Home Articles posted by odadmin (Page 78)
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଯାଜପୁର , ୧୧ / ୭ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଗୋପବନ୍ଧୁ ନଗରରେ ଜଣେ ବ୍ୟକ୍ତିଙ୍କ ଘରୁ ୫ଲକ୍ଷ ଟଙ୍କା ଚୋରୀ କରି ଫେରାର ହୋଇଯାଇଥିବା ଦୁର୍ବୁତକୁ ପୁଲିସ ଗିରଫ କରିବା ସହ ତାନିକଟରୁ ୪ଲକ୍ଷ ୧୯ ହଜାର ଟଙ୍କା ଜବତ କରିଛି ।ସୂଚନା ମୁତାବକ ଏହି ଥାନା ସୁନ୍ଦୁରିଆ ଗ୍ରାମର ଔଷଧ ବ୍ୟବସାୟୀ ଶରତ କୁମାର ଦାସ ଜାରକା ଗୋପବନ୍ଧୁ ନଗରରେ କିଛି ବର୍ଷ ହେଲା ଘର କରି […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବାଲିଗୁଡା ଶାଖାର ଏକ ବୈଠକ ସଂଘ ସଭାପତି ମଣିରାମ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ଉପୁଜିଥିବା ଭୁଲ ବୁଝାମଣା ଓ ମତଭେଦ ଦୂର ଉପରେ ଆଲୋଚନା କରାଯାଇଥିଲା ।ସଂଘ ର ସଭାପତି ଶ୍ରୀ ନାୟକ […]Continue Reading
Odisha News
ଭୁବନେଶ୍ଵର, ୧୧/୭ : ରାଜନୈତିକ ରାଲିରେ ସ୍କୁଲ-ଛାତ୍ରୀଙ୍କୁ ସାମିଲ ମାମଲାରେ ବିଜେଡି ନେତାଙ୍କ ମୁସ୍କିଲ ବଢିବାକୁ ଯାଉଛି। ମାମଲାରେ ବିଜେଡି ସଭାପତି ଓ ନେତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶିଶୁ ଅଧିକାର ସୁରକ୍ଷା ଆୟୋଗ। କାହିଁକି ରାଲିରେ ନବାଳିକ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରାଗଲା ସେ ନେଇ କାରଣ ଦର୍ଶାଇବାକୁ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ଅନୁଯାୟୀ, ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଏକ ରାଜନୈତିକ ପ୍ରତିବାଦ ସଭାର Continue Reading
Odisha News
ଜଟଣୀ, ୧୧/୭ : ବିଚ୍ ରାସ୍ତାରେ ଜଗାକୁ ହତ୍ୟା । ଜଟଣୀ ଥାନା ଖୁଦୁପୁର ଛକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ଖୁଦୁପୁର ଗାଁରେ ମାର୍କଣ୍ଡ ବଳିୟାରସିଂହ ଓରଫ ଜଗା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଖୁଦୁପୁର ଛକରେ ଘଟିଯାଇଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମାର୍କଣ୍ଡ ଛକରେ ଛିଡ଼ା ହୋଇଥିବା ବେଳେ ଜଗାଙ୍କୁ ଆକ୍ରମଣ କରିଥିଲେ । […]Continue Reading
Odisha News
ଭୁବନେଶ୍ୱର, ୧୧/୭ : ଭୁବନେଶ୍ୱର ଊଉଚ ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ ଓଚଝ ଅଫିସର ଚାକିରିରୁ ଇସ୍ତଫା ଦେଇଛନ୍ତି। ଚାକିରିରେ ଯୋଗଦେବାର ପ୍ରାୟ ଦୁଇ ବର୍ଷ ନପୁରୁଣୁ ସେ ନିଜ ପଦରୁ ଇସ୍ତଫା ଦେବା ପ୍ରଶାସନିକ ସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।ଏହି ଯୁବ ଅଫିସର ଜଣକ ହେଲେ ୨୦୨୫ ବ୍ୟାଚର ଓଚଝ ସିଏ ରାମଦାସ । ମହାରାଷ୍ଟ୍ରର ବାସିନ୍ଦା ଅଭିଜିତ ସିଭିଲ ସର୍ଭିସେସ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୦/୭ : ଏକ ପଟେ ରାଜ୍ୟ ସରକାର ନିଶାମୁକ୍ତ ସମାଜ ଗଠନ ପାଇଁ ବ୍ୟାପକ ସଚେତନତା ଓ ଚଢ଼ାଉ ଅଭିଯାନ ଚଳାଉଥିବା ବେଳେ ଅନ୍ୟପଟେ ଖୋରଧା ସଦର ଥାନା ଅଧୀନ ବ୍ରଜମୋହନପୁର ଗ୍ରାମପଞ୍ଚାୟତର ଗୋପୀନାଥପୁର ବେହେରା ସାହିରେ ଦୀର୍ଘ ପାଞ୍ଚ ବର୍ଷ ଧରି ଚୋରା ମଦ କାରବାର ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଗ୍ରାମବାସୀ ମାନେ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିଥଲେ ମଧ୍ୟ ଚୋରା ମଦ କାରବାର ବନ୍ଦ ହୋଇନଥିବାରୁ […]Continue Reading
Odisha News
ଗୁଲାମ୍ ଗସଙ୍କ ରିପୋର୍ଟଯାଜପୁର, ୧୦/୭ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଧର୍ମଶାଳା ବାଣୀପୀଠରେ ଶିକ୍ଷକ ଅଭାବଥିବା ଅଭିଯୋଗରେ ସ୍କୁଲ ଫାଟକ ସମ୍ମୁଖରେ ତାଲା ପକାଇ ଛାତ୍ରଛାତ୍ରୀମାନେ ଆଜି ଧାରଣାରେ ବସିରହିଥିଲେ ।ଅଭିଯୋଗ ମୁତାବକ କିଛି ମାସ ହେବ ବିଦ୍ୟାଳୟର ୫ରୁ ଅଧିକ ଶିକ୍ଷକ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ଯାହା ଫଳରେ ଶିକ୍ଷାଦାନରେ ଘୋର ସମସ୍ୟା ସୃଷ୍ଟି ହେଉଛି । ବିଭିନ୍ନ ବିଭାଗର ଶିକ୍ଷକ ନଥିବା ଯୋଗୁ ଛାତ୍ରଛାତ୍ରୀ Continue Reading