Home Posts tagged ODISHA (Page 55)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧/୭ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ମାନଙ୍କ ଏକ ଦିବସୀୟ ଶ୍ରେଣୀ-କକ୍ଷ ଶିକ୍ଷାଦାନରେ ଶିକ୍ଷା ଗ୍ରହଣ ପ୍ରକ୍ରିୟା ନିମନ୍ତେ ଏ:ଆଇ ଉପକରଣ ଏବଂ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁଙ୍କ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୭ : ବୌଦ୍ଧ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ସୋମବାର ବରଗୋଛା ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ କଣ୍ଟାମାଳ ବ୍ଲକର ବିଭିନ୍ନ ସରକାରୀ ପ୍ରକଳ୍ପ ଓ ଅନୁଷ୍ଠାନର କ୍ଷେତ୍ର ପରିଦର୍ଶନ କରିଥିଲେ।ପରିଦର୍ଶନ ସମୟରେ ଜିଲ୍ଲାପାଳ କର୍ମାପଦର ଏବଂ ସୁଣ୍ଡିପଦର ଧାନ ମଣ୍ଡିକୁ ଯାଇ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା Continue Reading
Odisha News
ଭୁବନେଶ୍ୱର, ୩୦/୬ : ଓଡ଼ିଶାରେ କିଛିଦିନ ଧରି ଦୁର୍ବଳ ରହିଥିବା ମୌସୁମୀ ବର୍ଷା ପୁଣି ଜୋର ଧରିବାକୁ ଯାଉଛି। ଜୁଲାଇ ୧ରୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ବୁଧବାରଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆଇଏମଡି ସୂଚନା ଅନୁସାରେ, ବୁଧବାର ବରଗଡ଼, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି Continue Reading
Odisha News
ସମ୍ବଲପୁର, ୩୦/୬ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାର ବୁର୍ଲାର ଏଷ୍ଟାବ୍ଲିସମେଣ୍ଟ ଅଫିସର୍-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିଭିନ୍ନ ଠିକଣାରେ ଚାଲିଥିବା ଭିଜିଲାନ୍ସ ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି।୨୦ଟି ମୂଲ୍ୟବାନ ପ୍ଲଟ୍ ଚିହ୍ନଟଭିଜିଲାନ୍ସ ସୂତ୍ର ଅନୁଯାୟୀ, ଏପର‌୍ୟ୍ୟନ୍ତ ହୋଇଥିବା ଚଢ଼ାଉରେ ଶ୍ରୀ ବିଶ୍ୱାଳ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୨ଟି କୋଠା, ୨୦ଟି ମୂଲ୍ୟବାନ ପ୍ଲଟ୍, Continue Reading
Odisha News
ଭୁବନେଶ୍ୱର ୩୦/୬ : ଭୁବନେଶ୍ୱର କୋଳଥିଆ ଛକରେ କୃଷ୍ଣଚନ୍ଦ୍ର ପାଢୀ ହତ୍ୟା ଘଟଣା । ପ୍ରେମ ପାଇଁ ଡବଲ ମର୍ଡର ହୋଇଥିବା ଅଭିଯୋଗ ହୋଇଛି । ପୁଅ କୃଷ୍ଣ ପାଢ଼ୀଙ୍କ ହତ୍ୟା ପରେ ଚିକିତ୍ସାଧୀନ ଅବସ୍ଥାରେ ବାପା ହିମାଂଶୁ ପାଢ଼ୀଙ୍କ ବି ମୃତ୍ୟୁ ହୋଇଛି। ଏବେ ବି ଭଉଣୀ ଏମ୍‌ସରେ ମୃତ୍ୟୁ ସହ ଲଢେଇ କରୁଛନ୍ତି। ଅନ୍ୟପଟେ ଧରାପଡ଼ିଥିବା ୨ ଅଭିଯୁକ୍ତ ନାବାଳକ ବୋଲି ଜଣାପଡ଼ିଛି । ୨ ନାବାଳକଙ୍କୁ ଘଟଣା ସମ୍ପର୍କରେ ଜେରା କରୁଛି ପୋଲିସ।ଖବର […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୯/୬ : ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନା ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୂର୍ବାହ୍ନ ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା Continue Reading
Top Stories
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୯/୬ : ସହରକୁ ସ୍ୱଚ୍ଛ, ସରସ, ସୁନ୍ଦର ଏବଂ କ୍ୟାବିନ ମୁକ୍ତ ସହର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଖୋରଧା ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଉଚ୍ଛେଦ ଅଭିଯାନ ସହରର ରୂପ ରେଖାକୁ ନିଶ୍ଚିତ ଭାବେ ପରିବର୍ତ୍ତନ କରିଛି।ରାସ୍ତା କଡ଼ରେ ଦୀର୍ଘ ବର୍ଷ ଧରି ଗଢ଼ିଉଠିଥିବା କ୍ୟାବିନ ଗୁଡ଼ିକୁ ହଟାଇ ସହରକୁ ଖୋଲା ଓ ପରିଛନ୍ନ କରାଯାଇଛି।କିନ୍ତୁ ଏହି ସୌନ୍ଦର‌୍ୟ୍ୟୀକରଣ ପ୍ରକ୍ରିୟାରେ ସବୁଠାରୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୬ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍, ବରଗୋଛା ପଞ୍ଚାୟତ ସଭା ଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମିନାଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ, ଅଧ୍ୟକ୍ଷ ମନମୁଣ୍ଡା ସି.ଏଚ୍.ସି ଡଃ ମହେନ୍ଦ୍ର ସଏ, ପ୍ରମୁଖ ଉପସ୍ଥିତ ଥିଲେ ।ଆଜିର Continue Reading
Business News Top Stories
By Tapaswini Sahoo Bhubaneswar/ Odisha, June 29 : The All-Odisha Business Summit – “UTKARSH 2026”, jointly organized by the Federation of Trade and Industry of India (FTII) in association with the National Traders’ Welfare Board (NTWB), Government of India, was successfully held today at Hotel Lemon Tree Premier, Bhubaneswar. The summit was graced by Hon’ble Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୨୯/୬ : ଓଡ଼ିଶାର ଗୌରବମୟ ଇତିହାସ, ବୀର ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ତଥା ମହାନ ଗଜପତି ସମ୍ରାଟ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବଙ୍କ ଗୌରବମୟ ଇତିହାସର ପୁନଃଜାଗରଣ କରିବା ଉଦ୍ଦେଶ୍ୟରେ ଖୋରଧା ରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ‘ଜାଗରଣ ପଥ ଉତ୍ସବ’ ଆୟୋଜିତ ହୋଇଥିଲା।ଏହି ଉତ୍ସବରେ ବହୁ ସଂଖ୍ୟକ ଯୁବକ-ଯୁବତୀ, ଇତିହାସପ୍ରେମୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ ଏବଂ Continue Reading