Home Posts tagged ODISHA (Page 8)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୬/୯ : ପ୍ରକୃତି ସୁରକ୍ଷା, ପରିବେଶ ସନ୍ତୁଳନ ଓ ସବୁଜ ବୌଦ୍ଧ ଗଠନର ଲକ୍ଷ୍ୟ ନେଇ ଆଜି ବୌଦ୍ଧ ଜିଲ୍ଲାରେ ‘ସେବା ସଙ୍କଳ୍ପ ଅଭିଯାନ’ ଅନ୍ତର୍ଗତ ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମରେ ମୋଟ ୪୮,୩୦୦ଟି ବୃକ୍ଷରୋପଣ କରାଯାଇଛି।ଜିଲ୍ଲାର ତିନୋଟି ବ୍ଲକ୍‌ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବୌଦ୍ଧ ବ୍ଲକ୍‌ର ୨୨ଟି ଗ୍ରାମ ପଞ୍ଚାୟତରେ ୧୬,୦୦୦ଟି, ହରଭଙ୍ଗା ବ୍ଲକ୍‌ର ୨୨ଟି ଗ୍ରାମ ପଞ୍ଚାୟତରେ ୧୫,୪୦୦ଟି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୯ : ସମବାୟ ବ୍ୟବସ୍ଥାକୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ମେଗା ସଦସ୍ୟତା ମହାଅଭିଯାନ–ସମ୍ବନ୍ଧ’ର ଶୁଭାରମ୍ଭ ହୋଇଯାଇଛି ।ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓୟୁଏଟି) କୃଷି ଶିକ୍ଷା ସଦନଠାରେ ଆୟୋଜିତ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ବୌଦ୍ଧରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୫/୯ : ରାଜ୍ୟରେ ସମବାୟ ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ।ଏହି ଅଭିଯାନ ମାଧ୍ୟମରେ ଖୋରଧା ଜିଲ୍ଲାରେ ଆଗାମୀ ଦୁଇ ମାସ ମଧ୍ୟରେ ୭୦ ହଜାର ନୂତନ ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ପରିବାରରୁ ଅତି କମ୍‌ରେ ଜଣେ ସଦସ୍ୟଙ୍କୁ ସମବାୟ ସମିତିରେ Continue Reading
Top Stories
By IGP Satyajit Nayak Cuttack/Odisha, Sep 25 : Inspector General of Police, Central Range, Dr Satyajit Nayak has urged people to stay away from gambling and extend cooperation to the police in preventing illegal gambling activities.  He said gambling not only causes financial losses but can also lead to family disputes, indebtedness and other social […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୫/୯ : କେନ୍ଦୁଝର ଜିଲ୍ଲା ସ୍ଥିତ ଏନ୍‌.ଏସ୍‌. ଗଭର୍ଣ୍ଣମେଣ୍ଟ ପୁଲିସ ହାଇସ୍କୁଲ ପରିସରରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିୟନସିପ୍‌-୨୦୨୬-୨୭ ପ୍ରତିଯୋଗିତା\’ରେ ଗଜପତି ଜିଲ୍ଲାର ଖେଳାଳି ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।ଜିଲ୍ଲାର ଖେଳାଳି ମାନେ ମୋଟ ୩ଟି ସ୍ୱର୍ଣ୍ଣ ସହିତ ୨ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ହାସଲ କରି ଗଜପତି ଜିଲ୍ଲାର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୪/୯: ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗୁରୁବାର ସକାଳେ ଏକ ମାଲବୋଝେଇ ଟ୍ରଲର ଦୁର୍ଘଟଣା ଘଟାଇବାରୁ କିଛି ସମୟ ପାଇଁ ସେ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏକ କାରକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଟ୍ରଲରଟି ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଥିଲା। ଟ୍ରଲରର ଧକ୍କାରେ ତିନୋଟି ଦୋକାନ ଭାଙ୍ଗିଯିବା ସହ ଦୋକାନ ସମ୍ମୁଖରେ ରଖାଯାଇଥିବା ଏକାଧିକ ବାଇକ୍ ଓ ସ୍କୁଟି ଚୂରମାର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୯ : ବୌଦ୍ଧରେ ନ୍ୟାୟିକ ଅଧିକାରୀମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସି ଟାଇପ୍ କ୍ୱାର୍ଟର୍ସର ଭିତ୍ତିପ୍ରସ୍ତର ଆଜି ସ୍ଥାପିତ ହୋଇଛି।ହାଇକୋର୍ଟ ଅଫ୍ ଓଡ଼ିଶାର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ଜଷ୍ଟିସ୍ ହରିଶ ଟଣ୍ଡନ୍ ଏହି ଭିତ୍ତିପ୍ରସ୍ତର ଆଭାସୀ ମାଧ୍ୟମରେ ସ୍ଥାପନ କରିଥିଲେ।ଏହି ଅବସରରେ ହାଇକୋର୍ଟ ଅଫ୍ ଓଡ଼ିଶାର ମାନ୍ୟବର ବିଚାରପତି ଏବଂ ବୌଦ୍ଧ ଜିଲ୍ଲା ପାଇଁ ଆଡମିନିଷ୍ଟ୍ରେଟିଭ୍ ଜଜ୍ ମିସ୍ ଜଷ୍ଟିସ୍ Continue Reading
Top Stories
By Tapaswini Sahoo Bhubaneswar/Odisha,Sep  24 : Neuberg Diagnostics, one of India’s leading integrated diagnostic networks, has entered into a strategic joint venture with Bhubaneswar-based ProLife Diagnostics to expand access to high-quality, affordable and advanced diagnostic services across Odisha. The new venture, NeubergProLife, will combine Neuberg’s pan-India Continue Reading