Home Posts tagged Jajpur district (Page 3)
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୫/୮ : ଯାଜପୁର ଜିଲ୍ଲା ଜାରକା ଠାରେ ଆୟୋଜିତ ୮୦ ତମ ସ୍ୱାଧୀନତା ଦିବସ ଏହି ପବିତ୍ର ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଶତାଧିକ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ବ୍ୟାଟେରୀ ଚାଳିତ ଇ-ସ୍କୁଟର ପ୍ରଦାନ କରିଥିଲି। ଏହା ସେମାନଙ୍କ ଆତ୍ମନିର୍ଭରଶୀଳତା ଓ ସ୍ୱାବଲମ୍ବନର ପଥକୁ ଆହୁରି ସୁଗମ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ବିଧାୟକ ସାହୁ କହିଛନ୍ତି ।ଏହା ସହିତ ଅଟୋ, ରିକ୍ସା ଓ ଟ୍ରଲି ଚାଳକ, ଆଶା […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୫/୮ : ଓଡ଼ିଶା ନକ୍ସଲମୁକ୍ତ ହେବା କେବଳ ଏକ ହିଂସାତ୍ମକ ଅଧ୍ୟାୟର ସମାପ୍ତି ନୁହେଁ। ଏହା ଏକ ବୃହତ୍ତର ଦାୟିତ୍ୱର ଆରମ୍ଭ—ସୁରକ୍ଷା କ୍ଷେତ୍ରର ସଫଳତାକୁ ଦୀର୍ଘସ୍ଥାୟୀ ଶାନ୍ତି, ବିକାଶ ଓ ଜନବିଶ୍ୱାସରେ ପରିଣତ କରିବା।ପ୍ରାୟ ଦୁଇ ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦ ଓଡ଼ିଶାର ଦୁର୍ଗମ ଓ ଘଞ୍ଚ ଜଙ୍ଗଲ ଅଞ୍ଚଳଗୁଡ଼ିକ ଉପରେ ଏକ ଅନ୍ଧକାର ଛାୟା ପକାଇଥିଲା। ହିଂସା, ରାଜ୍ୟର ଦୁର୍ବଳ ଉପସ୍ଥିତି, ବିକାଶର ମନ୍ଥର ଗତି ଓ ନିରନ୍ତର Continue Reading
Odisha News
ଗୁଲାମ ଗସଙ୍କ ରିପୋର୍ଟଯାଜପୁର, ୧୨/ ୮ : ଆଜି ଜିଲ୍ଲା ସ୍ତରୀୟ ଡେଙ୍ଗୁ ନିରାକରଣ ପାଇଁ ଏକ ବୈଷୟିକ କମିଟି ସଭା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ସଭା ଆରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ନଗେନ୍ଦ୍ରନାଥ ମହାପାତ୍ର ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହିତ ଏହି ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଅତିରିକ୍ତ ଜିଲ୍ଲା Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୭/୮ : ଖରେସ୍ରୋତା, ତନ୍ତୀଘାଇ, ବ୍ରାହ୍ମଣୀ ନଦୀ ରେ ବନ୍ୟା ଆସିବା ଫଳରେ ବରୀ ନିର୍ବାଚନ ମଣ୍ଡଳୀର ବହୁ ପଞ୍ଚାୟତ ଗୁଡିକ ବନ୍ୟା ଘେରରେ ରହିଥିଲା।ଫଳରେ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ଅଭିଆରା ଫାଉଣ୍ଡେସନ ମୁମ୍ବାଇ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।ବରୀ ନିର୍ବାଚନମଣ୍ଡଳୀର ଭଅଁରା, ରାଇପୁର, ପୋଡ଼ପଡା, ମହମ୍ମଦଜମାପୁର, ମାଳଦା, ଆନନ୍ଦପୁର ସମେତ ବହୁ ସ୍ଥାନରେ ବନ୍ୟା Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୩୦/୭ : ଯାଜପୁର ଜିଲ୍ଲାରେ ଚଳିତ ଲଗାଣ ବର୍ଷା ଓ ବୈତରଣୀ, କାଣୀ, ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଦଶରଥପୁର, ଯାଜପୁର, ବରୀ, ରସୁଲପୁର, କୋରେଇ, ଧର୍ମଶାଳା, ବଡ଼ଚଣା ଓ ବିଞ୍ଝାରପୁର ବ୍ଲକର ଲୋକମାନେ ପ୍ରଭାବିତ ହେବା ସହ ବିଲବାଡ଼ି ଜଳ ପ୍ଳାବିତ ହୋଇଅଛି।ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଦଶରଥପୁର, ବରୀ, ବିଞ୍ଝାରପୁର ଅଞ୍ଚଳ ଗସ୍ତ କରି ବନ୍ୟା ସମସ୍ୟା ଅନୁଧ୍ୟାନ କରିବା ସହ ରିଲିଫ୍ ଓ Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଧର୍ମଶାଳା, ୨୮/୭ : ଧର୍ମଶାଳା ବ୍ଲକର ଚାଷୀମାନଙ୍କ ଜୀବନ ରେଖା କୁହାଯାଉଥିବା ଶାଗଡିଆ ନାଳରେ ପୁନ୍ନରୁଦ୍ଧାର କରିବାକୁ ଚାଷୀମାନେ ଦାବି କରିଛନ୍ତି।ଧର୍ମଶାଳା ବ୍ଲକରେ ୪୫ ଗୋଟି ପଂଚାୟତ ଥିବା ବେଳେ ସେଥିମଧ୍ୟରୁ ୧୯ ଗୋଟି ପଞ୍ଚାୟତର ଚାଷୀମାନେ ଶଗଡ଼ିଆ ନାଳ ଉପରେ ନିର୍ଭରଶୀଳ। ଏହି ନାଳ ଆରୁହା ପଞ୍ଚାୟତ ନାନପୁର ଓ ବାଟିଜଙ୍ଗାରୁ ବାହାରି ୧୬ନଂ ଜାତୀୟ ରାଜପଥ ଅତିକ୍ରମ କରି ଧର୍ମଶାଳା ବ୍ଲକ ପଟୁଣିଆ ପଞ୍ଚାୟତସ୍ଥିତ ଗେଙ୍ଗୁଟି Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଧର୍ମଶାଳା/ଯାଜପୁର,୨୭/୭ : ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ରଥାରୁଡ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଭଦ୍ର , ଦେବୀ ସୁବଦ୍ରାଙ୍କ ଆଜି ନିଳାଦ୍ରୀ ବିଜେ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଧି ଅନୁଯାୟୀ ମୁନସୀ ମେଲଣ କମିଟି ଦ୍ୱାରା ପରିଚାଳିତ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆସିଥିବା ମିଠା ଭାର ଠାକୁରଙ୍କ ନିକଟରେ ଭୋଗ ଲାଗିକରାଯାଇଥିଲା ।ରଥାରୁଡ ଠାକୁରଙ୍କ ନିତିକାନ୍ତି ଓ ପୂଜାର୍ଚ୍ଚନା ପରେ Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଧର୍ମଶାଳା, ୨୭/୭ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗାନ୍ଧୀ ଛକ ନିକଟରେ ଖୋଲା ହେବାକୁ ଥିବା ମଦ ଦୋକାନକୁ ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ଦୋକାନରେ ଥିବା ମଦକୁ ଲୁଟିନେଇଛନ୍ତି ।ସୁଚନା ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ଠାରେ ସରକାରଙ୍କ ଅନୁମତି ପାଇ ଏକ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ ଖୋଲିବାକୁ ଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଆଜି […]Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟ୍ଧର୍ମଶାଳା/ଯାଜପୁର,୨୬/୭ : ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।ମନ୍ଦିରରୁ ଠାକୁର ୯ ଦିନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଗତକାଲି ବାହୁଡାରେ ମନ୍ଦିରକୁ ଫେରିଛନ୍ତି । ଶନିବାର ରଥାରୁଡ ଠାକୁରଙ୍କୁ ସୁନାବେଶ କରାଯାଇଛି । ଶନିବାର ଅପରାହ୍ନରେ ଠାକୁରଙ୍କ ନିତିକାନ୍ତି ପୂଜା ସରିବା ପରେ ବ୍ରାହ୍ମଣମାନେ ରଥାରୁଡ ଠାକୁରଙ୍କୁ ସୁନାବେଶ କରାଇଥିଲେ Continue Reading