Home Articles posted by odadmin (Page 80)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୯/୭: ମଣିଷର ଜୀବନ କ୍ଷଣସ୍ଥାୟୀ ହୋଇଥିଲେ ମଧ୍ୟ ତାହାର କର୍ମ, ସେବା ଓ ସଦ୍‌ଭାବନା ସମାଜରେ ଚିରସ୍ମରଣୀୟ ହୋଇ ରହିଥାଏ ।ଏହି ମହାନ ବାର୍ତ୍ତାକୁ ନେଇ ଗୁରୁବାର ଖୋରଧା ଗୋଡ଼ିପୋଖରୀ ସ୍ଥିତ ବ୍ରହ୍ମା କୁମାରୀ ସେବା କେନ୍ଦ୍ରରେ ସେବା କେନ୍ଦ୍ରର ସହଯୋଗୀ ଈଶ୍ୱରୀୟ ବିଦ୍ୟାର୍ଥୀ ସ୍ୱର୍ଗତ ପୁଷ୍ପା ଅଗ୍ରୱାଲଙ୍କ ସ୍ମୃତିରେ ଏକ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଶୋକ, ଆଧ୍ୟାତ୍ମିକ ଚିନ୍ତନ ଓ Continue Reading
Odisha News
ଭୁବନେଶ୍ୱର, ୯/୭: ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏବେଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ।ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆସନ୍ତା ଜୁଲାଇ ୨୧ ତାରିଖ ସକାଳ ୧୧ଟା ୩୦ ମିନିଟରେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଏକ ଉଚ୍ଚସ୍ତରୀୟ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ।ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଓଏସ୍‌ୱାନ୍ (ଙଝଡଇଘ) Continue Reading
Odisha News
ସମ୍ବଲପୁର, ୯/୭ : ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଡ୍ୟାମରୁ ନିଷ୍କାସନ କରାଯାଇଛି। ପୂର୍ବ ଘୋଷଣା ଅନୁଯାୟୀ ପୂଜାପାଠ ପରେ ପାରମ୍ପରିକ ରୀତିନୀତି ମଧ୍ୟରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା।ପରେ ପର୍ଯ୍ୟାୟକ୍ରମେ ମୋଟ ୪ଟି ଗେଟ୍ (ବାମ ପାର୍ଶ୍ୱରେ ୩ଟି ଓ ଡାହାଣ ପାର୍ଶ୍ୱରେ ୧ଟି) ଖୋଲି ବନ୍ୟାଜଳ ଛାଡ଼ାଯାଇଛି। ପ୍ରଥମ ଦିନ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ କରିବାକୁ ଜଳସମ୍ପଦ ବିଭାଗ ଯୋଜନା Continue Reading
National News
NEW DELHI, JULY 9 : Heavy overnight rain lashed Delhi on Thursday, leaving roads waterlogged, uprooting trees and disrupting traffic across several parts of the city as the India Meteorological Department (IMD) issued a ‘red’ alert warning of more rain, thunderstorms and lightning during the day. Safdarjung, the capital’s base weather station, recorded Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର,୯/୭ : ଗତ ୧ ତାରିଖରେ କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ ଅନୁମୋଦିତ ହୋଇଥିଲା।ଆଉ ଏବେ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରୀକରାଯାଇଛି।ବର୍ତ୍ତମାନ ନାମଲେଖା ପର୍ବ ଚାଲିଥିବା ବେଳେ ଯୁକ୍ତ ଦୁଇରେ ନାମଲେଖା ଫି\’କୁ ସଂପୂର୍ଣ ଭାବେ ମାଗଣା କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୯/୭ : ଗଜପତି ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ଉପରେ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଏବେ ବି ଏହି ବାଲ୍ୟ ବିବାହ ଜାରି ରହିଛି ।ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ପୌରପାଳିକା ଅନ୍ତର୍ଗତ ଏକ ୧୭ ବର୍ଷର ନାବାଳିକା ଦଶମ ଶ୍ରେଣୀରେ ପଢୁଅଛି , ତାହାର ବାହାଘର ଉଭୟ ବାପା ଏବଂ ମାଆ ସ୍ଥିର କରିଥିଲେ ବାପା ଯେହେତୁ ଭିନ୍ନକ୍ଷମ ଅଟନ୍ତି ଏବଂ ମାଆ ଜଣେ ଦିନ ମଜୁରିଆ ।ତେଣୁ ନିଜ ସମ୍ପର୍କୀୟ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୮/୭ : ଖୋରଧା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲରେ ବନ ମହୋତ୍ସବ ଏବଂ ବ୍ୟାଙ୍କ୍ ସାଇବର କ୍ରାଇମ ସଚେତନତା ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି।ଗତ ଜୁଲାଇ ୧ ତାରିଖ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବୃକ୍ଷ ରୋପଣ, ଯତ୍ନ, ପରିବେଶ ସୁରକ୍ଷା ସମ୍ପର୍କିତ ଚିତ୍ରାଙ୍କନ, ପ୍ରବନ୍ଧ, କୁଇଜ୍, ବକ୍ତୃତା ପ୍ରତିଯୋଗିତା ଆୟୋଜିତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୭ : ବୌଦ୍ଧ ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭା ଗୃହରେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ଯୁଗ୍ମ ଭାବରେ ଏହି ଶିବିରରେ ଜନ ସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଶୁଣାଣି ଓ ସମାଧାନ କରିଥିଲେ ।ଶିବିରରେ ଅତିରିକ୍ତ ଜିଲ୍ଲାପାଳ Continue Reading
Business News National News
MUMBAI, JULY 8 : Indian equity markets ended sharply lower on Wednesday, July 8, as escalating geopolitical tensions in the Middle East and a surge in crude oil prices triggered widespread risk aversion among investors. The sell-off mirrored weakness across global markets, with concerns over the potential economic fallout from the conflict prompting investors to […]Continue Reading