Home Posts tagged Bhubaneswar (Page 9)
Odisha News
ଭୁବନେଶ୍ଵର, ୨୫/୯ : ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ। ହେଲେ ଲାଗିରହିଥିବା ଲଗାଣ ବର୍ଷା ଦାଉରୁ ସହଜରେ ତ୍ରାହି ମିଳିବନି । ଦକ୍ଷିଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ସକ୍ରିୟ ଥିବା ଅବପାତ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହିପରି ସ୍ଥିତିରେ ରହିବ ।ତେବେ ୧୨ ଘଣ୍ଟା ବିତିବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ସମାନ ଅଞ୍ଚଳରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର […]Continue Reading
Top Stories
By Tapaswini Sahoo Bhubaneswar/Odisha,Sep  24 : Neuberg Diagnostics, one of India’s leading integrated diagnostic networks, has entered into a strategic joint venture with Bhubaneswar-based ProLife Diagnostics to expand access to high-quality, affordable and advanced diagnostic services across Odisha. The new venture, NeubergProLife, will combine Neuberg’s pan-India Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟଭୁବନେଶ୍ୱର, ୨୪/୯ : ବିଶିଷ୍ଟ ସ୍ତମ୍ଭକାର ତଥା ସାମାଜିକ ବିଶ୍ଳେଷକ ଡ. ସ୍ୱାଧୀନ କୁମାର ଦାଶଙ୍କ ରଚିତ ପ୍ରବନ୍ଧ ବହି ‘ସ୍ୱାଧୀନ ଜିଜ୍ଞାସା’ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସାରସ୍ୱତ ସମାରୋହରେ ଲୋକାର୍ପିତ ହୋଇଯାଇଛି।ଏହି ଲୋକାର୍ପଣ ସମାରୋହରେ ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ପୂର୍ବତନ ଅର୍ଥମନ୍ତ୍ରୀ ତଥା Continue Reading
Top Stories
By IGP Satyajit Nayak Bhubaneswar/Odisha,Sep 24 : Excessive engagement with online games can gradually turn into a habit and affect the education, health, sleep, physical activity and social life of children and young people, Inspector General of Police, Central Range, Dr Satyajit Nayak, has said, urging youngsters and parents to adopt responsible digital habits and […]Continue Reading
Odisha News
ଭୁବନେଶ୍ୱର, ୨୪/୯ : ଆନ୍ଧ୍ର ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତର ପ୍ରଭାବରେ ସମଗ୍ର ଓଡ଼ିଶାରେ ବର୍ଷାର ତାଣ୍ଡବ ଜାରି ରହିଛି। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାବେଳେ ନବରଙ୍ଗପୁର ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ (ଓଗଊ) ରେଡ୍ ୱାର୍ଣ୍ଣିଂ ଜାରି କରିଛି।ଗତ ୨୪ ଘଣ୍ଟାରେ ନବରଙ୍ଗପୁରରେ ୪୭୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ସର୍ବାଧିକ ୧୦୬ ମିଲିମିଟର ବର୍ଷା Continue Reading
Odisha News
ଭୁବନେଶ୍ୱର, ୨୩/୯ : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଉପକୂଳ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ବିଗତ ୬ ଘଣ୍ଟାରେ ଏହା ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଛି ଏବଂ ଆଜି ରାତି ସୁଦ୍ଧା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିପାରେ।ବର୍ତ୍ତମାନ ଗଭୀର ଅବପାତଟି କଳିଙ୍ଗପଟ୍ଟନମଠାରୁ ପ୍ରାୟ ୭୦ କିମି ପୂର୍ବ-ଦକ୍ଷିଣପୂର୍ବ, ଗୋପାଳପୁରଠାରୁ ୧୫୦ କିମି ଦକ୍ଷିଣ, Continue Reading
Top Stories
By IGP Satyajit Nayak Bhubaneswar/Odisha,Sep 23 : Hockey’s strong association with Odisha and its lessons in discipline, teamwork and resilience can help strengthen the professional qualities of police personnel, said Dr Satyajit Nayak, IGP, Central Range, while addressing the 76th State Police Hockey Championship-2026 at the Kalinga Stadium here.  Dr Nayak said the Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୯/୯ : ଦର୍ଶନ ପାଇଁ ଯାଇଥିଲେ, ହେଲେ ଫେରିଲାନି ଜୀବନ। ମଧ୍ୟପ୍ରଦେଶରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏବେ ଶୋକରେ ବୁଡ଼ିଛି ଭୁବନେଶ୍ୱର।ମୃତକମାନେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲା ନାଲଖେଡ଼ାରେ ଥିବା ମା’ ବଗଳାମୁଖୀ ମନ୍ଦିର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର, ୧୮/୯ : ଉତ୍ତର ଥାଇଲ୍ୟାଣ୍ଡ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହେବ। ଏହି ଘୂର୍ଣ୍ଣିବଳୟ ଶୁକ୍ରବାର (ସେପ୍ଟେମ୍ବର ୧୮) ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିବ ଏବଂ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ୨୧ କିମ୍ବା ୨୨ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ Continue Reading