କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୯ : ମେଗା ରକ୍ତଦାନ ଶିବିର ପାଇଁ ସଚେତନତା ପଦଯାତ୍ରା ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଜହ୍ନାପଙ୍କ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜୁନିୟର ରେଡକ୍ରସ୍ ସୋସାଇଟି ସହଯୋଗରେ ଆସନ୍ତା ଅକ୍ଟୋବର ୧ ତାରିଖରେ ହେବାକୁ ଥିବା ମେଗା ରକ୍ତଦାନ ଶିବିର ପାଇଁ ଏକ ସଚେତନତା ପଦଯାତ୍ରା ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି ।ଏହି ରକ୍ତଦାନ ଶିବିର Continue Reading




