Home Articles posted by odadmin (Page 61)
National News
NEW DELHLI , AUG 22 : Accusing the Narendra Modi-led government at the Centre and the BJP of indulging in “politics of polarisation”, AICC chief Mallikarjun Kharge on Saturday said the Congress is following the Vande Mataram version that was decided by national leaders, including Mahatma Gandhi and Sardar Vallabhbhai Patel. He questioned whether the […]Continue Reading
Top Stories
ସୁବର୍ଣ୍ଣପୁର, ୨୨/୮: ମହାନଦୀରୁ ଦୁଇ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚଢେଇପାଙ୍କ ଗାଁ ନିକଟରେ ଯାଉଥିବା ମହାନଦୀ କୁ ଡେଇଁ ୨ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌଭାଗ୍ୟ ବଶତଃ ମତ୍ସ୍ୟଜୀବୀ ମାନେ ଏହା ଦେଖି ଅଗ୍ନିଶମ ବାହିନୀଙ୍କ ସହାୟତାରେ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।ଉଦ୍ଧାର ପରେ ଉଭୟ ନାବାଳିକାଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ବିନିକା Continue Reading
National News
MAHARATRA, AUG 22 : The Maharashtra Food and Drug Administration (FDA) has suspended the food business licences of several food establishments across the state, including the Bombay Presidency Radio Club and a McDonald’s outlet in south Mumbai, after inspections found serious violations of food safety and hygiene norms. The action comes amid an intensified crackdown […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୨/୮ : କିଛି ମାସର ବ୍ୟବଧାନ ପରେ ପୁଣି ଥରେ ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ୍-୧ ହାଟରେ ଅଗ୍ନିକାଣ୍ଡ ହୋଇଛି । ଶନିବାର ସକାଳୁ ଏକାଧିକ ଦୋକାନ ହୁତୁହୁତୁ ହୋଇ ଜଳି ଯାଇଛି । ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।ଆଜି ସକାଳେ ୟୁନିଟ୍-୧ ହାଟରେ ଥିବା ଏକ ପ୍ଲାଷ୍ଟିକ୍ ଓ ୟୁଜ୍ ଆଣ୍ଡ୍ ଥ୍ରୋ ସାମଗ୍ରୀ ଏବଂ ଗ୍ରୋସରୀ ଦୋକାନ ଭିତରୁ ଧୂଆଁ ବାହାରୁଥିବା ସଫେଇ କର୍ମଚାରୀ ଦେଖିଥିଲେ । […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର/ଓଡ଼଼ିଶା,୨୨/୮ : ଧର୍ମଶାଳା ନିର୍ବାଚ ମଣ୍ଡଳୀର ଧର୍ମଶାଳା ଓ ରସୁଲପୁର ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ସମେତ ଜିଲ୍ଲାର ବନ୍ୟାକ୍ଷତିଗ୍ରସ୍ତ ବିଭିନ୍ନ ବ୍ଲକକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାତନ୍ତ୍ର ରିଲିଫ ପାଂଠିରୁ ଅସିଥିବା ଅଟା ସୁଜି ଆଦି ଆଜି ଯୋଗେଇ ଦିଆଯାଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜାରକାସ୍ଥିତ ସତସଙ୍ଗ ବିହାର ନିକଟରୁ ଟ୍ରକ ଯୋଗେ ବନ୍ୟାକ୍ଷତିଗ୍ରସ୍ତ କୋରେଇ, ଯାଜପୁର, ବିଂଝାରପୁର, ଦଶରଥପୁର ଓ ବରୀ ଆଦି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୨/୮: ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା (ନିବାରଣ, ପ୍ରତିଷେଧ ଏବଂ ପ୍ରତିକାର) ଅଧିନିୟମ ୨୦୧୩ ଜନିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୮ : ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ମୁଖ୍ୟାଳୟସ୍ଥିତ କଲେଜ ପଡ଼ିଆରେ ଆଜି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଉଦ୍ୟମକ୍ରମେ ଭାରତ ସରକାରଙ୍କ ‘ଗ୍ରାମୋଦୟ ଅଭିଯାନ’ ଅନ୍ତର୍ଗତ କ୍ରୀଡ଼ା ଉପକରଣ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କଣ୍ଟାମାଳ ବ୍ଲକର ୧୧ଟି ଆଦିବାସୀ ଅଧ୍ୟୁଷିତ ତଥା ପୂର୍ବତନ ମାଓ ପ୍ରଭାବିତ ଗ୍ରାମର ସ୍ପୋର୍ଟସ୍ କ୍ଲବଗୁଡ଼ିକୁ ବିଭିନ୍ନ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୨୧/ ୮ : ଧର୍ମଶାଳା ବ୍ଲକ ଅଂଚଳରେ ବ୍ରାହ୍ମଣୀ ଓ ଏହାର ଶାଖା କେଲୁଅ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଥିଲା ।ଧର୍ମଶାଳା ଅଂଚଳରେ ପ୍ରଥମ ବନ୍ୟାରୁ ଲୋକେ ନିଜର ଅଂଟା ଶଳଖୁଥିବା ବେଳେ ନଦୀରେ ଦ୍ୱିତୀୟ ବନ୍ୟା ଆସି ବ୍ୟାପକ ଅଂଚଳ ପୁଣି ଜଳମଗ୍ନ ହୋଇଛି । ପ୍ରଥମ ଓ ଦ୍ୱିତୀୟ ବନ୍ୟାରେ ଧର୍ମଶାଳା ବ୍ଲକ ଅଂଚଳରେ କୌଣସି ସ୍ଥାନରେ ଘାଇ […]Continue Reading