Home Archive by category Odisha News

Odisha News

Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର/ଓଡ଼ିଶା, ୧୫/୧୦ : ଆଜି ଛାତ୍ର ସଂସଦ ନିର୍ବାଚନ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ୩୪୬ କଲେଜ ଓ ୧୩ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ। ବିଭିନ୍ନ ପଦପଦବି ପାଇଁ ମଇଦାନରେ ଅଛନ୍ତି ୬୮୯୧ ପ୍ରାର୍ଥୀ।ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି, ଯାହା ଦିନ ୨ଟା ଯାଏ ଚାଲିବ ଭେଟ୍ । ଏହାପରେ ଗଣତି ହୋଇ ସଂଧ୍ୟାରେ ପ୍ରକାଶ ପାଇବ ଫଳ ।ଶାନ୍ତି ଶୃଂଖଳାରେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୧୦ : ସେଣ୍ଟର ଫର୍ କମ୍ୟୁନିଟି ଡେଭଲପମେଣ୍ଟ (ସିସିଡି) ପକ୍ଷରୁ ଲିନ୍ସି ଫାଉଣ୍ଡେସନ୍‌ର ସହଯୋଗରେ SLECI ଏସ:ଏଲ:ଇ:ସି:ଆଇ ପ୍ରକଳ୍ପ ଅଧୀନରେ ଏଙ୍ଗାରସିଙ୍ଗି ଗ୍ରାମ ପଞ୍ଚାୟତର ସଉତ ସାହିରେ ସାମୁଦାୟିକ ଗୋଷ୍ଠୀ କେନ୍ଦ୍ର ତଥା ଗ୍ରାମ ବିକାଶ କମିଟି (ଭିଡ଼ିସି) କାର‌୍ୟ୍ୟାଳୟର ନବୀକରଣ କରାଯାଇଛି।ଗ୍ରାମବାସୀଙ୍କ ବୈଠକ ଓ ସାମୂହିକ କାର‌୍ୟ୍ୟକ୍ରମ ପାଇଁ କେନ୍ଦ୍ରକୁ ୨୫ଟି ଚେୟାର, ଆଲମିରା, ମସିଣା, ମାଇକ୍ ସହିତ Continue Reading
Odisha News
ବଲାଙ୍ଗିର/ଓଡ଼ିଶା,୧୪/୧୦ : ବି ଜୁ ଛାତ୍ର ଜନତା ଦଳ (BCJD)ର ବଲାଙ୍ଗିର ଜିଲ୍ଲା ସଭାପତି ସୁମନ ନନ୍ଦଙ୍କୁ ଗିରଫ କରିଛି ପୁଲିସ। ଇଈଠଚ ଛାତ୍ର ନେତାଙ୍କୁ ଅପହରଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ରାଜେନ୍ଦ୍ର ୟୁନିଭର୍ସିଟି ନିର୍ବାଚନକୁ ନେଇ ସେମାନେ ମୁହାଁମୁହିଁ ହୋଇଥିଲେ।ସୁମନଙ୍କୁ ପୁଲିସ୍ ଗିରଫ କରିବା ପରେ ବଲାଙ୍ଗିର ଟାଉନ୍ ଥାନା ପାଖରେ ଉତ୍ତେଜନା ପ୍ରକାଶ ପାଇଛି। ଥାନା ଘେରାଉ କରିଛନ୍ତି ବିଜେଡି କର୍ମୀ।କଲେଜ ନର୍ବାଚନକୁ ନେଇ ବଲାଙ୍ଗିର Continue Reading
Odisha News
ଭୁବନେଶ୍ୱର/ସମ୍ବଲପୁରଜିଲ୍ଲା, ୧୩/୧୦ : ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମାବେଶୀ ଓ ଭୟମୁକ୍ତ ସହର ଗଠନ ଲକ୍ଷ୍ୟରେ ନିର୍ଭୟା ପଦକ୍ଷେପ ଅଧୀନରେ ସମ୍ବଲପୁରଜିଲ୍ଲା ପ୍ରଶାସନ ପକ୍ଷରୁ କାର‌୍ୟ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରଭାତୀ ପରିଡ଼ା : ସମ୍ପୂର୍ଣା ଶ୍ରୀ ମିସନ ଓ ନିର୍ଭୟା କଢ଼ି ଭଳି ପଦକ୍ଷେପ ଏକ ସ୍ୱତନ୍ତ୍ର ପରିଚୟ ଦେବ: ପରିଡ଼ାଆଜି (ମଙ୍ଗଳବାର) ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ Continue Reading
Odisha News
ତପସ୍ୱିନୀ ସାହୁକଟକ/ ଓଡ଼ିଶା,୧୩/୧୦: କଟକ ସିଡିଏ ସେକ୍ଟର ୧୦ ଅଞ୍ଚଳରେ ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ରାସ୍ତା କଡ଼ରେ ଥିବା ଦୋକାନ ଓ ଗୋଟିଏ ଟ୍ରାକ୍ଟର ଡାଲା ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି ।ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ହଠାତ୍ ରାସ୍ତା କଡ ମାଟି ତଳୁ ନିଆଁ ଉଠିଥିଲା । ଚାରୋଟି ସ୍ଥାନରେ ଏଭଳି ନିଆଁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨ /୧୦ : ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଅଧିକ ଜନମୁଖୀ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନାଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ଜନସାଧାରଣ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ। ଏହି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୨/୧୦ : ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ କରଡାସିଂ ସ୍ଥିତ ଗ୍ରାମ ପଞ୍ଚାୟତ କାର‌୍ୟ୍ୟାଳୟ ପରିସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମୁଦାୟିକ ବିକାଶ କେନ୍ଦ୍ର (ସିସିଡି) ପକ୍ଷରୁ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ (ଡି ଏଫ୍ ଟି)ଙ୍କ ସହଯୋଗରେ ଏକ ବାଲ୍ ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୨/୧୦ : ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ ପରେ ଏବେ ଗଣତନ୍ତ୍ରର ଉଷ୍ମତାରେ ସରଗରମ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ କ୍ୟାମ୍ପସ।ଶ୍ରେଣୀଗୃହର ପାଠପଢ଼ା ସହ କ୍ୟାମ୍ପସରେ ଜମିଛି ନିର୍ବାଚନୀ ଚର୍ଚ୍ଚା। କିଏ ହେବ ଛାତ୍ରଛାତ୍ରୀଙ୍କ ସ୍ୱର, କାହା ହାତରେ ରହିବ ଛାତ୍ର ପ୍ରତିନିଧିତ୍ୱର ଦାୟିତ୍ୱ—ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା।ନିଜ ସପକ୍ଷରେ ଭୋଟ ହାତେଇବାକୁ ପ୍ରାର୍ଥୀମାନେ ଆଉ ପଛରେ ନାହାନ୍ତି। କଲେଜ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୨/୧୦ : ଶିଶୁଙ୍କ ପୁଷ୍ଟିସାଧନ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଯତ୍ନ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା ସହ ଗ୍ରାମାଞ୍ଚଳରେ ସରକାରୀ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟଣରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ତୃଣମୂଳ ସ୍ତରରେ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ସେମାନେ ନିରନ୍ତର ନିୟୋଜିତ ରହୁଥିବା ବେଳେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୨/୨୦ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ମଙ୍ଗଳାବର ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଦକ୍ଷିଣ ଆଣ୍ଡମାନ ସାଗର ଠାରେ ଏହା ଘୂର୍ଣ୍ଣିବଳୟ ସ୍ଥିତିରେ ରହିଛି ।ବର୍ତ୍ତମାନ ଏହାର କୌଣସି ପ୍ରଭାବ ରାଜ୍ୟରେରେ ନାହିଁ । ଓଡ଼ିଶାରେ ଦିନ ବେଳା ତାପମାତ୍ରା ଅଧିକ ରହୁଥିବାରୁ ଅପରାହ୍ନରେ ଘଡ଼ଘଡି Continue Reading