ଭୁବନେଶ୍ୱର, ୧୮/୯ : ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ରାଜ୍ୟ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ପରିବହନ ବିଭାଗରେ କାର୍ୟ୍ୟରତ ଥିବା ଜଣେ କନିଷ୍ଠ ମହିଳା କର୍ମଚାରୀଙ୍କ ଘରେ ପଶିବା ଏବଂ ହଙ୍ଗାମା ନେଇ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି ।ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ମହିଳାଙ୍କ […]Continue Reading




