Home Articles posted by odadmin (Page 148)
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୩/୫ : ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଶ୍ରମ ଦିବସ ଅବସରରେ ଏକ ପ୍ରତିବାଦ ସଭା ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଆବାହକତ୍ୱରେ ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ପବିତ୍ର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୩/୫ : ଶନିବାର ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲା ସଦର ମହକୁମାସ୍ଥ ଟି.ଏଲ.ସି ଜିଲ୍ଲା ପ୍ରେସ କ୍ଳବ ଛକ ଠାରେ ଅବସ୍ଥାପିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ କବି ସ୍ବର୍ଗତ ନାରାୟଣ ମିଶ୍ର ଙ୍କ ପୂର୍ଣବୟବ ପ୍ରତିମୂର୍ତ୍ତିରେ ଆଜି ତାଙ୍କର ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋରଧା ପୌର ପରିଷଦ ଆନୁକୂଲ୍ୟରେ ସାମୂହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୫ : ବୌଦ୍ଧ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ, ସାମ୍ବାଦିକ ମାନଙ୍କ ବହୁତ ଦିନର ଦାବି ପେନସନ୍, ପ୍ରୋଟେକ୍ସନ ଓ ଏକ୍ରେଡିସନ୍ ଦାବିରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ର ସମସ୍ତ ସାମ୍ବାଦିକ ମାନେ ମିଳିତ ଭାବେ କଳା ବ୍ୟାଚ୍ ପରିଧାନ କରି ଧାରଣା ଦେଇଥିଲେ ।ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତିଙ୍କ ଆହ୍ୱାନ କ୍ରମେ , ବୌଦ୍ଧ ଜିଲ୍ଲା ସାମ୍ବାଦିକ ୟୁନିୟନ Continue Reading
Odisha News
କଟକ, ୨/୫ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ଶୁକ୍ରବାର କଟକ ବୋର୍ଡ ଅଫିସ ଠାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଚଳିତ ବର୍ଷ ପାସ୍ ହାର ୫.୩୩ ପ୍ରତିଶତ ରହିଥିବା ବେଳେ ମୋଟ ୫, ୧୯, ୨୫୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବଡ଼ କଥା ହେଲା ଏଥର ମାଟ୍ରିକ ପରୀକ୍ଷାରେ କରିଛନ୍ତି ଝିଅ। ମୋଟ ୨, ୬୩, ୨୨୨ ଛାତ୍ରୀ ଉତ୍ତୀର୍ଣ୍ଣ […]Continue Reading
National News
WEST BENGAL, MAY 2 : Voting began on Saturday at 15 booths across two assembly constituencies in West Bengal’s South 24 Parganas district, a day after the Election Commission ordered a repoll following reports of electoral malpractices. The repolls are being held in 11 polling stations in Magrahat Paschim and four in Diamond Harbour. Voting […]Continue Reading
Odisha News
ଭୁବନେଶ୍ୱର ,୨\୫ : ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଶନିବାର ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏଥର ମୋଟ ୫ ଲକ୍ଷ ୪୬ ହଜାର ୫୮୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅପରାହ୍ନ ୪ ଟାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ ହେବ। ସଂଧ୍ୟା ୫ ଟାରୁ ୬ ଟା ଭିତରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ ଜ୍ଝ ପରୀକ୍ଷାର୍ଥୀ ମାନେ www.bseodisha.ac.in ଏବଂ www.bseodisha.nic.inରେ ଲଗଇନ୍ କରି ଜାଣିପାରିବେ। […]Continue Reading
Odisha News
ଭୁୁବନେଶ୍ୱର, ୧/୫ : ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ପାଇଁ କରିଛନ୍ତି ବଡ ଘୋଷଣା । ଶ୍ରମିକଙ୍କ ମଜୁରୀ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପିଛିଲା ଭାବେ ଏପ୍ରିଲ ୧ରୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।ଦୈନିକ ୧୦ ଟଙ୍କା ହାରରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରାଯାଇଛି । ଅର୍ଥାତ ମାସକୁ ମଜୁରୀ ୩୦୦ ଟଙ୍କା ବୃଦ୍ଧି । ଏହି ବୃଦ୍ଧି ପରେ ଅଣକୁଶଳି ଶ୍ରମିକଙ୍କ ଦୈନିକ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧/୫ : ଖୋରଧା ପୌର ପରିଷଦ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।ଡ୍ରେନ ଓ ପରିମଳ ସଫେଇ ପାଇଁ ହୋଇଥିବା ଟେଣ୍ଡରରେ ପ୍ରାୟ ୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ଓଡ଼ିଶା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ।ଏହି ଟେଣ୍ଡରକୁ ରଦ୍ଦ କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧/୫ : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର୍ ଫର୍ କମୁନିଟି ଡେଭଲପ୍‌ମେଣ୍ଟ (ସି ସି ଡି) ଏବଂ ଫ୍ୟାମିଲି ଫୋକସ୍‌ଡ୍ ଭିଲେଜ୍ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ (ଏଫ୍ ଏଫ୍ ଭି ଡି ପି) ପକ୍ଷରୁ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜୀରାଙ୍ଗ ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି ।ଏହି ଅବସରରେ ଦେଶ ନିର୍ମାଣରେ ଅବଦାନ ରଖୁଥିବା ୧୩୮ ଜଣ ଅସଂଗଠିତ Continue Reading