By Our Correspondence Odisha, Jan 30 : The Indian Chamber of Commerce (ICC), a leading industry body in Odisha, marked a significant milestone by successfully organizing its Industry-Startup 1st Cohort at Bhubaneswar Club. The event, held under the theme “Creating an Industry-Startup Eco-system for Odisha,” brought together key players from various Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୦/୧ : ଗଜପତି ଜିଲ୍ଲାରେ ଚାଷୀମାନଙ୍କ ନିମନ୍ତେ ମାଣ୍ଡିଆ-ମଣ୍ଡିର ଶୁଭ ଉଦଘାଟନୀ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ଶ୍ରୀ ବଳରାମ ସୁବୁଦ୍ଧି ଯୋଗ ଦେଇ ରିବନ କାଟି ମାଣ୍ଡିଆ-ମଣ୍ଡିର ଶୁଭ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ Continue Reading
ଦାରିଙ୍ଗବାଡି ବ୍ଲକର ୧୩ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ :ଭରଚ୍ୟୁଆଲ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩୦/୧: ରାଜ୍ୟର ବିଭିନ୍ନ ଜିଲାରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣକାର୍ଯ୍ୟ କରାଯାଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବାକି ରହିଥିବା ୧୩ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଉଛି।ସୋମବାର ସନ୍ଧ୍ୟାରେ ବିଦ୍ୟାଳୟ ଗୁଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚ୍ୟୁଆଲ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି। ତାଙ୍କ ସହ ୫-ଟି Continue Reading
ଭୁବନେଶ୍ୱର, ୨୯/୧: ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହୋଇଛି କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଯୋଗ ଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ବିଜେଡି ଓ ବିଜେପି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ତା’ ସହିତ ନାଁ ନନେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋ କରିଥିଲେ।ରାଜ୍ୟ ଅତିଥି ଭବନରେ Continue Reading
By Akshya Rout Jajpur, Jan 29: Mortal remains of freedom fighter Nilamani Samal were consigned to flames with full state honour at Balipadia village in Jajpur district on Sunday. Thousands of prominent personailities and sympathizers along with district administrators reached the graveyard here to pay homage to the departed soul. Samal passed away on Saturday […]Continue Reading
ନୂଆଦିଲ୍ଲୀ, ୨୯/୧: ଓଡ଼ିଶାର ଖାଲି ପଡୁଥିବା ୩ ଆସନ ପାଇଁ ଫେବ୍ରୁଆରି ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏହି ଦିନ ଦେଶର ୫୬ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ।ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ସରିବ। ଏହାପୂର୍ବରୁ ଏହି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।ନିର୍ବାଚନ ପାଇଁ ଫେବ୍ରୁଆରି ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୮/୧ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ତଥା ଆକାଂକ୍ଷା ବ୍ଲକ୍ ଭାବେ ପରିଚିତ ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ଗ୍ରାମ ଠାରେ ଆଜି କିଶୋରୀ ମେଳା କାର୍ଯ୍ୟକ୍ରମ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ କିଶୋରୀ ବାଳିକା ମାନଙ୍କୁ ନେଇ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । କିଶୋରୀ ମେଳା ଅବସରରେ ଝାମୀ ଗ୍ରାମ ଠାରେ ଏକ ସଚେତନତା ସଭା Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୮/୧:କିଟ୍ ଓ କିସ୍ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ସ୍ଥାନୀୟ ପିଡବ୍ଲ୍ୟୁଡି ଛକରେ ସାଂସଦ ପ୍ରତିନିଧି ଟୁନା ଦାସ ସବୁଜ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥଲେ । ଏହା ପିଡବ୍ଲ୍ୟୁଡି ଛକ ଠାରୁ ଆରମ୍ଭ ହୋଇ ଦଣ୍ଡପଦର ଠାରେ ସମାପ୍ତ ହୋଇଥିଲା । ଏଥିରେ ସାଂସଦ ପ୍ରତିନିଧି ଟୁନା ଦାସ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର Continue Reading
By Akshya Rout Jajpur,Jan 28: The entire Odisha will see the meditative Shiva statue. This statue will be the tallest statue in Odisha. Because earlier there is a 75 feet Hanuman statue in Raulkela’s Hanuman Batika, while there is a 108 feet Hanuman statue at Damanyodi in Koraput. But to attract tourists,A 123-foot-tall statue of […]Continue Reading
By Nalini Sahu Bhubaneswar, Jan. 9: All educational institutions in Odisha will now be drug-free. Not only students, lecturers will also be required to submit anti-drug declarations. Odisha Assembly Standing Committee has made such a recommendation to the state government, informed committee chairman Bhupinder Singh on Tuesday. “We have suggested to the Odisha government Continue Reading




