Home Posts tagged ODISHA (Page 79)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୭/୧୧ : ଗତ ମାସରେ ହୋଇଥିବା ତିନିଦିନିଆ ଭାରି ବର୍ଷା ଓ “ମୋନ୍ଥା” ବାତ୍ୟା ଯୋଗୁଁ ରାୟଗଡା ବ୍ଲକର ଅନେକ ଗ୍ରାମରେ ଘର , ଫସଲ ଓ ରାସ୍ତା ନଷ୍ଟ ହୋଇ କ୍ଷତିଗ୍ରସ୍ତ ହୋଇ ପଡିଥିଲା। ଏଭଳି ବିପଦ ସ୍ଥିତିରେ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି , ସିସିଡି: ଅନୁଷ୍ଠାନ ଓ ଲିନ୍ସି ଫାଉଣ୍ଡେସନ୍ ର ମିଳିତ ପ୍ରୟାସରେ ରାୟଗଡ଼ ବ୍ଲକର ମାର୍ଲବା ପଞ୍ଚାୟତ ଅନ୍ତର୍ଗତ ପେକଟ ଓ ଲିମରସିଙ୍ଗି ଗ୍ରାମର […]Continue Reading
Odisha News
ନୂଆପଡ଼ା, ୭/୧୧: କମ୍ପୁଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର । ନୂଆପଡ଼ା ଉପନିର୍ବାଚନ ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡ଼ାରେ ନବୀନ ପଟ୍ଟନାୟକ ରୋଡ୍ ଶୋ’ କରିଛନ୍ତି । ଏକ ସ୍ବତନ୍ତ୍ର ବସ୍‌ରେ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ଖରିଆ ରୋଡ୍ ଏବଂ ନୂଆପଡ଼ା ବ୍ଲକ୍‌ରେ ନବୀନ ରୋଡ୍ ଶୋ’ କରିଛନ୍ତି ।ନୂଆପଡ଼ାରେ ନବୀନଙ୍କ ରୋଡ୍ ଶୋ’ରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । Continue Reading
Odisha News
ଭୁବନେଶ୍ୱର,୭/୧୧ : ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ନୀତୀନ ଗଡ଼କରୀ ବଡ଼ ଘୋଷଣା କରି କହିଛନ୍ତି, ଓଡ଼ିଶା ସମେତ କିଛି ରାଜ୍ୟରେ ହାଇଡ୍ରୋଜେନ ଗାଡ଼ି ଚାଲିବ ।ପାଇଲଟ ପ୍ରୋଜେକ୍ଟରେ ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ।ହାଇଡ୍ରୋଜେନ ଆମେ ପ୍ରସ୍ତୁତ କରୁଛୁ, ଏହା ହେଉଛି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୬/୧୧: ଗୁରୁବାର ଦିନ ସକାଳ ୧୦ ଘଟିକା ସମୟରେ ଜ଼ିଲ୍ଲା ସଂଗ୍ରହା ଳୟ ଠାରେ ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପଦଯାତ୍ରା ଉପଲକ୍ଷେ କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ସରକାର ଏବଂ ମାଇଁ ଭାରତ ଙ୍କ ପକ୍ଷ ରୁ ଜ଼ିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ଓଡ଼ିଆ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ସ୍ଲୋଗାନ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୬/୧୧ : ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ସାଇବର ସଚେତନତା ଉପଲକ୍ଷେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଇପ୍ସିତା ଙ୍କ ନେତୃତ୍ୱରେ ଆଜି ପ୍ରଭାତରେ “ସାଇକ୍ଲୋଥନ” କାର୍ଯ୍ୟକ୍ରମକୁ ପତାକା ଦେଖାଇ ଆୟୋଜନ କରିଥିଲେ।ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଇବର ସୁରକ୍ଷା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହି Continue Reading
Top Stories
By Subrat Sarangi Paradeep, Nov 6 : ArcelorMittal Nippon Steel India (AM/NS India), in collaboration with Gurukul foundation, has set up the ‘Daksh Academy’ at Paradeepgarh in Jagatsinghpur districtwith an aim to empower local youth.The coaching centre was inaugurated on November 5, 2025, by Shri Sampad Chandra Swain, Hon’ble Minister of State (Independent Charge), Continue Reading
Odisha News
ନୂଆପଡା, ୬/୧୧: ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି। ନୂଆପଡ଼ା ପଞ୍ଚମପୁରରେ ଜୟଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଚାର ସମୟରେ ବିଜେଡି ଓ କଂଗ୍ରେସକୁ ବିଷ୍ଣୁଦେବ ସାଏ କଡ଼ା ସମାଲୋଚନା କରିଛନ୍ତି। ବିଷ୍ଣୁଦେବ କହିଛନ୍ତି, କଂଗ୍ରେସ ୫୦ ବର୍ଷ ଓ ବିଜେଡି ୨୪ ବର୍ଷ ଶାସନ କରିଛି। ନୂଆପଡ଼ା ପ୍ରଚାର ମୈଦାନରେ ବିଜେପି ପ୍ରାର୍ଥୀ ରାଜୁ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବା ବେଳେ ଛତିଶଗଡ଼ Continue Reading
Odisha News
ନୂଆପଡ଼ା, ୬/୧୧ : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଏବେ ହେଭିଓ୍ବେଟ୍ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟ୍ ଭିକ୍ଷା କରିଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ଼ ମୁଖମନ୍ତ୍ରୀ ବିଷ୍ଣୁଦେବ ସାଏ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ କୋମନାରେ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଏକ ବିରାଟ ରୋଡ୍‌‌ ଶୋ’ କରିଛନ୍ତି। ରୋଡ୍ ଶୋ’ରେ ଉପମୁଖ୍ୟମନ୍ତ୍ରୀ କନକ Continue Reading
Top Stories
By Mahendra Darjee Bhubaneswar, Nov. 6: A dramatic rescue operation was carried out at Bhandarimal Hill under Jujumura block in Odisha’s Sambalpur district on Wednesday after a woman got trapped inside a narrow cave during Kartika Purnima celebrations. The woman, identified as Sujata Meher, was rescued safely. Sources said hundreds of devotees had gathered at […]Continue Reading
Odisha News
ଭୁବନେଶ୍ୱର , ୬/୧୧ : ପରୀକ୍ଷାରେ ପୁଣି ତ୍ରୁଟି । ଆର୍‌ଆଇ ଓ ଅମିନ ପରୀକ୍ଷାରେ ସର୍ଭର ଡାଉନ । କାକଟପୁର ଓଞଉ ସମେତ ବିଭିନ୍ନ ସ୍ଥାନରେ ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଛାତ୍ରଛାତ୍ରୀ । ଯାହାଫଳରେ ପରୀକ୍ଷାରେ କିଛି ସମୟ ପାଇଁ ବିଳମ୍ବ ହୋଇଥିବା ମଧ୍ୟ ଜଣାପଡିଛି ।ଖବର ଅନୁଯାୟୀ, ଗୁରୁବାର ଦିନ ଅନେକ ସ୍ଥାନରେ ଆରଆଇ ଓ ଅମିନ ପରୀକ୍ଷା ହେବାର ଥିଲା । ଏହି ସବୁ ସ୍ଥାନମାନଙ୍କରେ ପୂର୍ବ ପ୍ରସ୍ତୁତି ମଧ୍ୟ ହୋଇଥିଲା […]Continue Reading