Home Posts tagged ODISHA (Page 7)
Odisha News
ଭୁବନେଶ୍ୱର, ୨୭/୯ : ରାଜ୍ୟରେ ବର୍ଷାର ପରିମାଣ କମୁଥିଲେ ମଧ୍ୟ ମହାନଦୀ ଅବବାହିକାରେ ପୁଣି ଏକ ଛୋଟ ବନ୍ୟା ଆସୁଛି। ଛତିଶଗଡ଼ ଉପରମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଏବଂ ଲଘୁଚାପ ପ୍ରଭାବରୁ ମହାନଦୀର ଜଳସ୍ତର ପୁଣିଥରେ ବୃଦ୍ଧି ପାଇଛି। ଚଳିତ ମୌସୁମୀରେ ମହାନଦୀରେ ଏହା ଚତୁର୍ଥ ଛୋଟ ବନ୍ୟା ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତଙ୍କ ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୭/୯ : ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), ପାରଳାଖେମୁଣ୍ଡି ଏବଂ ଆଇପିଏଲ୍ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ ଏକ କିଷାନ ମେଳା ଅନୁଷ୍ଠିତ ହୋଇଯାଇଛି।ଚାଲୁଥିବା ‘ଆଇପିଏଲ୍-ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ‘ ଅଧୀନରେ ଆୟୋଜିତ ଏହି ମେଳାରେ ଗୁରାଣ୍ଡି, ଉପଲଡା, ମହାଦେବପୁର, ଲିଙ୍ଗିପୁର ଏବଂ ମାଛମରା ପ୍ରଭୃତି ଗ୍ରାମରୁ ୨୦୦ରୁ ଊର୍ଦ୍ଧ୍ୱ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୯ : ମେଗା ରକ୍ତଦାନ ଶିବିର ପାଇଁ ସଚେତନତା ପଦଯାତ୍ରା ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଜହ୍ନାପଙ୍କ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜୁନିୟର ରେଡକ୍ରସ୍ ସୋସାଇଟି ସହ‌ଯୋଗରେ ଆସନ୍ତା ଅକ୍ଟୋବର ୧ ତାରିଖରେ ହେବାକୁ ଥିବା ମେଗା ରକ୍ତଦାନ ଶିବିର ପାଇଁ ଏକ ସଚେତନତା ପଦଯାତ୍ରା ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି ।ଏହି ରକ୍ତଦାନ ଶିବିର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୬/୯ : ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣି ଉତ୍ସବ ଶନିବାର ଭକ୍ତିମୟ ପରିବେଶରେ ଶେଷ ହୋଇଛି। ଗଣେଷ ଚତୁର୍ଥୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ପାଇଁ ୧୨ ଦିନ ଧରି ଉତ୍ସବ ମୁଖର ହୋଇଥିଲା ଜଟଣୀ ସହର।ଆଜି ଭକ୍ତ ଅଶ୍ରୁଳ ନୟନରେ ପ୍ରଭୁ ଗଜାନନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିପାଇଁ ପୂଜା ମଣ୍ଡପ ଏବଂ କମିଶନରେଟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ପୂଜା ମଣ୍ଡପ […]Continue Reading
Top Stories
By Prakash Panigrahi Berhampur/Odisha,  Sep 26 : Twelve women entrepreneurs associated with Srujanika enabled by the Tata Steel Foundation were recognised as Entrepreneurs of the Year at the Women Entrepreneurship Excellence Award 2026, organised by Odisha Corporate Foundation at Swastik Hotel in Berhampur. Selected from thousands of nominations, the recognition Continue Reading
Top Stories
By Sudam Patra Balasore/Odisha, Sep 26 : The State Executive Committee meeting of Akhil Bharatiya Vidyarthi Parishad (ABVP), Odisha East, will be held at Rajasthan Bhawan in Motiganj, Balasore. Around 120 key functionaries from across the province will attend the meeting. The participants will include provincial office-bearers, National and State Executive members, Vibhag Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୬/୯ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପୂର୍ବ ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାଲେଶ୍ୱର ମୋତିଗଞ୍ଜ ସ୍ଥିତ ରାଜସ୍ଥାନ ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ପ୍ରାନ୍ତ ପଦାଧିକାରୀ, ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀ ସଦସ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ବିଭାଗ ପ୍ରମୁଖ ଓ ସଂଯୋଜକ, ଜିଲ୍ଲା ପ୍ରମୁଖ ଓ ସଂଯୋଜକ, ସମସ୍ତ ଆୟାମ, ଗତିବିଧି ଓ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୬/୯: ଅଙ୍ଗନୱାଡି କେନ୍ଦ୍ରକୁ ଆହୁରି ସଶକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ରାଜ୍ୟବ୍ୟାପୀ ‘ଅଙ୍ଗନ କା ଉତ୍ସବ’ ଅଭିଯାନ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭର୍ଚୁଆଲ୍ ମାଧ୍ୟମରେ ଏହାର ଶୁଭାରମ୍ଭ କରିବା ସହ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଦୁଇଟି ବଡ଼ ଘୋଷଣା କରିଛନ୍ତି।ସବୁଠାରୁ ବଡ଼ ଖବର ହେଉଛି, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବାର୍ଷିକ ପୋଷାକ Continue Reading