ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୮/୯: ପରିବେଶ ସୁରକ୍ଷା ସହ ଇନ୍ଧନ ସଞ୍ଚୟ ଏବଂ ଆଧୁନିକ ଯାତାୟାତ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଖୋରଧାରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଥିବାବେଳେ, ଏହି ଧାରାକୁ ଆହୁରି ଆଗକୁ ନେବା ପାଇଁ ଡାଇନାମୋ ଇଲେକ୍ଟ୍ରିକ୍ ଗାଡ଼ିର ଅଧିକୃତ ବିକ୍ରେତା ଡୋଏଲ କନେକ୍ଟ ୱାର୍ଲ୍ଡ ପକ୍ଷରୁ ଏକ ଆକର୍ଷଣୀୟ ଲକି ଡ୍ର’ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଶୋ’ରୁମ୍ରୁ Continue Reading




