ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୯/୮ : ବ୍ରାହ୍ମଣୀ ଓ ଏହାର ଶାଖାନଦି କେଲୁଅରେ ବନ୍ୟା ଆସିବା ଫଳରେ ଧର୍ମଶାଳା ବ୍ଲକ ଅଂଚଳର ଅନେକ ଗାଁ ପାଣି ଘେରରେ ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟାପାଣି ଜମିରହିବା ଫଳରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି ।ବନ୍ୟାସ୍ଥିତି ଓ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଯେଗାଇ ଦେବା ନେଇ ବିଧାୟକ ହିମାଂଶୁ ଶେଖର ସାହୁ , ପିଡି ଦେବୀ ପ୍ରସାଦ ମହାନ୍ତି,ଉପଜିଲ୍ଲାପାଳ […]Continue Reading




