Home Articles posted by odadmin (Page 35)
Top Stories
By Dalim Phukan Guwahati, Sep 12 : A State Level Coordination Committee meeting on the preparedness for Swachhata Hi Seva (SHS) 2026 was held on Friday at the Chief Secretary’s Office Conference Hall, Loksewa Bhawan, under the chairmanship of Minister, Housing & Urban Affairs Kaushik Rai, in presence of Chief Secretary and Seniir officials of […]Continue Reading
Odisha News
ଡ. ସତ୍ୟଜିତ ନାୟକ, ଆଇପିଏସ୍କଟକ, ୧୨/୯ : ଓଡ଼ିଶାରେ ଶାନ୍ତି, ଶୃଙ୍ଖଳା ଓ ଆଇନର ଶାସନ ବଜାୟ ରଖିବା ସହ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପୁଲିସ୍‌ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ରାଜ୍ୟର ବ୍ୟସ୍ତ ସହରଠାରୁ ଆରମ୍ଭ କରି ଦୁର୍ଗମ ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପର୍ଯ୍ୟନ୍ତ ପୁଲିସ୍ କର୍ମଚାରୀମାନେ ଦିନରାତି ନିଜ କର୍ତ୍ତବ୍ୟ ସମ୍ପାଦନ କରି ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରୁଛନ୍ତି।ପୁଲିସ୍‌ର ଦାୟିତ୍ୱ କେବଳ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୨/୯: ଗଡ଼ାଧୀଶ ଦଳେଇ ଦଳବେହେରା ମହାସଂଘର ସାଂଗଠନିକ ଭିତ୍ତିକୁ ମଜଭୁତ କରିବା ସହ ସଂଘର କାର୍ଯ୍ୟକଳାପକୁ ସୁଚାରୁ, ଶୃଙ୍ଖଳିତ ଓ ଗତିଶୀଳ ଭାବେ ପରିଚାଳନା କରିବା ଲକ୍ଷ୍ୟରେ ସାହିତ୍ୟ ସଂସଦ ଖୋରଧା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଜି ଅନୁଷ୍ଠିତ ଅଧିବେଶନ ନମ୍ବର-୩ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଯାଇଛି। ପୂର୍ବ ଅଧିବେଶନରେ ଆଲୋଚିତ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର , ୧୨/୯ : ବଲାଙ୍ଗିର ଜିଲ୍ଲାର ନର୍ସିଂ ଶିକ୍ଷା କ୍ଷେତ୍ରରେ ଆଉ ଏକ ଖୁସି ଖବର।ପୁଇଁତଲାସ୍ଥିତ ବାଲାଜୀ କଲେଜ ଅଫ୍ ନର୍ସିଂକୁ ଚଳିତ ଶିକ୍ଷାବର୍ଷରେ ବିଭିନ୍ନ ନର୍ସିଂ ପାଠ୍ୟକ୍ରମ ପାଇଁ NOC (No Objection Certificate) ଅନୁମୋଦନ ମିଳିଛି।DMET ଅନୁମୋଦନ କ୍ରମେ କଲେଜ ପକ୍ଷରୁ ANM, GNM, B.Sc. Nursing, P.B.B.Sc. Nursing ଓ M.Sc. Nursing ପାଠ୍ୟକ୍ରମ ପାଇଁ NOC ଗ୍ରହଣ କରାଯାଇଛି।ପ୍ରାପ୍ତ ସୂଚନା Continue Reading
Odisha News
ଭୁବନେଶ୍ୱର, ୧୨/୯ : କୋରାପୁଟର ପାହାଡ଼ିଆ କଫି ବଗିଚାରୁ ସିଧା ବିଶ୍ୱସ୍ତରୀୟ ଈଜଓଉଝ ମଞ୍ଚ ପର‌୍ୟ୍ୟନ୍ତ। ନୂଆଦିଲ୍ଲୀରେ ଆୟୋଜିତ BRICS India Summit ୨୦୨୬ରେ କୋରାପୁଟ କଫି ସ୍ଥାନ ପାଇବା ପରେ ଗର୍ବ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, କୋରାପୁଟ କଫି କେବଳ ଏକ ପାନୀୟ ନୁହେଁ, ବରଂ ବିଶ୍ୱ ସାମ୍ନାରେ ଓଡ଼ିଶାର ମାଟି, ପରିଶ୍ରମ ଓ ପରିଚୟର କାହାଣୀ କହୁଛି।ସୋସିଆଲ ମିଡିଆ ‘ଢ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଗତ କିଛି Continue Reading
Odisha News
ଭୁବନେଶ୍ୱର, ୧୨/୯ : ଓଡ଼ିଶାରେ ମିଳିଥିବା ୫ଟି ଓରାଙ୍ଗଉଟାନ୍ ଶାବକକୁ ନେଇ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ଏବେ ବଙ୍ଗୀୟ ବାପା–ପୁଅଙ୍କ ସହ ୩ ଜଣଙ୍କୁ ଉଠାଇଛି ଏସଟିଏଫ। ସୂଚନା ଅନୁସାରେ, ବାପା–ପୁଅ ଥରେ କୋଲକାତା ଯାଇଥିଲେ। ଏସ୍ଟିଏଫ୍ର ଏକାଧିକ ଟିମ୍ ସେମାନଙ୍କୁ ଧରିବା ପାଇଁ ଅଧା କୋଲକାତାକୁ ଘାଣ୍ଟି ପକାଇଲାଣି। ହାଓ୍ୱଡାସ୍ଥିତ ତାଙ୍କ ଘରେ ଏସ୍ଟିଏଫ୍ ଖୋଜାଖୋଜି କରିବା ସତ୍ତ୍ୱେ କାହାରିକୁ Continue Reading
Top Stories
By Prakash Panigrahi Bhubaneswar/Odisha, Sep12 : Institutions like CreditAccess Grameen Limited are playing a key role in providing timely and accessible microfinance loans to underserved communities, helping transform dreams into sustainable businesses. One such story is that of Gitanjali from Guhaldi village. Five years ago, she began her journey by taking a micro-loan Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୧/୯ : ସ୍ମୃତି,ସମ୍ପର୍କ ଓ ସେବାର ଏକ ଅନନ୍ୟ ମିଳନର ସାକ୍ଷୀ ହୋଇଛି ବଲାଙ୍ଗିର।ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡ଼ା ପରିସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଭାବାବେଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ବର୍ଷ ପରେ ପୁରୁଣା ସହଯୋଗୀ,ଗୁରୁଭାଇ-ଭଉଣୀ ଓ ସହକର୍ମୀମାନେ ଏକାଠି ହୋଇ ଅତୀତର ସ୍ମୃତିକୁ ମନେ ପକାଇବା ସହ ନିଜ ନିଜ Continue Reading