Home Archive by category Odisha News (Page 8)

Odisha News

Odisha News
ଭୁବନେଶ୍ୱର, ୩୦/୯ : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ହେଉଛି। ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଦାବିକୁ ନେଇ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ସାଧାରଣ ଧର୍ମଘଟ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବନ୍ଦ ଡାକରାକୁ ସମସ୍ତ ବିରୋଧୀ ଦଳଗୁଡ଼ିକ ସମର୍ଥନ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀ ରିପୋର୍ଟବାଲିଗୁଡ଼ା,୩୦/୯: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସୌଜନ୍ୟରେ ଏବଂ ଶାଳବଣ ସାହିତ୍ୟ ସଂସଦର ସଂଯୋଜନାରେ ବାଲିଗୁଡ଼ା ସ୍ଥିତ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ଶାଳବଣ ସାହିତ୍ୟ ସଂସଦର ସଭାପତି ଡ. ମଧୁସୂଦନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଓ ରବୀନ୍ଦ୍ରନାଥ ରଥ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ଥିଲେ।ସଭାରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୯/୯ : ସରକାରୀ ରାଜସ୍ୱ ରେକର୍ଡରେ ଶ୍ମଶାନ ପାଇଁ ଜମି ରହିଛି। ହେଲେ ଉକ୍ତ ଜମିର ସମ୍ପୂର୍ଣ୍ଣ ମାପଚୁପ ଓ ସୀମା ନିର୍ଦ୍ଧାରଣ ହୋଇପାରୁନାହିଁ। ଅନ୍ୟପକ୍ଷରେ ଶ୍ମଶାନକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ କି ଶବ ସତ୍କାର ସମୟରେ ଆଶ୍ରୟ ନେବା ପାଇଁ ପ୍ରତୀକ୍ଷା ଗୃହର ବ୍ୟବସ୍ଥା ଅଛି।ଏପରିକି ଜମି ଜବରଦଖଲମୁକ୍ତ ହୋଇ ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରିନାହିଁ। ଫଳରେ ମୃତ୍ୟୁ ପରେ ଶେଷକୃତ୍ୟ ସମ୍ପନ୍ନ Continue Reading
Odisha News
ମହେନ୍ଦ୍ର କୁମାର ପାଇକରାୟଙ୍କ ରିପୋର୍ଟବଲାଙ୍ଗୀର/ଓଡ଼ିଶା, ୨୯/୯ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଦେଷଣ୍ଡ ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହ ପାଳିତ ହୋଇଯାଇଛି।ସ୍ଥାନୀୟ ଅଞ୍ଚଳର ଏହି ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଲୁକ୍କାୟିତ ପର୍ଯ୍ୟଟନ କ୍ଷେତ୍ରର ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଆଞ୍ଚଳିକ ସାମାଜିକ-ଆର୍ଥିକ ବିକାଶକୁ ଗତିଶୀଳ କରିବା ଏହି Continue Reading
Odisha News
ବ୍ରହ୍ମପୁର, ୨୯/୯ : ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ। ମାଲକାନଗିରି DRDAରେ ସଂଲଗ୍ନ ଥିବା ମାଥିଲି ବ୍ଲକ୍‌ର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (AEE) ଶିଶିର କୁମାର ଦାଶଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଶିଶିର ଦାଶଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ତାଙ୍କ ନାଁରେ ଥିବା ଏକାଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସନ୍ଧାନ ମିଳିଥିବା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର,୨୯/୯: ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) । ବୁଧବାର ଏହି ପରୀକ୍ଷା ହେବାକୁ ଥିବା ବେଳେ ସ୍ଥଗିତ ନେଇ ଘୋଷଣା କଲା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ।ବୁଧବାର ଗୋଟିଏ ସିଟିଂରେ ପେପର-୧, ପେପର-୨ ପରୀକ୍ଷା ହେବାର ଥିଲା । ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ମିନିଟ୍ ପର‌୍ୟ୍ୟନ୍ତ ପରୀକ୍ଷା ହେବା ନେଇ ସୂଚୀ ପ୍ରକାଶ ପାଇଥିଲା । ତେବେ ପୁଣି ପରୀକ୍ଷା କେବେ […]Continue Reading
Odisha News
ପୁରୀ, ୨୯/୯ : ଖଜା ଭାଟିରେ ପୁଣି ରେଡ୍ । ପୁରୀରେ ଖଜା ଭାଟି ଉପରେ ପୁଣି ପୋଲିସର ରେଡ୍। ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଚଢ଼ାଉ। ଶ୍ରୀମନ୍ଦିର ନିକଟ କାକୁଡିଖାଇ ଛକ ନିକଟରେ ଥିବା ଖଜା ଭାଟି ଉପରେ ରେଡ୍। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଥିଲା ଖଜା। ଖବରପାଇ ସକାଳୁ ରେଡ୍ କରିଛି ପୋଲିସ ଟିମ୍।ଖବର ଅନୁଯାୟୀ, ଗତ କିଛି ଦିନ ହେଲା ପୁରୀରେ ବିକ୍ରି ହେଉଥିବା ଖଜାରେ ଅପମିଶ୍ରଣ ହେଉଥିବାର ଅଭିଯୋଗ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୯/୯ : ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତି କାର‌୍ୟ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ସୁଶ୍ରୀ ଭାଗବତ ସାମଲ କଲ୍ୟାଣରାଓ, ଅତିରିକ୍ତ ନିର୍ବାହୀ ଅଧିକାରୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୯: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ସଭାଗୃହରେ ଆଜି ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନାଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହା ସହିତ ‘ସେବା ସେତୁ’ ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମହେନ୍ଦ୍ର କୁମାର ସାହୁଙ୍କ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୮/୯: ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଭୁବନେଶ୍ୱର ସୋଆ ୟୁନିଭରସିଟି ପରିସରରେ ଆୟୋଜିତ ଫଟୋ ଓ ଭିଡିଓ ବାଣିଜ୍ୟ ମେଳା-୨୦୨୬ରେ କନ୍ଧମାଳ ଜିଲ୍ଲାର ଦୁଇ ଫଟୋଗ୍ରାଫରଙ୍କୁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି।ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ର ବୁଲୁ ଭାଇ ଏବଂ ଫୁଲବାଣୀର ଷ୍ଟୁଡିଓ ନୀଳକମଲ ର ବାଦଲ ଏହି ସମ୍ମାନ ପାଇଛନ୍ତି। ସେପ୍ଟେମ୍ବର ୨୫ରୁ ୨୭ ତାରିଖ ପର‌୍ୟ୍ୟନ୍ତ ତିନିଦିନ ଧରି ଚାଲିଥିବା ଏହି Continue Reading