ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩/୭ : ନିର୍ଭୁଲ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନରେ ଖୋରଧା ଜିଲ୍ଲା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି।ଜିଲ୍ଲାରେ ଏପର୍ଯ୍ୟନ୍ତ ୯୪.୦୪ ପ୍ରତିଶତ ଇଲେକ୍ଟୋରାଲ ଫର୍ମ ଡିଜିଟାଇଜ୍ ହୋଇଥିବା ବେଳେ ୧୦ ଲକ୍ଷ ୫୧ ହଜାର ୫୯୧ଟି ଫର୍ମ ସଫଳତାର ସହ ଅନଲାଇନ ବ୍ୟବସ୍ଥାରେ ସଂଯୋଜିତ ହୋଇଛି।ଏହା ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚନ ବିଭାଗର ସୁଚାରୁ Continue Reading




