Home Archive by category Odisha News (Page 27)

Odisha News

Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୩/୮ : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଲଘୁଚାପ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ, ଆଜି ସକାଳ ୫ଟା ୩୦ ସମୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି କ୍ଷପ୍ରଭାବରେ ଆଗାମୀ ୨୪ତାରିଖ ଯାଏଁ ସମୁଦ୍ର ଅଶାନ୍ତ ସହ ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ସମୁଦ୍ରକୁ ବାରଣ କରାଯାଇଛି।ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ସାରା ରାଜ୍ୟରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୩/୮: ଦିନକୁ ଦିନ ବଢ଼ିଚାଲିଥିବା ସାଇବର ଠକେଇରୁ ଲୋକଙ୍କୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଖୋରଧା ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନକୁ ଜୋରଦାର କରାଯାଇଛି। ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ବୋଲଗଡ଼ ଥାନା ଅନ୍ତର୍ଗତ ସାମପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ସାଇବର ସୁରକ୍ଷା ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୩/୮ : କନ୍ଧମାଳ ପୋଲିସ୍ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।ବ୍ରାଉନ୍ ସୁଗାର କାରବାରର ମୁଖ୍ୟ କିଙ୍ଗ ପିନ ବାଲିଗୁଡ଼ା କଟାରୀ ସାହିର ରାଧେଶ୍ୟାମ କାର୍ଜି କୁ ୫୯ ନଂ ଜାତୀୟ ରାଜପଥ ଗୋଇବନ୍ଧା ପୋଲ ନିକଟରୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି ।ଅଭିଯୁକ୍ତ ନିକଟରୁ ୬.୭ ଗ୍ରାମ୍ ବ୍ରାଉନ୍ ସୁଗାର, ୨୧ କେଜି ୧୦୦ ଗ୍ରାମ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୩/୮: ମାନ୍ୟବର କନ୍ଧମାଳ ଲୋକସଭା ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ, କୃଷି ସେବା କେନ୍ଦ୍ର ଓ ସାମାଜିକ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି।ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣାତ୍ମକ ମାନ ବଜାୟ ରଖି ସମ୍ପୂର୍ଣ୍ଣ କରିବାକୁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୮ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସଭାଗୃହ ଠାରେ ନ୍ୟାସନାଲ ସ୍ପେସ-ଡେ ୨୦୨୬ ପାଳନ ଅବସରରେ ଆଜି ଏକ ବିଶେଷଜ୍ଞ ଆଲୋଚନା ଓ ଛାତ୍ରଛାତ୍ରୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି, ଆଇଆଇଟି ତିରୁପତି ନବାବିଷ୍କାର ଆଇ-ହବ୍ ଫାଉଣ୍ଡେସନ୍ ଏବଂ ଜିଓ-ଇଣ୍ଟେଲ୍ ଲ୍ୟାବ୍‌ର ମିଳିତ ଆୟୋଜନ କ୍ରମେ ଏହି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୨/୮ : କିଛି ମାସର ବ୍ୟବଧାନ ପରେ ପୁଣି ଥରେ ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ୍-୧ ହାଟରେ ଅଗ୍ନିକାଣ୍ଡ ହୋଇଛି । ଶନିବାର ସକାଳୁ ଏକାଧିକ ଦୋକାନ ହୁତୁହୁତୁ ହୋଇ ଜଳି ଯାଇଛି । ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।ଆଜି ସକାଳେ ୟୁନିଟ୍-୧ ହାଟରେ ଥିବା ଏକ ପ୍ଲାଷ୍ଟିକ୍ ଓ ୟୁଜ୍ ଆଣ୍ଡ୍ ଥ୍ରୋ ସାମଗ୍ରୀ ଏବଂ ଗ୍ରୋସରୀ ଦୋକାନ ଭିତରୁ ଧୂଆଁ ବାହାରୁଥିବା ସଫେଇ କର୍ମଚାରୀ ଦେଖିଥିଲେ । […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର/ଓଡ଼଼ିଶା,୨୨/୮ : ଧର୍ମଶାଳା ନିର୍ବାଚ ମଣ୍ଡଳୀର ଧର୍ମଶାଳା ଓ ରସୁଲପୁର ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ସମେତ ଜିଲ୍ଲାର ବନ୍ୟାକ୍ଷତିଗ୍ରସ୍ତ ବିଭିନ୍ନ ବ୍ଲକକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାତନ୍ତ୍ର ରିଲିଫ ପାଂଠିରୁ ଅସିଥିବା ଅଟା ସୁଜି ଆଦି ଆଜି ଯୋଗେଇ ଦିଆଯାଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜାରକାସ୍ଥିତ ସତସଙ୍ଗ ବିହାର ନିକଟରୁ ଟ୍ରକ ଯୋଗେ ବନ୍ୟାକ୍ଷତିଗ୍ରସ୍ତ କୋରେଇ, ଯାଜପୁର, ବିଂଝାରପୁର, ଦଶରଥପୁର ଓ ବରୀ ଆଦି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୨/୮: ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା (ନିବାରଣ, ପ୍ରତିଷେଧ ଏବଂ ପ୍ରତିକାର) ଅଧିନିୟମ ୨୦୧୩ ଜନିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୮ : ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ମୁଖ୍ୟାଳୟସ୍ଥିତ କଲେଜ ପଡ଼ିଆରେ ଆଜି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଉଦ୍ୟମକ୍ରମେ ଭାରତ ସରକାରଙ୍କ ‘ଗ୍ରାମୋଦୟ ଅଭିଯାନ’ ଅନ୍ତର୍ଗତ କ୍ରୀଡ଼ା ଉପକରଣ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କଣ୍ଟାମାଳ ବ୍ଲକର ୧୧ଟି ଆଦିବାସୀ ଅଧ୍ୟୁଷିତ ତଥା ପୂର୍ବତନ ମାଓ ପ୍ରଭାବିତ ଗ୍ରାମର ସ୍ପୋର୍ଟସ୍ କ୍ଲବଗୁଡ଼ିକୁ ବିଭିନ୍ନ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୨୧/ ୮ : ଧର୍ମଶାଳା ବ୍ଲକ ଅଂଚଳରେ ବ୍ରାହ୍ମଣୀ ଓ ଏହାର ଶାଖା କେଲୁଅ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଥିଲା ।ଧର୍ମଶାଳା ଅଂଚଳରେ ପ୍ରଥମ ବନ୍ୟାରୁ ଲୋକେ ନିଜର ଅଂଟା ଶଳଖୁଥିବା ବେଳେ ନଦୀରେ ଦ୍ୱିତୀୟ ବନ୍ୟା ଆସି ବ୍ୟାପକ ଅଂଚଳ ପୁଣି ଜଳମଗ୍ନ ହୋଇଛି । ପ୍ରଥମ ଓ ଦ୍ୱିତୀୟ ବନ୍ୟାରେ ଧର୍ମଶାଳା ବ୍ଲକ ଅଂଚଳରେ କୌଣସି ସ୍ଥାନରେ ଘାଇ […]Continue Reading