Home Posts tagged ODISHA (Page 77)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୭ : ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଝଓଜ)-୨୦୨୬ କାର୍ଯ୍ୟକ୍ରମ ଅନୁସାରେ ଆଜି ବୌଦ୍ଧ ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ – ୮୫-କଣ୍ଟାମାଳ ଓ ୮୬-ବୌଦ୍ଧ ପାଇଁ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି।ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବୌଦ୍ଧ, ବିଭୂତି ଭୂଷଣ ନାୟକଙ୍କ ଦ୍ଵାରା ଆଜି ମୁଖ୍ୟାଳୟ ସଦ୍ଭାବନା ସଭାଗୃହରେ ଇ ଆର୍ ଓ ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଏବଂ Continue Reading
Odisha News
କଟକ, ୫/୭ : କଟକର ନରାଜ ନିକଟ ମହାନଦୀରେ ଅଘଟଣ । ମହାନଦୀ ଭିତରେ ଥିବା ବୁଢା ଵନ୍ଧରେ ବୁଲୁଥିବା ସମୟରେ ହଠାତ୍ ପାଣି ବଢି ଯିବାରୁ ତିନି ଜଣ ଯୁଵକ ଭାସି ଯାଇଥିଲେ ।ବୁଢା ବନ୍ଧଟି ମହାନଦୀ ଭିତରେ ରହିଛି ଓ ଲଗାଣ ବର୍ଷା ଯୋଗୁଁ ବୁଢା ବନ୍ଧ ଉପରେ ମଧ୍ୟ ଜଳ ପ୍ରବାହିତ ହେଉଥିଲା । ସେହ ସମୟରେ ଯୁବକମାନେ ସେଠି ବୁଲି ମଜା ନେଉଥିବା ବେଳେ ପାଣି ସୁଅ ଓ ଶିଉଳି ଯୋଗୁଁ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୫/୭ : ଖୋରଧା ଓ ଜଟଣୀ ଅଞ୍ଚଳର ପ୍ରାୟ ୩୦୦ରୁ ଅଧିକ ଜମି କ୍ରେତାଙ୍କୁ ନେଇ ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ମୁକୁନ୍ଦପ୍ରସାଦ ମୌଜା ଚାଚେରା ସାହି ସମ୍ମୁଖରେ ଥିବା ଗୋଶାଳା ଜମି ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି।ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜଗନ୍ନାଥ ଭିଲେଜ କୋଅର୍ଡିନେସନ କମିଟି ସଭାପତି ନାରାୟଣ ଦାଶ, ଖୋରଧା ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ Continue Reading
Odisha News
ବିଶ୍ୱ ଭୁଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୫/ ୭:ଶୁକ୍ରବାର ପୂର୍ବାହ୍ନ ଘ. ୧୦. ୩୦ ମି. ସମୟରେ ନୟାଗଡ଼ ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ମାନ୍ୟବର ସାଂସଦ, କଟକ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷକତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମାନ୍ୟବର ସାଂସଦ,ପୁରୀ ଡା. ସମ୍ବିତ ପାତ୍ର, ମାନ୍ୟବର ସାଂସଦ,କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ,ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ, Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୫/୭: ଶନିବାର ଉପନିବନ୍ଧକ ସମବାୟ ସମିତି ସମୂହ ଖୋରଧା ବିଭାଜନ ଖୋରଧାଙ୍କ ଅନୁକୁଲ୍ୟରେ ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ରକ୍ତଦାନ ଏକ ମହତ କାର୍ଯ୍ୟ ହୋଇଥିବାରୁ ସମବାୟ ସପ୍ତାହ -୨୦୨୬ ରେ ପ୍ରତି ଜିଲ୍ଲାରେ ଏକ ରକ୍ତଦାନ ଶିବିର କରି ରକ୍ତ ର ଅଭାବକୁ କିଂଚିତ ଭାବରେ ଲାଘବ କରିବାକୁ ଓଡିଶା ସରକାରଙ୍କ ସମବାୟ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୭ : ଅବୈଧ ମାଦକ କାରବାର ବିରୋଧରେ ବୌଦ୍ଧ ଜିଲ୍ଲା ପୋଲିସର ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ଗତ ଜୁନ୍ ମାସରେ ‘ଅପରେସନ୍ ଦହନ’ ଅନ୍ତର୍ଗତ ଜିଲ୍ଲା ପୋଲିସ ୯୭ଟି ଏନ୍‌ଡିପିଏସ୍ ମାମଲାରେ ଜବତ ହୋଇଥିବା ୩୭,୪୮୪ କିଲୋଗ୍ରାମ ୮୮୫ ଗ୍ରାମ ଗଞ୍ଜେଇକୁ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରି ସଫଳତାର ସହ ଧ୍ୱଂସ କରିଛି।ଏନ୍‌ଡିପିଏସ୍ ଆଇନର ଧାରା ୫୨ଏ ଅନୁଯାୟୀ ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହ କରାଯିବା ପରେ ସ୍ୱଚ୍ଛ […]Continue Reading
Odisha News
ଭୁବନେଶ୍ୱର, ୫/୭: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ସୁସ୍ପଷ୍ଟ (ୱେଲ୍ ମାର୍କଡ୍) ଲଘୁଚାପ ବର୍ତ୍ତମାନ ଅଧିକ ଘନୀଭୂତ ହେବାରେ ଲାଗିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ଏକ \’ଅବପାତ\’ ରୂପ ଧାରଣ କରିବାର ଆଶଙ୍କା ରହିଛି ।ଓଡ଼ିଶାରେ ଆସନ୍ତା ୨୪ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୭ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲା ପାଇଁ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଦର୍ଶାଇ ରେଡ୍ ୱାର୍ନିଂ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଆଜି ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଏକ ଜରୁରୀକାଳୀନ ଆଭାସୀ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଥିଲେ।ବୈଠକରେ ଜିଲ୍ଲାପାଳ ସମସ୍ତ ବିଭାଗକୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବା ସହ ଯେକୌଣସି ଜରୁରୀ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୪/୭: ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ.ଏଲ.ଏନ.) କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ କରିବା ଲକ୍ଷ୍ୟରେ କୁରାଢ଼ମଲ୍ଲ କ୍ଲଷ୍ଟରର ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଶନିବାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦଳେଇପୁଟଠାରେ ଅନୁଷ୍ଠିତ ହୋଇଛି।ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି ସଂଖ୍ୟା–୭୨୩୩, ତାରିଖ ୧ ଜୁଲାଇ ୨୦୨୬ ଅନୁଯାୟୀ ଆୟୋଜିତ ଏହି ବୈଠକରେ କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟର ପ୍ରଧାନ Continue Reading
Odisha News
କଟକ, ୪/୭: କଟକସ୍ଥିତ ଚାଉଳିଆଗଞ୍ଜ ଥାନା ପରିସରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଚାଉଳିଆଗଞ୍ଜ ଥାନା ଅଧିକାରୀଣୀଙ୍କ ଝୁଲନ୍ତା ମୃତଦେହ ଏକ ବନ୍ଦ କୋଠରୀରୁ ମିଳିଛି । ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଛି ।ଗତକାଲି ଆଇଆଇସି ଆଇଆଇସି ବିୟୁଟି ମହାନ୍ତି ଚାଉଳିଆଗଞ୍ଜ ଥାନାର ଉପରେ ଥିବା ରେଷ୍ଟରୁମରେ ରହିଥିଲେ । ଆଜି ସକାଳେ କବାଟ ବାଡ଼େଇବାରୁ ସେ କବାଟ ଖୋଲି ନ ଥିଲେ ।ଏ ନେଇ କର୍ମଚାରୀ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲେ […]Continue Reading