Home Articles posted by odadmin (Page 1228)
Odisha News
ଢାକା,୨୩/୭: ଶନିବାର ଦିନ ବାଂଲାଦେଶର ଝାଲକାନ୍ଥି ସଦର ଉପଜିଲ୍ଲା ଅନ୍ତର୍ଗତ ଛତ୍ରକନ୍ଦାରେ ଗୋଟାଏ ବସ୍ ପୋଖରୀରେ ପଡ଼ିଯିବାରୁ ୩ଜଣ ପିଲା ଓ ୮ଜଣ ମହିଳାଙ୍କ ସମେତ ଅନ୍ୟୂନ ୧୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଆହୁରି ୩୫ଜଣ ଯାତ୍ରୀ ଆହତ ହୋଇଥିବା କଥା ‘ଦି ଡେଲି ଷ୍ଟାର୍’ ରିପୋର୍ଟ କରିଛି।ଦୁର୍ଘଟଣା ନିମନ୍ତେ ଯାତ୍ରୀମାନେ ଡ୍ରାଇଭର୍ଙ୍କର ବେପରୁଆ ଗାଡ଼ିଚାଳନାକୁ ଦାୟୀ କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ବସ୍ରେ ମାତ୍ରାଧିକ ଯାତ୍ରୀ ଥିବା Continue Reading
National News
CHHATARPUR,JULY 23: A Dalit man has alleged a man from another caste smeared his face and body with human excreta after he accidentally touched the latter with grease in Madhya Pradesh’s Chhatarpur distrit. A case has been registered against the accused, Ramkripal Patel, who belongs to an OBC community, under relevant provisions, in connection with […]Continue Reading
Odisha News
ଚମ୍ପୁଆ,୨୩/୭: କେନ୍ଦୁଝରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ସହ ଦୁଇ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି କ୍ଷ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।ମିଳିଥିବା ସୂଚନା ମୁତାବକ ଚମ୍ପୁଆ ବ୍ଲକ ଜାଲି ପଂଚାୟତର ନିଶ୍ଚିତପୁର ଗ୍ରାମରେ ଥିବା ଏକ କୋଚିଂ ସେଣ୍ଟରରେ ରାତିରେ ୨ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଶୋଇଥିଲେ । ତେବେ ଗତକାଲି ରାତିରେ ସମସ୍ତେ ଶୋଇଥିବାବେଳେ ଏକ ବିଷାକ୍ତ […]Continue Reading
Odisha News
ଝାରସୁଗୁଡ଼ା,୨୩/୭ : ଝାରସୁଗୁଡ଼ାରେ ଠାବ ହୋଇଛି ସେକ୍ସ ରାକେଟ। ଝାରସୁଗୁଡ଼ାର ପଞ୍ଚପଡ଼ା ସ୍ଥିତ ଏକ ହୋଟେଲରେ ଶନିବାର ବିଳମ୍ବିତ ରାତିରେ ପୁଲିସ ଚଢ଼ାଉ କରି ଏହି ସେକ୍ସ ରାକେଟକୁ ଠାବ କରିଛି।ପୁଲିସ ଉକ୍ତ ହୋଟେଲରୁ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଝାରସୁଗୁଡ଼ା ଟାଉନ ଥାନା ପୁଲିସ ପକ୍ଷରୁ ଏକ ଟିମ୍ ଏହି ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ହୋଟେଲରୁ ପୁଲିସ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ […]Continue Reading
Odisha News
ସମ୍ୱଲପୁର,୨୩/୭: ହୀରାକୁଦରୁ ଆଜି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ୭ ନମ୍ବର ଗେଟ ଦେଇ ପ୍ରଥମ ବନ୍ୟାଜଳ ଛଡାଯାଇଛି ଜ୍ଝ ସେକେଣ୍ଡ ପ୍ରତି ୭୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ବର୍ତ୍ତମାନ ଗୋଟିଏ ଗେଟ ଖୋଲାଯାଇଛି ।ପର୍ଯ୍ୟାୟ କ୍ରମେ ଆଉ ୪ଟି ଗେଟ ଖୋଲାଯିବ । ଉଲ୍ଲେଖ ଥାଉ କି ଶୁକ୍ରବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୫୮ଫୁଟ୍ରେ ପହଂଚିଥିବା ବେଳେ ଶନିବାର ଏହି ସମୟରେ ଜଳସ୍ତର ୬୧୪.୪୩ ଫୁଟ୍ରେ ପହଂଚିଥିଲା […]Continue Reading