ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୨୧/ ୮ : ଧର୍ମଶାଳା ବ୍ଲକ ଅଂଚଳରେ ବ୍ରାହ୍ମଣୀ ଓ ଏହାର ଶାଖା କେଲୁଅ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଥିଲା ।ଧର୍ମଶାଳା ଅଂଚଳରେ ପ୍ରଥମ ବନ୍ୟାରୁ ଲୋକେ ନିଜର ଅଂଟା ଶଳଖୁଥିବା ବେଳେ ନଦୀରେ ଦ୍ୱିତୀୟ ବନ୍ୟା ଆସି ବ୍ୟାପକ ଅଂଚଳ ପୁଣି ଜଳମଗ୍ନ ହୋଇଛି । ପ୍ରଥମ ଓ ଦ୍ୱିତୀୟ ବନ୍ୟାରେ ଧର୍ମଶାଳା ବ୍ଲକ ଅଂଚଳରେ କୌଣସି ସ୍ଥାନରେ ଘାଇ […]Continue Reading




