Home Articles posted by odadmin (Page 60)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୭/୭ : ଗୋବଂଶର ସୁରକ୍ଷା, ସଂରକ୍ଷଣ ଓ ସମ୍ବର୍ଦ୍ଧନା କୁ ଜାତୀୟ ପ୍ରାଥମିକତା ଦେବା ଦାବିରେ ସାରା ଦେଶରେ ଚାଲିଥିବା \’ଗୌ ସମ୍ମାନ ଆହ୍ୱାନ ଅଭିଯାନର ଅଂଶ ସ୍ୱରୂପ ସୋମବାର ଖୋରଧା ଜିଲ୍ଲାପାଳ କାର୍ଯ୍ୟାଳୟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଅଭିଯାନର ପ୍ରତିନିଧିମାନେ କହିଛନ୍ତି ଯେ, ଦେଶର ୫,୧୦୦ରୁ ଅଧିକ ତହସିଲରୁ ସଂଗୃହୀତ ୫ କୋଟି ୩୦ ଲକ୍ଷରୁ ଅଧିକ ନାଗରିକଙ୍କ Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଧର୍ମଶାଳା/ଯାଜପୁର,୨୭/୭ : ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ରଥାରୁଡ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଭଦ୍ର , ଦେବୀ ସୁବଦ୍ରାଙ୍କ ଆଜି ନିଳାଦ୍ରୀ ବିଜେ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଧି ଅନୁଯାୟୀ ମୁନସୀ ମେଲଣ କମିଟି ଦ୍ୱାରା ପରିଚାଳିତ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆସିଥିବା ମିଠା ଭାର ଠାକୁରଙ୍କ ନିକଟରେ ଭୋଗ ଲାଗିକରାଯାଇଥିଲା ।ରଥାରୁଡ ଠାକୁରଙ୍କ ନିତିକାନ୍ତି ଓ ପୂଜାର୍ଚ୍ଚନା ପରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୭ : ବୌଦ୍ଧ ବ୍ଲକରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ପରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନାଙ୍କ ସହ ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗ୍ରାମ ପରିଦର୍ଶନ କରି ସରକାରୀ ଯୋଜନାର କାର୍ଯ୍ୟକାରିତା, ଭିତ୍ତିଭୂମି ବିକାଶ ପ୍ରକଳ୍ପ ଏବଂ ଜନସାଧାରଣଙ୍କୁ ମିଳୁଥିବା ସେବାର ସ୍ଥିତି ସମୀକ୍ଷା କରିଥିଲେ।ଏହି ଅବସରରେ ସେ ବିଭିନ୍ନ ସ୍ଥାନରେ Continue Reading
National News
NEW DELHI, JULY 27 : Dharmendra Pradhan on Monday described himself as a “street fighter,” and not an “A/C room activBreaking his silence for the first time after his resignation, former Union Education Minister ist.” Pradhan reportedly made the remark during an interaction with senior Congress MP Jairam Ramesh in the corridors of Parliament. During Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଧର୍ମଶାଳା, ୨୭/୭ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗାନ୍ଧୀ ଛକ ନିକଟରେ ଖୋଲା ହେବାକୁ ଥିବା ମଦ ଦୋକାନକୁ ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ଦୋକାନରେ ଥିବା ମଦକୁ ଲୁଟିନେଇଛନ୍ତି ।ସୁଚନା ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ଠାରେ ସରକାରଙ୍କ ଅନୁମତି ପାଇ ଏକ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ ଖୋଲିବାକୁ ଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଆଜି […]Continue Reading
Odisha News
ଗଜପତି, ୨୭/୭ : ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଆତ୍ମସମର୍ପଣ କରିଛନ୍ତି । ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍ (ଝଊଔଗ) କୋର୍ଟରେ ନିଜ ଓକିଲଙ୍କ ଜରିଆରେ ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ଗିରଫ ପରୱାନା ପରେ ସଂଗ୍ରାମ ବେହେରା ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ମାମଲାର ପରବର୍ତ୍ତୀ ଶୁଣାଣି ଓ ଜାମିନ ଆବେଦନକୁ ନେଇ Continue Reading
Odisha News
ଝାରସୁଗୁଡ଼ା, ୨୭/୭: ଝାରସୁଗୁଡ଼ା ବ୍ରଜରାଜନଗରରେ ଫୁଟିଛି ପୋଲିସ ଗୁଳି । ବ୍ରଜରାଜନଗର ଓପିଏମ୍ ଇବ୍ ନଦୀ ଘାଟରେ ପୋଲିସ ଏନ୍‌କାଉଣ୍ଟର କରିଛି । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷ ଗୁରୁତର ଆହତ ହୋଇଛି ।ବ୍ରାଜରାଜନଗର ଅଞ୍ଚଳରେ ଇବ୍ ନଦୀ ଓ ପିଏମ ଘାଟ ଅଞ୍ଚଳରେ ଅଙ୍କିତ ଓ ତାର କିଛି ସହଯୋଗୀ କୌଣସି ଅପରାଧିକ ଷଡ଼ଯନ୍ତ୍ର କରୁଥିବାବେଳେ ପୋଲିସ ଚଢ଼ଉ କରିଥିଲା । ପୋଲିସକୁ ଦେଖି ଅଙ୍କିତ ପ୍ରଥମେ ୫ ରାଉଣ୍ଡ ଗୁଳି ଚଳାଇଥିଲା । […]Continue Reading
Odisha News
ଭୁବନେଶ୍ୱର, ୨୭/୭ : ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ । ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରାଣ ହରାଇଛନ୍ତି । ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା ।ରିପୋର୍ଟ ଅନୁସାରେ, ସୁଶାନ୍ତ ବିଜୁ ଜନତା ଦଳର ଜଣେ ତୁଙ୍ଗ […]Continue Reading
Odisha News
ଭୁବନେଶ୍ୱର, ୨୭/୭ : ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବା ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ଜ୍ୟୋତିର୍ମୟୀ ଯୁବ ପ୍ରତିଭାଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡଲ୍ ଏକ୍ସରେ କହିଛନ୍ତି ଯେ ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହୋଇ ଆମ ମାଟିର ନାଁ ସାରା ଦେଶରେ ଉଜ୍ଜ୍ୱଳ କରିଥିବା ଓଡ଼ିଶାର Continue Reading
National News
NEW DELHI, JULY 26 : Prime Minister Narendra Modi on Sunday announced the constitution of a high-powered task force on examination reforms under the leadership of technology entrepreneur and infosys co-founder Nandan Nilekani, saying it would recommend measures to make the country’s examination system more reliable and transparent. The announcement came a day after Continue Reading