Home Articles posted by odadmin (Page 79)
Top Stories
Will Balen heal the wounds Dr Vijay Darda Sujata Shah Sejekan, sister of Nepal’s new Prime Minister Balen Shah, lives in Bengaluru, India. In an interview with an international news agency immediately after Balen’s landslide victory, she remarked that the bonds between India and Nepal are centuries old and no one can embitter them. This […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୫/୪ : ଓଡ଼ିଶାର ଅସ୍ମିତା, ଓଡ଼ିଆର ପରମ୍ପରା , କଳା ଓ ସଂସ୍କୃତିକୁ ପୁନଃର୍ଜିବୀତ କରିବା ତଥା ଏହାର ମହତ୍ତ୍ଵ ପ୍ରତ୍ୟେକ ଓଡିଆଙ୍କ ମନରେ ଜାଗ୍ରତ କରିବା ଉପଲକ୍ଷେ ଓଡ଼ିଆ ପକ୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଅପ୍ରେଲ ୧ ତାରିଖରୁ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳନ କରାଯାଉଅଛି ।ଓଡ଼ିଶାର ଗୌରବମୟ ଇତିହାସ ସମଗ୍ର ବିଶ୍ୱକୁ ଅନୁପ୍ରାଣିତ କରିଛି । ବକ୍ସି ଜଗବନ୍ଧୁ, ଜୟୀ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୫/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତ ନୂଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଶିଶୁ ବାଟିକାରେ ନାମ ଲେଖାଇଥିବା ୮ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ପରେ ଖଡିଛୁଆଁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୪ : ଶନିବାର ସକାଳ ୭.୩୦ ମିନିଟ ସମୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ଓ ଦୋକାନର ନାମ ଓଡିଆରେ ଲେଖିବା ପାଇଁ ସଚେତନତା ଉଦ୍ଦେଶ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।ବୌଦ୍ଧ ରାମେଶ୍ୱର ମନ୍ଦିର ଠାରୁ ଉକ୍ତ ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀଙ୍କ ତତ୍ବାବଧାନରେ ଓଡିଆ ପକ୍ଷ ପାଳିତ ଅବସରରେ ଆୟୋଜିତ ଉକ୍ତ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୫/୪ : ବଲାଙ୍ଗିର ଜିଲ୍ଲା ଉତ୍ତପ୍ତ ଜିଲ୍ଲା ଭାବେ ପରିଗଣିତ।ଗ୍ରୀଷ୍ମର ପ୍ରକୋପ ଜିଲ୍ଲାରେ ପରିଲକ୍ଷିତ ହେଲାଣି।ବାୟୁ ମଣ୍ଡଳ ରେ ଗ୍ରୀଷ୍ମ ର ଉଷ୍ମତା ବଢ଼ିବାରେ ଲାଗିଛି।ଏ ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତରଭୁଜ ସହ ଅନ୍ୟାନ୍ୟ ପାନୀୟ ଦ୍ରବ୍ୟ ବିକ୍ରି ଚାଲିଲାଣି।ବଲାଙ୍ଗିର ଜିଲ୍ଲାରେ ତାପମାତ୍ରା ୫୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୁଏ।ଭୀଷଣ ରୌଦ୍ରତାପ ଜନ ଜୀବନ କୁ ଅସ୍ତବ୍ୟସ୍ତ କରିଥାଏ।ଜିଲ୍ଲା Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ/ ଓଡ଼ିଶା , ୫/୪: ବକ୍ସିବଜାର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଠାରେ ବିଶ୍ୱ ଶାନ୍ତି ପାଇଁ ୨୧ ଦିନିଆ ଯୋଗ ଶିବିର ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ।ବି କେ ଅମୂଲ୍ୟ ଭାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ର ଉପକାରିତା ନିଜ ଅଭିଜ୍ଞତାରୁ କହିଥିଲେ ।ବିକେ ନଗେନ,ବରଦା ଆଦି ନିଜ ନିଜର ଅନୁଭୂତି ପ୍ରକାଶ କରି ଯୋଗ ଚାରିଟି ସ୍ତମ୍ବ ଯଥା ବ୍ରହ୍ମଚର୍ଯ୍ୟ, ସତସଙ୍ଗ, ଦିବ୍ୟଜୀବନ […]Continue Reading
Odisha News
ଭୁବନେଶ୍ୱର,୫/୪ : ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ନାମଲେଖା କ୍ଷେତ୍ରରେ ଏଣିକି ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କୁ ୨୨.୫୦%, ଅନୁସୂଚିତ ଜାତି (ଏସ୍‌ସି)ଙ୍କୁ ୧୬.୨୫% ଏବଂ ସାମାଜିକ ଓ Continue Reading
Odisha News
ଭୁବନେଶ୍ୱର, ୫/୪ : ଅଚ୍ୟୁତ ସାମନ୍ତଙ୍କ ମନ୍ତବ୍ୟକୁ ନିନ୍ଦା କଲେ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପୂର୍ବ ଜନ୍ମର କର୍ମଫଳ ପାଇଁ ଭିନ୍ନକ୍ଷମ ଶିଶୁ ଭାବେ ଜନ୍ମ ମନ୍ତବ୍ୟକୁ ନିନ୍ଦା କଲେ ମନ୍ତ୍ରୀ ।ମୁଁ ଏହି କଥାକୁ ଗ୍ରହଣ କରି ପାରୁନି । ପ୍ରେରିତ କରି ସମାଜରେ ସମ୍ମାନଜନକ ଭାବେ ବଞ୍ଚିବାକୁ ଦେବା ଉଚିତ୍ । ସାଧାରଣ ଲୋକଙ୍କ ଭଳି କିପରି ଜୀବନ ଯାପନ କରିବେ ତାହା କରିବା କଥା । ସେମାନନଙ୍କୁ ସହାନୁଭୂତି […]Continue Reading