Home Archive by category Odisha News (Page 11)

Odisha News

Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର,୨୫/୯ : ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ଓ ‘ମିସାଇଲ୍ ମ୍ୟାନ୍’ ଭାବେ ପରିଚିତ ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କାଲାମଙ୍କ ଜାତୀୟ ସ୍ତରୀୟ ଜୟନ୍ତୀ ଅବସରରେ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ପରିସର ଆଜି ପାଲଟିଥିଲା ଜ୍ଞାନ, ସୃଜନଶୀଳତା ଓ ଦେଶପ୍ରେମର ଏକ ଅନନ୍ୟ ମଞ୍ଚ।ଜାତୀୟ ସ୍ତରରେ ଆୟୋଜିତ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଭାବାନ ଛାତ୍ରଛାତ୍ରୀମାନେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୫/୯ : କେନ୍ଦୁଝର ଜିଲ୍ଲା ସ୍ଥିତ ଏନ୍‌.ଏସ୍‌. ଗଭର୍ଣ୍ଣମେଣ୍ଟ ପୁଲିସ ହାଇସ୍କୁଲ ପରିସରରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିୟନସିପ୍‌-୨୦୨୬-୨୭ ପ୍ରତିଯୋଗିତା\’ରେ ଗଜପତି ଜିଲ୍ଲାର ଖେଳାଳି ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।ଜିଲ୍ଲାର ଖେଳାଳି ମାନେ ମୋଟ ୩ଟି ସ୍ୱର୍ଣ୍ଣ ସହିତ ୨ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ହାସଲ କରି ଗଜପତି ଜିଲ୍ଲାର Continue Reading
Odisha News
ଭୁବନେଶ୍ଵର, ୨୫/୯ : ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ। ହେଲେ ଲାଗିରହିଥିବା ଲଗାଣ ବର୍ଷା ଦାଉରୁ ସହଜରେ ତ୍ରାହି ମିଳିବନି । ଦକ୍ଷିଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ସକ୍ରିୟ ଥିବା ଅବପାତ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହିପରି ସ୍ଥିତିରେ ରହିବ ।ତେବେ ୧୨ ଘଣ୍ଟା ବିତିବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ସମାନ ଅଞ୍ଚଳରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୪/୯: ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗୁରୁବାର ସକାଳେ ଏକ ମାଲବୋଝେଇ ଟ୍ରଲର ଦୁର୍ଘଟଣା ଘଟାଇବାରୁ କିଛି ସମୟ ପାଇଁ ସେ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏକ କାରକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଟ୍ରଲରଟି ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଥିଲା। ଟ୍ରଲରର ଧକ୍କାରେ ତିନୋଟି ଦୋକାନ ଭାଙ୍ଗିଯିବା ସହ ଦୋକାନ ସମ୍ମୁଖରେ ରଖାଯାଇଥିବା ଏକାଧିକ ବାଇକ୍ ଓ ସ୍କୁଟି ଚୂରମାର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୯ : ବୌଦ୍ଧରେ ନ୍ୟାୟିକ ଅଧିକାରୀମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସି ଟାଇପ୍ କ୍ୱାର୍ଟର୍ସର ଭିତ୍ତିପ୍ରସ୍ତର ଆଜି ସ୍ଥାପିତ ହୋଇଛି।ହାଇକୋର୍ଟ ଅଫ୍ ଓଡ଼ିଶାର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ଜଷ୍ଟିସ୍ ହରିଶ ଟଣ୍ଡନ୍ ଏହି ଭିତ୍ତିପ୍ରସ୍ତର ଆଭାସୀ ମାଧ୍ୟମରେ ସ୍ଥାପନ କରିଥିଲେ।ଏହି ଅବସରରେ ହାଇକୋର୍ଟ ଅଫ୍ ଓଡ଼ିଶାର ମାନ୍ୟବର ବିଚାରପତି ଏବଂ ବୌଦ୍ଧ ଜିଲ୍ଲା ପାଇଁ ଆଡମିନିଷ୍ଟ୍ରେଟିଭ୍ ଜଜ୍ ମିସ୍ ଜଷ୍ଟିସ୍ Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟଭୁବନେଶ୍ୱର, ୨୪/୯ : ବିଶିଷ୍ଟ ସ୍ତମ୍ଭକାର ତଥା ସାମାଜିକ ବିଶ୍ଳେଷକ ଡ. ସ୍ୱାଧୀନ କୁମାର ଦାଶଙ୍କ ରଚିତ ପ୍ରବନ୍ଧ ବହି ‘ସ୍ୱାଧୀନ ଜିଜ୍ଞାସା’ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସାରସ୍ୱତ ସମାରୋହରେ ଲୋକାର୍ପିତ ହୋଇଯାଇଛି।ଏହି ଲୋକାର୍ପଣ ସମାରୋହରେ ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ପୂର୍ବତନ ଅର୍ଥମନ୍ତ୍ରୀ ତଥା Continue Reading
Odisha News
ଭୁବନେଶ୍ୱର, ୨୪/୯ : ଆନ୍ଧ୍ର ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତର ପ୍ରଭାବରେ ସମଗ୍ର ଓଡ଼ିଶାରେ ବର୍ଷାର ତାଣ୍ଡବ ଜାରି ରହିଛି। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାବେଳେ ନବରଙ୍ଗପୁର ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ (ଓଗଊ) ରେଡ୍ ୱାର୍ଣ୍ଣିଂ ଜାରି କରିଛି।ଗତ ୨୪ ଘଣ୍ଟାରେ ନବରଙ୍ଗପୁରରେ ୪୭୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ସର୍ବାଧିକ ୧୦୬ ମିଲିମିଟର ବର୍ଷା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୯ : ବୌଦ୍ଧ ବ୍ଲକ ମୁଣ୍ଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ଅଭିଭାବକ । ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଥିବା ବେଳେ ୨୧୫ ଜଣ ଛାତ୍ର ଛାତ୍ରୀ ରହିଛନ୍ତି ।ବିଦ୍ୟାଳୟରେ ୬ ଜଣ ଶିକ୍ଷକ ଅଛନ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବା ଶେଷଦେବ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୩/୯ : ଚଳିତ ବର୍ଷ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୁଲ୍ୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଅଛି।ଏହି ସମାରୋହରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ମଲିକ ସଭାପତିତ୍ୱ କରିଥୂବା ବେଳେ ବିଭାଗୀୟ ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଏହି ସମାରୋହରେ ଡ଼ ସଞ୍ଜୟ କୁମାର Continue Reading
Odisha News
ବରଗଡ଼,୨୩/୯ : ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ ।ତାଙ୍କ ଜଣାଶୁଣା ଆୟର ଉତ୍ସ ତୁଳନାରେ ଭିଜିଲାନ୍ସ ୩୦୦ ପ୍ରତିଶତ ଅଧିକ ଆୟବହିର୍ଭୂତ ସମ୍ପତ୍ତି ଠାବ କରିଛି । ଏହାପରେ ବୁଧବାର କୁବେର ପିଇଓଙ୍କୁ ଗିରଫ କରାଯାଇଛି ।ଗିରଫ ପରେ ତାଙ୍କୁ ବରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ପାଖରେ ହାଜର କରାଯାଇଥିଲା। ଏହାପରେ ପିଇଓ ବେହେରାଙ୍କୁ ସ୍ଥାନୀୟ Continue Reading