Home Posts tagged ODISHA (Page 56)
Odisha News
ଭୁବନେଶ୍ୱର, ୨୯/୬ : ସରକାରୀ ବିଦ୍ୟାଳୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ଉପରେ ବଡ଼ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପିଲାଙ୍କୁ ଦିଆଯାଇଥିବା ପାଠ୍ୟ ପୁସ୍ତକ ପ୍ରତ୍ୟାହୃତ କରାଯିବ ନାହିଁ । ଏହା ବଦଳରେ ସମସ୍ତ ବିଦ୍ୟାଳୟକୁ ସଂଶୋଧିତ ପାଠ୍ୟ ପୁସ୍ତକ ଦିଆଯିବ । ବିଦ୍ୟାଳୟରେ ଶିକ୍ଷକମାନେ ସଂଶୋଧିତ ପାଠ୍ୟ ପୁସ୍ତକ ବ୍ୟବହାର କରିବେ । ଉକ୍ତ ସଂଶୋଧିତ ବହିକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଧାନ ଶିକ୍ଷକଙ୍କୁ Continue Reading
Odisha News
ପୁରୀ, ୨୯/୬ : ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ କରିଛନ୍ତି ଶ୍ରୀଜୀଉ । ସୁନା କୂଅରୁ ଆସିଥିବା ୧୦୮ ସୁବର୍ଣ୍ଣ କଳସୀ ସୁବାଷିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂରତୀ । ବଡ଼ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ସମାଗମ । ଘଣ୍ଟନାଦ, ଖୋଳ ତାଳ, ଭେରୀ ତୂରୀ, ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ଗଗନ ପବନ ।ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସକାଳ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୭ଟାରେ ଶେଷ ହୋଇଥିଲା । […]Continue Reading
Odisha News
ନବରଙ୍ଗପୁର, ୨୮/୬ : ବଜ୍ରାଘାତରେ ମା’ ଓ ଝିଅଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିନାଶପାଣୀ ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା। ନିଜ ଜମିରେ ଥିବା କୁସୁମ ଗଛରୁ କୁସୁମ କୋଳି ତୋଳୁଥିବା ବେଳେ ହଠାତ ପ୍ରବଳ ବର୍ଷା ସହ ବଜ୍ରପାତ ହେବାରୁ ଉଭୟ ମାଆ-ଝିଅଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ନିନାଶପାଣୀ ଗ୍ରାମର ଦୟମତି ମୁଦୁଲି (୪୫) ଏବଂ ତାଙ୍କ ଝିଅ ଚମ୍ପା ମୁଦୁଲି (୨୨) ନିଜ ଚାଷ ଜମି […]Continue Reading
Odisha News
ବାଲେଶ୍ୱର, ୨୮/୬: ବିବାହ ଭୋଜିରେ ସାଂଘାତିକ କାଣ୍ଡ । ମଟନ ମାଂସ ଦେବାରୁ କ୍ୟାଟେରିଂ ଯୁବକଙ୍କ ବେକ କାଟିଦେଲେ ୪ ନାବାଳକ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଫକୀରମୋହନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ଗତ ୨୪ ତାରିଖ ଦିନ ରାତି ପ୍ରାୟ ୧୦ଟା ସମୟରେ ବାଲେଶ୍ୱର ରେମୁଣା ଅଠାନ୍ତର ଅଞ୍ଚଳରୁ ଆସିଛି ଏହି ଘଟଣା । ବିବାହ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୮/୬: ବିକାଶର ବଡ଼ ବଡ଼ ଦାବି ମଧ୍ୟରେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଖୋରଧା ପଞ୍ଚାୟତ ସମିତି ଅଧୀନସ୍ଥ ପଲ୍ଲାତୋଟାପଡ଼ା ଗ୍ରାମପଞ୍ଚାୟତ ର ୧୪ ନମ୍ବର ୱାର୍ଡର ବାସିନ୍ଦା।ଲୋକେଶ୍ୱରଦେବ ଙ୍କ ମନ୍ଦିରଠାରୁ ଅଙ୍ଗନୱାଡ଼ି କେନ୍ଦ୍ର ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘ ପନ୍ଦର ବର୍ଷରୁ ଅଧିକ ସମୟ ଧରି ନିର୍ମାଣ କିମ୍ବା ମରାମତି ହୋଇନଥିବାରୁ ଏହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୮/୬ : ଲଗାତାର ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଶନିବାର ଭୋର ପ୍ରାୟ ୫ ଟା ସମୟରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କାଶୀନଗର ବ୍ଳକର ସିଙ୍ଗିପୁର ଗ୍ରାମରେ ଅବକାରୀ ଚଢ଼ାଉ କରି ରେଳ ଲାଇନ ନିକଟରେ ଓ ବିଭିନ୍ନ ଘରର ପଛପଟେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କେନ୍ଦ୍ର ଗୁଡ଼ିକୁ ଠାବ କରିଥିଲା।ପୋଲିସକୁ ଦେଖି ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାବସ୍ଥଳରୁ ଫେରାର ହୋଇ ଯାଇଥିଲେ। ଚଢ଼ାଉ ସମୟରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୭/୬ : ସୀମାନ୍ତ ଅଞ୍ଚଳରେ ଓଡ଼ିଶୀ ନୃତ୍ୟର ପ୍ରାସାର ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ “ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର” ଆନୁକୁଲ୍ୟରେ ତିନିଦିନିଆ ଜାତୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା–୨୦୨୬ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱର ସ୍ଥିତ “ତ୍ରିଧାରା ନୃତ୍ୟ ଅନୁଷ୍ଠାନ” ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ସହଯୋଗରେ ଏହି କର୍ମଶାଳା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୫/୬ : ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ଼ ଡିଭିଜନର ସର୍ବପୁରାତନ ରେଳବାଇ କଲୋନୀ ଭାବେ ବିବେଚିତ ଲୋକୋ କଲୋନୀରେ ରେଳବାଇ ପ୍ରଶାସନର ଅବହେଳା ପାଇଁ ଖୋଲା ସ୍ଥାନ ଓ ରେଳ କ୍ୱାଟରକୁ ଲଗାଇ ବହୁ ଆର୍ଥିକ ଅନଗ୍ରସର ତେଲୁଗୁ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ନୂଆଣିଆ ଆଜବେଷ୍ଟସ ଘର ଯାହାକୁ ଝୁମ୍ପୁଡି କୁହାଯାଏ ନିର୍ମାଣ କରି ରହୁଥିଲେ ।ଯାହାକୁ ପରୋକ୍ଷରେ କିଛି ବିଭାଗୀୟ ଅସାଧୁ କର୍ମଚାରୀ ମାନେ ହାତଗୁଞ୍ଜା ନେଇ Continue Reading
Odisha News Ollywood News
ଭୁବନେଶ୍ୱର,୨୫/।୬: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍ ୱାଇଫ୍ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪ ପାଇଁ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର । ଏନେଇ ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।ପୁଷ୍କରାର ଅଭିନେତ୍ରୀ ସୁପ୍ରିୟାଙ୍କୁ ୨୦୨୩ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ବିବେଚନା କରାଯାଇଥିବା ବେଳେ ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା । ଅନ୍ୟପଟେ ମାଇଁ ସୁଇଟ୍ ହାଉସ୍ ୱାଇଫ୍ Continue Reading
Odisha News
ଭୁବନେଶ୍ୱର, ୨୫/୬ : ଆଜି ଓଡ଼ିଶା ରାଜନୀତିରେ ଏକ ବଡ଼ ଭୂକମ୍ପ ସୃଷ୍ଟି ହୋଇଛି । ସମସ୍ତଙ୍କ ମୁହଁକୁ ଚୁପ କରି ସୁଜାତା ରାଉତ ଓରଫ୍ ସୁଜାତା ପାଣ୍ଡିଆନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡ଼ିରେ ସାମିଲ ହେବା ପରେ ସୁଜାତା ପ୍ରଥମ ପ୍ରତିକ୍ରିୟା ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ।ସୁଜାତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ Continue Reading