଲା ହେବାକୁ ଥିବା ମଦ ଦୋକାନକୁ ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ଦୋକାନରେ ଥିବା ମଦକୁ ଲୁଟିନେଇଛନ୍ତି ।ସୁଚନା ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ଠାରେ ସରକାରଙ୍କ ଅନୁମତି ପାଇ ଏକ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ ଖୋଲିବାକୁ ଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଆଜି […]Continue Reading




