Home Articles posted by odadmin (Page 1227)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୩/୭: ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଭୁବନେଶ୍ୱରର ମ୍ୟୁଜିକ ସର୍କଲ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହରର ରାଜ୍ୟ ସମ୍ମାନ ପ୍ରାପ୍ତ ବିଶିଷ୍ଟ ସଙ୍ଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଓ ତାଙ୍କ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ଓଡିଶୀ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼ଃ.ଅରବିନ୍ଦ ବେହେରା , ଡ଼ଃ.ସଞ୍ଜୀବ ହୋତା Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୩/୭: ପାରଳାଖେମୁଣ୍ଡି ସ୍ଥିତ ଏସ:କେ: ଲଡ୍ଜ ସମ୍ମିଳନୀ କକ୍ଷ ଠାରେ ଆଜି ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଓଡ଼ିଶା ଗଜପତି ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ତଥା ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସଂଘର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବାହାଦୂର , ଉପ ସଭାପତି ଶ୍ରୀ ମଧୁ ପୋଲାକି Continue Reading
National News
Maharashtra ,July 23 : Four days after a massive landslide buried a village in Maharashtra’s Raigad, leaving 27 dead, rescue operations were called off by the district administration on Sunday. As per officials, 78 people are still missing. The decision was taken after a meeting between rescue officials, the state government, and villagers. According to […]Continue Reading
Odisha News
First foundation day of Odisha Customs Brokers’ Association held By Gopal Samantara ଭୁବନେଶ୍ବର: ଓଡ଼ିଶା କଷ୍ଟମ୍‌ସ୍ ବ୍ରୋକରସ୍ ଆସୋସିଏସନ୍’ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବରେ  ସନ୍ତୋଷ କୁମାର ଷଢ଼ଙ୍ଗୀ (ଆଇ.ଏ.ଏସ୍) ,ମହାନିର୍ଦ୍ଦେଶକ ବୈଦେଶିକ ବାଣିଜ୍ୟ ବିଭାଗ ଭାରତ ସରକାର, ମୂଖ୍ୟ ବକ୍ତା  ଶଙ୍କର ପି. ସିନ୍ଧେ, ସଭାପତି ଆର୍ନ୍ତଜାତୀୟ କଷ୍ଟମ୍‌ସ୍ ବ୍ରୋକରସ୍ ଆସୋସିଏସନ୍, ସମ୍ମାନିତ ଅତିଥି Continue Reading
Odisha News
ଭୁବନେଶ୍ୱର,୨୩/୭ : ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ JE ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଲେ OSSCଚେୟାରମ୍ୟାନ ଅଭୟ। ବାଲେଶ୍ୱର ଏସପିଙ୍କ ରିପୋର୍ଟ ଅନୁସାରେ ପରୀକ୍ଷା ରଦ୍ଦ ହୋଇଛି। ଏଥିସହ ସେପ୍ଟେମ୍ବର ୩ରେ ସାନି ପରୀକ୍ଷା ନେଇ ସୂଚନା ଜାରି କରାଯାଇଛି।ସେପଟେ ବାଲେଶ୍ୱର ଏସପି ସାଗରିକା ନାଥ ଆଜି ସୂଚନା ଦେଇଛନ୍ତି ଯେ, ଗତ Continue Reading
Odisha News
ବେଙ୍ଗାଲୁରୁ,୨୩/୭: ନିକଟରେ କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରୁ ଟମାଟୋ ଲୁଟ୍କୁ ନେଇ ଜାରି ରହିଥିବା ରହସ୍ୟ ଉପରୁ ପରଦା ହଟିଛି। ଗୋଟିଏ ଦମ୍ପତି ଶୀଘ୍ର ଧନୀ ହେବାକୁ କେମିତି ଟମାଟୋ ବୋଝେଇ ଟ୍ରକ୍କୁ ଚୋରି କରିଥିଲେ, ସେକଥା ପୁଲିସ୍ ପର୍ଦ୍ଦାଫାସ କରିଛି।୩୮ ବର୍ଷୀୟ ଏମ ଭାସ୍କରନ ଓ ତାଙ୍କର ୩୫ ବର୍ଷୀୟ ପତ୍ନୀ ସିନ୍ଧୁଜା ବେଙ୍ଗାଲୁରୁରୁ ଟ୍ରକ୍ ଭର୍ତ୍ତି ଟମାଟୋ ଚୋରି କରିବା ସହ ଏହାକୁ ତାମିଲନାଡୁରେ ୧.୬ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ।ଏବେ ସମଗ୍ର Continue Reading
Odisha News
ବାରିପଦା,୨୩/୭: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବାରିପଦା ବନ ବିଭାଗ ଚଢ଼ାଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି । ବାଘ ଛାଲ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି ।ମିଳିଥିବା ସୂଚନା ମୁତାବକ ବାରିପଦା ଡ଼ିଏଫଓଙ୍କୁ ଆଜି ବିଶ୍ୱସ୍ତ ସୂତ୍ରରୁ ବାଘ ଛାଲ ନେଇ ସୂଚନା ମିଳିଥିଲା । ଏହାପରେ ସେ ନିଜ ଟିମ ସହ ମୟୁରଭଞ୍ଜ […]Continue Reading
Odisha News
ଭୁବନେଶ୍ୱର,୨୩/୭: ଚାରି ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପୂର୍ବତନ ଆଇଏଏସ୍ ଅଫିସର ଓ ୨ ଜଣ ପୂର୍ବତନ ଓଏଏସ୍ ଅଫିସର।କଂଗ୍ରେସରେ ସାମିଲ ହୋଇଥିବା ଏହି ପୂର୍ବତନ ପ୍ରଶାସନିକ ଅଧିକାରୀମାନେ ହେଉଛନ୍ତି- ପୂର୍ବତନ ଆଇଏଏସ୍ ଅଫିସର ପଞ୍ଚାନନ ଦାସ ଓ ବିଶ୍ଵନାଥ ଆଚାର‌୍ୟ୍ୟ ଏବଂ ପୂର୍ବତନ ଓଏଏସ୍ ଅଫିସର ରବୀନ୍ଦ୍ର ନାଥ ମିଶ୍ର ଓ ଉଦ୍ଧବ କର।ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର, ପିସିସି Continue Reading