Home Articles posted by odadmin (Page 59)
Top Stories
By Nalini Sahu Bhubaneswar: Vedanta Aluminium has expanded its assistive support initiative for people with disabilities across Jharsuguda and Sundargarh districts, providing wheelchairs and hearing aids to 49 beneficiaries as part of its commitment to inclusive community development. The latest phase of the programme covered Jamkhani, Girisima, Jharpalam, R&R Colony Continue Reading
Business News Top Stories
By Swagatika Mohapatra Bhubaneswar, July 29 :TP Central Odisha Distribution Limited (TPCODL), a joint venture of Tata Power and the Government of Odisha, successfully ensured safe, reliable and uninterrupted electricity supply throughout Rath Yatra 2026, enabling the smooth conduct of one of the world’s largest spiritual gatherings. This year, Puri witnessed an Continue Reading
Odisha News
ଭୁବନେଶ୍ୱର, ୨୯/୭ : ଉତ୍ତର ଓଡ଼ିଶା ଉବୁଟୁବୁ । ଉଛୁଳୁଛି ବୈତରଣୀ, ବୁଢ଼ାବଳଙ୍ଗ, ସାଳନ୍ଦୀ, ଜଳକା । ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରର ଅନେକ ଅଞ୍ଚଳ ଜଳମଗ୍ନ । ରାସ୍ତାରେ ପାଣି ଚାଲୁଛି । ଯେଉଁଭଳି ପ୍ରଖର ବେଗରେ ବୈତରଣୀ ମାଡ଼ୁଛି, ବୁଧବାର ସକାଳ ସୁଦ୍ଧା ଯାଜପୁର, ଭଦ୍ରକର ଅନେକ ଅଞ୍ଚଳକୁ ବନ୍ୟା ଜଳ ମାଡ଼ି ଯାଇଥିବ।ତେବେ ଆଶଙ୍କା କରାଯାଉଛି କି , ବୈତରଣୀ ଏଥର ମଧ୍ୟମ କିମ୍ବା ବଡ଼ ଧରଣର ବନ୍ୟା ସ୍ଥିତି […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୮/୭ : ବର୍ଷ ବର୍ଷ ବିତି ଯାଉଛି, ସରକାର ପରେ ସରକାର ଆସୁଛି, କିନ୍ତୁ ବଦଳୁନାହିଁ ଗ୍ରାମାଞ୍ଚଳ ର ରାସ୍ତା ଘାଟ ସମସ୍ୟା, ଏପରି ଏକ ଘଟଣା ଦେଖିବାକୁ ମିଳିଛି, ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଶେଷ ହେଉନଥିବା ଅଭିଯୋଗ ଆଣିଛନ୍ତି ପଞ୍ଚାୟତବାସୀ । କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାରଖମା ଠାରୁ ମିଡିଆକିଆ ଓ ମିଡିଆକିଆ ଠାରୁ ଜକିକିଆ ମୁଖ୍ୟ ରାସ୍ତାରେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୭ : ବିକଶିତ ଭାରତ– ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) VB-G RAM G ଅଧିନିୟମ– ୨୦୨୫ ସମ୍ପର୍କରେ ସରପଞ୍ଚ, ଜନପ୍ରତିନିଧି ଓ ପଞ୍ଚାୟତିରାଜ କର୍ମକର୍ତ୍ତାଙ୍କୁ ସଚେତନ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ବୌଦ୍ଧ ଜିଲ୍ଲା ପରିଷଦସ୍ଥ ପଞ୍ଚାୟତ ଭବନରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୮/୭ : ଖୋରଧା ଜିଲ୍ଲାରେ ନିଶା କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ମଧ୍ୟରେ ଖୋରଧା ଅବକାରୀ ବିଭାଗ ମଙ୍ଗଳବାର ଚଳିତ ବର୍ଷର ଅନ୍ୟତମ ବଡ଼ ସଫଳତା ହାସଲ କରିଛି।ଏକ ସୁଚିନ୍ତିତ ଚଢ଼ାଉ ସମୟରେ ପ୍ରାୟ ୪୬୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ₹୪୬ ଲକ୍ଷ ବୋଲି ଆକଳନ କରାଯାଇଛି।ଘଟଣାରେ ମା\’ ଓ ପୁଅ କୁ ଗିରଫ କରାଯାଇଛି। ଏହି ଜବତ ପରେ […]Continue Reading
Odisha News
ଭୁବନେଶ୍ୱର, ୨୮/୭: ସୋନି ଟିଭିରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିୟଲଟି ଶୋ ଇଣ୍ଡିଆନ ଆଇଡଲ-୧୬ ଟ୍ରଫି ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ। ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି ତାଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏଥି ସହିତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୭: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR-୨୦୨୬) ଅନ୍ତର୍ଗତ ଚାଲିଥିବା ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟାର ତଦାରଖ ଓ ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଓଡ଼ିଶାଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶ୍ରୀ ଶାଶ୍ୱତ ପ୍ରଧାନ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରିଥିଲେ।ପୂର୍ବାହ୍ନରେ ସେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଧର୍ମଶାଳା, ୨୮/୭ : ଧର୍ମଶାଳା ବ୍ଲକର ଚାଷୀମାନଙ୍କ ଜୀବନ ରେଖା କୁହାଯାଉଥିବା ଶାଗଡିଆ ନାଳରେ ପୁନ୍ନରୁଦ୍ଧାର କରିବାକୁ ଚାଷୀମାନେ ଦାବି କରିଛନ୍ତି।ଧର୍ମଶାଳା ବ୍ଲକରେ ୪୫ ଗୋଟି ପଂଚାୟତ ଥିବା ବେଳେ ସେଥିମଧ୍ୟରୁ ୧୯ ଗୋଟି ପଞ୍ଚାୟତର ଚାଷୀମାନେ ଶଗଡ଼ିଆ ନାଳ ଉପରେ ନିର୍ଭରଶୀଳ। ଏହି ନାଳ ଆରୁହା ପଞ୍ଚାୟତ ନାନପୁର ଓ ବାଟିଜଙ୍ଗାରୁ ବାହାରି ୧୬ନଂ ଜାତୀୟ ରାଜପଥ ଅତିକ୍ରମ କରି ଧର୍ମଶାଳା ବ୍ଲକ ପଟୁଣିଆ ପଞ୍ଚାୟତସ୍ଥିତ ଗେଙ୍ଗୁଟି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୮/୭ : ଅବସରପ୍ରାପ୍ତ କର୍ମଚାରୀ ମାନେ ନିଜ କର୍ମମୟ ଜୀବନରୁ ଅର୍ଜନ କରିଥିବା ଦୀର୍ଘ ଅନୁଭବ, ଜ୍ଞାନ ଓ ପ୍ରଶାସନିକ ଦକ୍ଷତାକୁ ସମାଜର କଲ୍ୟାଣରେ ବିନିଯୋଗ କରିବା ସହ ଯୁବପିଢ଼ିକୁ ଦିଗଦର୍ଶନ ଦେବା ଆବଶ୍ୟକ ବୋଲି ଖୋରଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ କହିଛନ୍ତି।ଖୋରଧା ଜିଲ୍ଲା ପେନସନର୍ସ ଆସୋସିଏସନର ବାର୍ଷିକ ଉତ୍ସବ ଶ୍ୟାମା ମାଧବ ବାସନ୍ତୀ ଦେବୀ ପାଠାଗାର ସଭାଗୃହରେ ଆସୋସିଏସନର ସଭାପତି ଭୀମସେନ Continue Reading