Home Archive by category Odisha News (Page 28)

Odisha News

Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୧/୮: ବଲାଙ୍ଗୀର ସହରର ଆରାଧ୍ୟ ଦେବୀ ମାଁ ସମଲେଶ୍ୱରୀଙ୍କ ପୁରାତନ ମନ୍ଦିରର ସୌନ୍ଦର୍ଯୀକରଣ ପାଇଁ ଏବେ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ।ମନ୍ଦିର ପରିସରକୁ ସୁନ୍ଦର ଓ ବିକଶିତ କରିବା ପାଇଁ ମନ୍ଦିରକୁ ଲାଗିଥିବା ପ୍ରାୟ ୨୩ଟି ଷ୍ଟଲକୁ ଉଚ୍ଛେଦ କରାଯାଉଛି। ପାଞ୍ଚ ଦିନ ପୂର୍ବରୁ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟଲ ଖାଲି କରିବାକୁ ନୋଟିସ ଜାରି ହୋଇଥିଲା।ନିର୍ଦ୍ଧାରିତ ସମୟ ମଧ୍ୟରେ ଷ୍ଟଲ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୧/୮ : ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଲା ଏକ ଦୁଃଖଦ ଖବର। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି। ୮୮ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ ।ନିଜର ସୁମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ଦୀର୍ଘଦିନ ଧରି ଓଡ଼ିଆ ସଙ୍ଗୀତପ୍ରେମୀଙ୍କୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୦/୮: ଖୋର ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଗୁରୁଜଙ୍ଗ ଖେଳ ପଡିଆରେ ଗୁରୁଜଙ୍ଗ ପ୍ରିମିୟର ଲିଗ ଆସନ୍ତା ଅକ୍ଟୋବର ମାସ ଦଶହରା ସମୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ଜଣାଇଛନ୍ତି। ଏଥିରେ ୮ ଟି ଦଳ ଭାଗ ନେବେ ସେମାନେ ହେଲେ ଏସ ଜେ ଆର ୱାରିୟରସ ଗୁରୁଜଙ୍ଗ, ଇଗଲ ସ୍ପୋର୍ଟିଂ ମେଣ୍ଢାଶାଳ,ମିଲନ ୟୁଥ କ୍ଲବ ମୁକୁନ୍ଦପ୍ରସାଦ, ବି ଏସ ଏ ଭାଲିଆବାଡି, ଯଦୁପୁର ବ୍ଲାଷ୍ଟର୍ସ […]Continue Reading
Odisha News
ନୟାଗଡ଼, ୨୦/୮ : ନୟାଗଡ଼ ଜିଲ୍ଲାର ସମ୍ବେଦନଶୀଳ ଚାନ୍ଦପୁର ଥାନା ଅଞ୍ଚଳରେ ଗୁଳି ମାରି ମୋଟରସାଇକଲ୍ ଲୁଟି ନେଇଛନ୍ତି।ଆଜି (ଗୁରୁବାର) ଅପରାହ୍‌ଣ ଗୋଟାଏ ବେଳେ ପଟିଆ ପାଇକସାହିର ପରମାନନ୍ଦ ନାୟକଙ୍କ ପୁଅ ପିଣ୍ଟୁ ନାୟକ ନିଜର ( ଓଡି ୦୨ଡି ଆର ୯୦୫୯) ମୋଟର ସାଇକେଲ ନେଇ ଗାଧୋଇବାକୁ ଯାଇଥିଲେ। ମୋଟରସାଇକଲ୍ ତୁଠରେ ଥୋଇ ଗାଧୋଉଥିବା ବେଳେ ତିନି ଜଣ ଲୁଟେରା ଗୋଟିଏ ମଟର ସାଇକେଲ ରେ ସେଠାରେ ପହଞ୍ଚିଥିଲେ। ପିଣ୍ଟୁ ପ୍ରଥମେ ଭୟଭୀତ କରାଇଥିଲେ। ପ୍ରତିବାଦ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର,୨୦/୮: ପାଣିପାଗକୁ ନେଇ ବଡ଼ ଖବର । ଅଗଷ୍ଟ ମାସରେ ଗଲାଣି ତିନି ତିନିଟି ଲଘୁଚାପ । ତେବେ ପୁଣି ଆସୁଛି ଲଘୁଚାପ । ଏ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗୋଟିଏ ଲଘୁଚାପ ଯାଇଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ସମ୍ଭାବ୍ୟ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୦/୮ : ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନ ଆଳରେ ଆତଙ୍କରାଜ । ଅନଲାଇନ୍ ଅଟୋ ଚାଳକଙ୍କ ହିଂସା କାଣ୍ଡ ପଡିଲା ମହଙ୍ଗା ।ରାସ୍ତାରୋକ, ଭଙ୍ଗାରୁଜା ଏବଂ ପୋଲିସକୁ ଆକ୍ରମଣ ଘଟଣାରେ କମିଶନରେଟ୍ ପୋଲିସର ଆକ୍ସନ। ରାଜରାସ୍ତାରେ ହଙ୍ଗାମା କରିଥିବା ଅଭିଯୁକ୍ତଙ୍କୁ ଉଠାଇନାବା ସହ ଅଟୋ ଜବତ କରିଛି ପୋଲିସ । ଏବେ ସୁଦ୍ଧା ୧୧୩ ଜଣଙ୍କୁ ଗିରଫ କରାଯାଇଛି । ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବଢିପାରେ ।ତେବେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୮ : ବୌଦ୍ଧ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆଜି ନିର୍ବାଚନୀ ସାକ୍ଷରତା କ୍ଲବ୍ (Electoral Literacy Club–ELC) ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଓ SVEEP ସଚେତନତା ସଭା ଆୟୋଜିତ ହୋଇଯାଇଛି।ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରି ସେମାନଙ୍କୁ ଦାୟିତ୍ୱବାନ ଓ ସକ୍ରିୟ ଗଣତାନ୍ତ୍ରିକ ନାଗରିକ ଭାବେ ପ୍ରସ୍ତୁତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୯/୮ : ପ୍ରଖ୍ୟାତ ଓଡ଼ିଆ କବି, ପ୍ରାବନ୍ଧିକ ଓ ପୂର୍ବତନ ବୈଜ୍ଞାନିକ ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ମିଳିବ ୪୭ତମ ଶାରଳା ପୁରସ୍କାର ।ତାଙ୍କର ପ୍ରତିଷ୍ଠିତ କବିତା ସଂକଳନ ‘‘ବିଶ୍ବାସ ଦେ ପୃଥିବୀ ପାଇଁ ସେ ଏହି ପୁରସ୍କାର ପାଇବେ। ସେ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇସାରିଛନ୍ତି। ଅକ୍ଟୋବର ୨୫ରେ ମାନପତ୍ର ସହ ୭ ଲକ୍ଷ ଟଙ୍କାର ପୁରସ୍କାର ପାଇବେ।ସୂଚନା ଥାଉକି, ଆଶୁତୋଷ ପରିଡ଼ା ୧୯୪୬ରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୯/୮: ପ୍ରତ୍ୟେକ ବିଭାଗୀୟ ଅଧିକାରୀ କିଛି ନବୀନ ପ୍ରକଲ୍ପ କାର୍ଯ୍ୟ କାରିତା ନିମନ୍ତେ ଚିନ୍ତା କରିବା ଉଚିତ୍ ଓ ମୋ ସ୍ୱପ୍ନର ଖୋରଧା ଜିଲ୍ଲା, ସମ୍ବୃଦ୍ଧ ଓ ସଶକ୍ତ ଓ ବିକଶିତ ଅଗ୍ରଣୀ ଖୋରଧା ଜିଲ୍ଲା ଗଢି ତୋଳିବା ଲାଗି ପ୍ରତ୍ୟେକ ସ୍ତରରେ ଭିଜନ ପ୍ରସ୍ତୁତ କରି ଯଶଶ୍ୱୀ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଙ୍କ ବିକଶିତ ଭାରତ ଅ୨୦୪୭ ଏବଂ ବିକଶିତ ଓଡ଼ିଶା ଅ୨୦୩୬ ସ୍ବପ୍ନକୁ ସାକାର ସହ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୮ : ସ୍ୱାଧୀନତାର ଆଠ ଦଶନ୍ଧି ପରେ ବୌଦ୍ଧ ଜିଲ୍ଲାର ଗୁନ୍ଦୁଲିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭରୁଆ ଗାଁର ୨୩ଟି ଗରିବ ପରିବାରଙ୍କ ଘରେ ପହଞ୍ଚିଛି ବିଦ୍ୟୁତ ଆଲୋକ।ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ପ୍ରଚେଷ୍ଟାରେ ‘ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା’ ଅଧୀନରେ ଏହି ପରିବାରଗୁଡ଼ିକୁ ମାଗଣାରେ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି।ବୁଧବାର ଜିଲ୍ଲାପାଳ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତର ଭରୁଆ ଗାଁ ଗସ୍ତ କରି ହିତାଧିକାରୀଙ୍କ Continue Reading