Home Articles posted by odadmin (Page 1229)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଭିଏସସି: ୪ ଓ ୫ ପକ୍ଷରୁ ୱାର୍ଡ ନଂ ୧୩/୧୪/୧୫ ରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ଏକ ସଚେତନତା ଅଭିଯାନ କାର‌୍ୟ୍ୟକ୍ରମ ଅବସରରେ ଶ୍ନୋଭାଯାତ୍ର ଓ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଭିଏସସି: ୪ ଓ ୫ ଦାୟିତ୍ୱରେ ଥିବା ଏଏନଏମ: ତଥା ମହିଳା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୨/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିଗୁଡା ଉପଖଣ୍ଡ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । କନ୍ଧମାଳ ଜିଲ୍ଲାର ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ ମଞ୍ଚାସିନ କର୍ମକର୍ତ୍ତା ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ଏଥିରେ ଜିଲ୍ଲା ସଭାପତି ସର୍ବେଶ୍ୱର ମିଶ୍ର, ଉପସଭାପତି ଅଚ୍ୟୁତାନନ୍ଦ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୨୨/୭: ଦୁଇଦିନିଆ ନୟାଗଡ ଜିଲ୍ଲା ଗସ୍ଥରେ 5T ସଚିବ ଭିକେ ପାଣ୍ଡିଆନ। ଜିଲ୍ଲାକୁ ଆସି ରଣପୁରୁ ଗ୍ରସ୍ଥକରି ପ୍ରଥମେ ତଳମଣିନାଗ ଓ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏହାପରେ ରଣପୁରୁ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଡାକ୍ତର ଓ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ସଂମ୍ପର୍କରେ ପଚାରି ବୁଝିଥିଲେ 5T Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୭ : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଗଢି ଉଠିଥିବା ଦାମୋଦର ବିହାର ଅଞ୍ଚଳବାସୀ କେବଳ ଆଜି ନୁହଁ , ଯେତେବେଳେ ବି ବର୍ଷା ହୁଏ ସେହି ସମୟ ବେଳେ ଘୋର ହନ୍ତସନ୍ତ ହୋଇପଡନ୍ତି । ଏମିତିକି , ଅସରାଏ ବର୍ଷା ହେଲେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥାଏ ।ବାଇକ୍ ଗାଡି କଥା ଛାଡ଼ନ୍ତୁ ଏଠାରେ ବର୍ଷା ହେଲେ ଚାଲିଚାଲି ଯିବା ମଧ୍ୟ ସମ୍ଭବ ହୋଇ ନ ଥାଏ । ଆଣ୍ଠୁଏ ନାଳ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୭ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ ହୋଇଯାଇଛି।ଏହି ପ୍ରଚାର ରଥ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ପ୍ରସାର କରିବ। ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଓ ବିକ୍ରି […]Continue Reading
Odisha News
ପୁରୀ,୨୨/୭: ଲାଂଚ ନେଇ ପଶ୍ଚିମଦ୍ୱାର ପଟେ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବା ମହଙ୍ଗା ପଡ଼ିଲା। ଏଭଳି ଲଜ୍ଜାଜନକ କାର୍ଯ୍ୟ କରୁଥିବା ଓଏସଏପି ଥାର୍ଡ ବାଟାଲିୟନ କନଷ୍ଟେବଳ ଶୁଭାଶିଷ ଦାସ ସସ୍ପେଣ୍ଡ।ତାଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି। ଏହି ପୁଲିସ କର୍ମଚାରୀ ଜଣକ ଟଙ୍କା ନେଇ ପ୍ରବେଶ କଟକଣା ଜାରି ହୋଇଥିବା ଦ୍ୱାର ଦେଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଯାହା ପରେ ଏହି କାର‌୍ୟ୍ୟାନୁଷ୍ଠାନ Continue Reading
National News
CHENNAI,JULY 22: A Rohingya couple ended up attending the burial of their five-month-old baby girl in handcuffs, a report says. Mohammad Saleem (40) and his wife Numina are Rohingya refugees from Myanmar. They are inmates of the Hiranagar Holding Centre in Jammu and Kashmir’s Kathua district. The couple have three children. The Indian Express, citing […]Continue Reading
Odisha News
ଭୁବନେଶ୍ୱର,୨୨/୭:ଏଣିକି CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢି ପାରିବା ପାଇଁ ଅପସନ ରହିବ । CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି କରିଛି CBSE । ଆଜି ଯାଏଁ CBSE ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା।ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମ ଏ ଦୁଇ ଭାଷା ସମେତ ଓଡ଼ିଆ ଏବଂ ଅନ୍ୟ ଆଞ୍ଚଳିକ ଭାଷାରେ ପଢାଯାଇପାରିବ ।ଏହାଦ୍ୱାରା […]Continue Reading