Home Archive by category Odisha News (Page 12)

Odisha News

Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୯ : ବୌଦ୍ଧ ବ୍ଲକ ମୁଣ୍ଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ଅଭିଭାବକ । ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଥିବା ବେଳେ ୨୧୫ ଜଣ ଛାତ୍ର ଛାତ୍ରୀ ରହିଛନ୍ତି ।ବିଦ୍ୟାଳୟରେ ୬ ଜଣ ଶିକ୍ଷକ ଅଛନ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବା ଶେଷଦେବ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୩/୯ : ଚଳିତ ବର୍ଷ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୁଲ୍ୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଅଛି।ଏହି ସମାରୋହରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ମଲିକ ସଭାପତିତ୍ୱ କରିଥୂବା ବେଳେ ବିଭାଗୀୟ ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଏହି ସମାରୋହରେ ଡ଼ ସଞ୍ଜୟ କୁମାର Continue Reading
Odisha News
ବରଗଡ଼,୨୩/୯ : ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ ।ତାଙ୍କ ଜଣାଶୁଣା ଆୟର ଉତ୍ସ ତୁଳନାରେ ଭିଜିଲାନ୍ସ ୩୦୦ ପ୍ରତିଶତ ଅଧିକ ଆୟବହିର୍ଭୂତ ସମ୍ପତ୍ତି ଠାବ କରିଛି । ଏହାପରେ ବୁଧବାର କୁବେର ପିଇଓଙ୍କୁ ଗିରଫ କରାଯାଇଛି ।ଗିରଫ ପରେ ତାଙ୍କୁ ବରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ପାଖରେ ହାଜର କରାଯାଇଥିଲା। ଏହାପରେ ପିଇଓ ବେହେରାଙ୍କୁ ସ୍ଥାନୀୟ Continue Reading
Odisha News
କଟକ, ୨୩/୯ : ଆପଣ ଖାଉଥିବା ପନିର ଠିକ୍ ନା ଅପମିଶ୍ରିତ ଆସିଛି ରିପୋର୍ଟ । କାରଣ ଅଗଷ୍ଟ ୧୯ରେ କଟକରୁ ଜବତ ହୋଇଥିବା ପ୍ରାୟ ୭୩ କ୍ଵିଣ୍ଟାଲ ପନିର ଅପମିଶ୍ରିତ ବୋଲି ମିଳିଛି ପ୍ରମାଣ । ଆହୁରି ମଧ୍ୟ ରିପୋର୍ଟରେ ଯେଉଁ ତଥ୍ୟ ରହିଛି ତାହା ଅତି ସାଂଘାତିକ ।ତାକୁ ଶୁଣିଲେ ଲୋମ ଟାଙ୍କୁରୀ ଉଠିବ । ଏହି ପନିରରେ ମିଶୁଥିଲା ମଇଦା ଏବଂ ତା ସହିତ ମିଶାଯାଉଥିଲା ଡିଟରଜେଣ୍ଟ । ଯାହା ସ୍ବାସ୍ଥ୍ୟ ପାଇଁ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୩/୯: ହରଭଙ୍ଗା ବ୍ଲକରେ ଆୟୋଜିତ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ପରେ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବ୍ଲକ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିବା ସହ ସେଗୁଡ଼ିକର ସମୀକ୍ଷା କରିଛନ୍ତି।ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଏବଂ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ଣ୍ଣ ସୁନା ପ୍ରମୁଖ ଉପସ୍ଥିତ ଥିଲେ।ସର୍ବପ୍ରଥମେ Continue Reading
Odisha News
ଭୁବନେଶ୍ୱର, ୨୩/୯ : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଉପକୂଳ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ବିଗତ ୬ ଘଣ୍ଟାରେ ଏହା ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଛି ଏବଂ ଆଜି ରାତି ସୁଦ୍ଧା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିପାରେ।ବର୍ତ୍ତମାନ ଗଭୀର ଅବପାତଟି କଳିଙ୍ଗପଟ୍ଟନମଠାରୁ ପ୍ରାୟ ୭୦ କିମି ପୂର୍ବ-ଦକ୍ଷିଣପୂର୍ବ, ଗୋପାଳପୁରଠାରୁ ୧୫୦ କିମି ଦକ୍ଷିଣ, Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୨/୯ : ଖୋରଧା ଜିଲ୍ଲାରେ ଆଗାମୀ ଦିନ ଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଭୀଷଣ ପାଣିପାଗର ପୂର୍ବାନୁମାନ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ଜିଲ୍ଲାର ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ Continue Reading
Odisha News
ଡ଼. ସତ୍ୟଜିତ ନାୟକ, ଆଇପିଏସକଟକ/ଓଡ଼ିଶା,୨୨/୯ : ଜୀବନର ଦୌଡ଼ରେ ଆମେ ଯେତେ ଦୂର ଆଗକୁ ବଢ଼ିଯାଉ, ମନର ଗୋଟିଏ କୋଣ ସବୁବେଳେ ନିଜ ମୂଳକୁ ଖୋଜିଥାଏ। ଦାୟିତ୍ୱର ଡାକରେ ଦୂର ଦୂରାନ୍ତରେ ଯିବାକୁ ହୁଏ, ନୂଆ ଲୋକଙ୍କୁ ଭେଟିବାକୁ ହୁଏ, ନୂଆ ପରିବେଶରେ ନିଜକୁ ଖାପ ଖୁଆଇବାକୁ ହୁଏ।କିନ୍ତୁ ଦିନର ଶେଷରେ, ଯେତେବେଳେ ଚାରିପାଖର କୋଳାହଳ କିଛିଟା ଶାନ୍ତ ହୋଇଯାଏ, ମନ ଅଜାଣତରେ ଫେରିଯାଏ ସେଇ ପରିଚିତ ଠିକଣାକୁ। ମନେ ପଡ଼େ ସେଇ ରାସ୍ତା, ସେଇ ଗଛ, […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୯ : ବୌଦ୍ଧ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଭିଯାନର ଚୂଡ଼ାନ୍ତ ଭୋଟର ତାଲିକା ଆଜି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ଚୂଡ଼ାନ୍ତ ତାଲିକାକୁ ଉନ୍ମୋଚନ କରିଛନ୍ତି।ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା (ଇଆରଓ) ଅନିରୁଦ୍ଧ ପ୍ରଧାନ Continue Reading
Odisha News
ବରଗଡ଼, ୨୨/୯ : ସକାଳୁ ସକାଳୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଜିଲ୍ଲା ଗାଏସିଲଟ୍ ବ୍ଲକ୍ କଟାଭାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକେଶ୍ୱର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଭିଜିଲାନ୍ସ ମୋଟ ୬ଟି ସ୍ଥାନରେ ଚଢ଼ଉ କରିଛି ।ଗାଏସିଲଟ ବ୍ଲକ କନ୍ଦାଗାଡ଼ରେ ଥିବ ୨ ମହଲା ବାସଭବବ, ଗୋଟିଏ ମାର୍କେଟ କଂପଲେକ୍ସ, ଗୋଟିଏ ଗୋଦାମ ଘର, ନିର୍ମାଣାଧୀନ ୪ ମହଲା କୋଠା, ପୈତୃକ ଘର ସହ କାର୍ଯ୍ୟାଳୟରେ ଭିଜିଲାନ୍ସ Continue Reading