Home Posts tagged ODISHA (Page 57)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୧୨/୨ : ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ. ବିନ୍ଦୁଶ୍ରୀ ମିଶ୍ର ନୁଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଗଣତନ୍ତ୍ର ଦିବସ ପ୍ୟାରେଡରେ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ସିନିୟର ଅଣ୍ଡର ଅଫିସର (ଏସ.ୟୁ.ଓ) ଗଙ୍ଗାଧର ପ୍ରଧାନ, ଜୁନିଅର ଅଣ୍ଡର ଅଫିସର (ଜେ.ୟୁ.ଓ) ପ୍ରଦ୍ୟୁମ୍ନ ପ୍ରଧାନ, କ୍ୟାଡେଟ ଅର୍ଚ୍ଚିତା ସୁନ୍ଦରା ଅଂଶଗ୍ରହଣ କରିଥିବା ବେଳେ ଏବଂ ନୂଆଦିଲ୍ଲୀର ସୈନିକ କ୍ୟାମ୍ପରେ ମ୍ୟାପ Continue Reading
Odisha News
ଭୁବନେଶ୍ୱର, ୧୨/୨: ଆଜି ସର୍ବଭାରତୀୟ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା। ବିଭିନ୍ନ ଦାବି ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ୱାଧୀନ ଫେଡେରେସନ୍ ପକ୍ଷରୁ ଏହି ଧର୍ମଘଟ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଥିବାରୁ ଜନଜୀବନ ପ୍ରଭାବିତ ହେବା ଆଶଙ୍କା ରହିଛି। ଏହି ବନ୍ଦକୁ କଂଗ୍ରେସ ଏବଂ ବିଜୁ ଶ୍ରମିକ ସାମ୍ମୁଖ୍ୟ (ବିଜେଡି) ନୈତିକ ସମର୍ଥନ ଜଣାଇଛନ୍ତି। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ ପକ୍ଷରୁ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୨/୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ରାଜ ସିତାପୂର ର ଆଲୂରୀ ନଗର ଠାରେ ଥିବା ସେଞ୍ଚୁରିଅନ ୟୁନଭରସିଟି ପରିସରରେ ଆଜି ୨ ଦିନିଆ ଜିଲ୍ଲାସ୍ତରୀୟ ୪ର୍ଥ ଉତ୍କଳ କୃଷି ମେଳା କାର୍ଯ୍ୟକ୍ରମକୁ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ମଧ୍ୟମ , କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଉଦଘାଟନ […]Continue Reading
Odisha News
ଭୁବନେଶ୍ବର,୧୧/୨: ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ତେବେ ଆଜି ଏନେଇ ମୁହଁ ଖୋଲିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ହାତୀ ପାଖକୁ ନ ଯିବାକୁ ଓ ହାତୀ ସହ ସେଲ୍ଫି ନ ନେବାକୁ ଲୋକଙ୍କୁ ସେ ଅନୁରୋଧ କରିଛନ୍ତି ।ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଲୋକେ ହାତୀ ସହ ସେଲ୍ଫି […]Continue Reading
Odisha News
ଅନୁଗୁଳ/ଓଡ଼ିଶା,୧୧/୨ : ସରକାରୀ ଟଙ୍କା ହଡ଼ପ କରିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ସିଡିଏମ୍ଓ କାର୍ଯ୍ୟାଳୟର କନିଷ୍ଠ ସହାୟକଙ୍କ ଘରେ ଭିଜିଲାନ୍ସ ପଶିଛି । ଆଜି ସକାଳୁ କନିଷ୍ଠ ସହାୟକ ସୁବ୍ରତ କୁମାର ବେହେରାଙ୍କର ୫ଟି ଠିକଣାରେ ଚଢ଼ଉ କରାଯାଉଛି । ଅନୁଗୁଳ, ଢେଙ୍କାନାଳ ଏବଂ ଭୁବନେଶ୍ୱରରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି ।ଅନୁଗୁଳ ଜିଲ୍ଲା ସିଡିଏମ୍ଓ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁବ୍ରତ କୁମାର ବେହେରା ୨ କୋଟି ୩୮ ଲକ୍ଷ ସରକାରୀ ଟଙ୍କା ହେରଫେର କରିଥିବା Continue Reading
Odisha News
ଭୁବନେଶ୍ୱର, ୧୧/୨ : ମାଓ ମୁକ୍ତ ଭାରତ ପାଇଁ ଆଉ ମାତ୍ର ଦେଢ଼ ମାସର ସମୟ ରହିଛି । ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଦିଆଯାଇଥିବା ମାର୍ଚ୍ଚ ମାସ ଯାଏଁ ଅବଧି ସରି ସରି ଆସୁଛି ।ଏହା ପୂର୍ବରୁ ପୁଣି ଥରେ ଓଡ଼ିଶା ସରକାର ଆତ୍ମସମର୍ପଣ ପାଇଁ ମାଓବାଦୀଙ୍କୁ ଆହ୍ୱାନ କରିଛନ୍ତି । ତତସହିତ ମାଓବାଦୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପୁନର୍ବାସ ନୀତିରେ ମଧ୍ୟ ସଂଶୋଧନ କରାଯାଇଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହେଲା […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୧୧/୨: ଖୋରଧା ମହିଳା ମହାବିଦ୍ୟାଳୟରେ ସୂଚନା ପ୍ରଯୁକ୍ତିବିଦ୍ୟା ଓ ସାଇବର ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ “ସୁରକ୍ଷିତ ଇଣ୍ଟରନେଟ୍ ଦିବସ” ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ବାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ମାର୍ଟଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ର ସୁରକ୍ଷିତ ବ୍ୟବହାର ଉପରେ ଗୁରୁତ୍ବାରୋପ Continue Reading
Odisha News
ଢେଙ୍କାନାଳ, ୧୦/୨ : ପୁଣି ହାତୀପଲଙ୍କ ଦୌରାମ୍ୟ। ୩ ଜଣଙ୍କୁ ଅତି ନୃଶଂସ ଭାବେ ଦଳିଦେଲେ ହାତୀପଲ। ଅନ୍ୟ ୩ ଜଣ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ପାଟପୁରୀ ଜଙ୍ଗଲରେ ଜାଳେଣୀ କାଠ ସଂଗ୍ରହ ବେଳେ ଘଟିଛି ଏହି ଦୁର୍ଘଟଣା।ଅନ୍ୟପଟେ ପୋଲିସ ଏବଂ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ମୃତକଙ୍କ ପରିଵାର।ସୂଚନା ଅନୁସାରେ, ଆଜି ୧୨ତା ସମୟରେ ଢେଙ୍କାନାଳ Continue Reading
Odisha News
ଭୁବନେଶ୍ବର ୧୦/୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ ଡାକ୍ତର ମାନଙ୍କ ଅବଦାନ ପ୍ରତି ଗୁରୁତ୍ବଦେଇ ତଥା ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ NHMରେ କାର୍ଯ୍ୟରତ Continue Reading
Odisha News
ପୁରୀ, ୧୦/୨ : ଶ୍ରୀମନ୍ଦିର ପ୍ରଶାସନ ପାଞ୍ଚୋଟି ପଞ୍ଜିକାକୁ ଅନୁମୋଦନ କରିଛି । ମଙ୍ଗଳବାର ବସିଥିବା ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକରେ ୫ଟି ପାଞ୍ଜିକୁ ତ୍ରୁଟି ଶୂନ୍ୟ ବୋଲି ଘୋଷଣା କରାଯାଇଛି ।ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ତ୍ରୁଟିଶୂନ୍ୟ ପଞ୍ଜିକା ଓ କ୍ୟାଲେଣ୍ଡର ପ୍ରକାଶନ ଉପରେ ଗୁରୁତ୍ୱପୂର୍ଣ୍ଣ Continue Reading