Home Articles posted by odadmin (Page 147)
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟଲୋଇସିଂହା/ବଲାଙ୍ଗିର, ୪/୫: ଚଳିତ ଶିକ୍ଷା ବର୍ଷରେ ଲୋଇସିଂହା ରେ ଆରମ୍ଭ ହୋଇଥିବା ବ୍ରାଇଟମୂର୍ ଇଣ୍ଟରନ୍ୟାସନାଲ ସ୍କୁଲ ରେ ଗ୍ରୀଷ୍ମକାଳୀନ ଶିବିରର ଶୁଭ ଉଦ୍ଘାଟନ ହୋଇଯାଇଛି।ଛୁଟି ଦିନ ମାନଙ୍କରେ ମଧ୍ୟ ପାଠପଢ଼ା ସହ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ କରାଇବା ଏହି ଶିବିରର ମୂଳ ଉଦ୍ଦେଶ୍ୟ।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷା ମାମିନା ବାରିକ ଙ୍କ ଅଧ୍ୟକ୍ଷତା ରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୩/୫ : ପାରଳାଖେମୁଣ୍ଡି ସହରର କବିଚନ୍ଦ୍ର ସାହି ସ୍ଥିତ ବୃନ୍ଦାବନ ସୁଆର ସ୍ମୃତି ସଂସଦ କାର୍ଯ୍ୟାଳୟ ଠାରେ ଆଜି ତା: ୩/୫/୨୦୨୬ ରିଖରେ ସ୍ମୃତି ସଂସଦ ପକ୍ଷରୁ ପୂର୍ବାହ୍ନରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଶ୍ରୀ ହର ପ୍ରସାଦ ସୁଆର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ଏକ ସାରସ୍ଵତ ଆଲୋଚନା କାର୍ଯ୍ୟକ୍ରମରେ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ Continue Reading
National News Sports News
RAJSTHAN,MAY 3 : The Indian Premier League’s changing ownership landscape has produced another major deal, with Rajasthan Royals confirming a landmark change of control months after Royal Challengers Bengaluru’s USD1.78 billion sale to an Aditya Birla-led consortium in March. The Mittal Family, led by Lakshmi N. Mittal and Aditya Mittal, has signed a definitive agreement Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩/୫: ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ଵାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ।ଚଳିତ ବର୍ଷ ଜିଲ୍ଲାରେ ୯୭.୧୭ ପ୍ରତିଶତ ପାସ ହାର ରହିଛି ଯାହା ଗତବର୍ଷ ତୁଳନାରେ, ୧୪ ପ୍ରତିଶତ କମ୍ ରହିଛି । ଗତବର୍ଷ କିନ୍ତୁ ଛାତ୍ର ଆଗରେ ରହିଥିବାବେଳେ ଚଳିତ ବର୍ଷ ଜିଲ୍ଲାରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ Continue Reading
Odisha News
ଭୁବନେଶ୍ୱର,୩/୫: ଓଡ଼ିଶାରେ କ୍ଷୀର ଦାମ୍ ବୃଦ୍ଧି ହୋଇଛି। ଟୋନ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରିଛି ଓମ୍‌ଫେଡ୍‌। ତେବେ ୫୦ ଟଙ୍କାରୁ ବୃଦ୍ଧି ପାଇ ଏହା ୫୪ ଟଙ୍କାରେ ପହଞ୍ଚିଛି। ପ୍ରିମିୟମ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇ ୫୪ ଟଙ୍କାରୁ ୫୮ ଟଙ୍କା ହୋଇଛି। ଗୋଲ୍ଡ ପ୍ରିମିୟର ପ୍ଲସ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇ ୬୪ ଟଙ୍କା ହୋଇଛି। ଏହା ପୂର୍ବରୁ ୬୦ ଟଙ୍କା ଥିଲା।ସେହିପରି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩ /୫ : ବୌଦ୍ଧ ଜିଲ୍ଲାପାଳ ଆଜି ହରଭଂଗା ବ୍ଲକ୍ ର ବିଭିନ୍ନ ଗ୍ରାମ ପରିଦର୍ଶନ କରି ପାନୀୟ ଜଳ, ରାସ୍ତାଘାଟ ଓ ବିଭିନ୍ନ ଭିତ୍ତିଭୂମି ସମସ୍ୟା ଅନୁଧ୍ୟାନ କରିଥିଲେ ।କାଚପାଜୁ ଗ୍ରାମକୁ ସକାଳ ସମୟରେ ପହଞ୍ଚି ସେଠାରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀମାନେ ତାଙ୍କ ଗ୍ରାମରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଦାବି କରିଥିଲେ।ଏହା ସହିତ ଏକ ଚେକଡ୍ୟାମ ନିର୍ମାଣ, ନଳକୂପ ମରାମତି ଏବଂ ଆଡେଣୀଗଡରୁ ତାଙ୍କ Continue Reading