ଭୁବନେଶ୍ୱର, ୨/୨: ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି ଅର୍ଜନ କରିଥିଲେ ସାଧୁ ମେହେର। ସମାନ୍ତରାଳ ଫିଲ୍ମରେ ସେ ଜଣେ ପ୍ରମୁଖ ଅଭିନେତା ଥିଲେ। ହିନ୍ଦୀ ଫିଲ୍ମରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଓଡ଼ିଆ ଫିଲ୍ମ କରିଥିଲେ। ଅଙ୍କୁର, ମୃଗୟା, Continue Reading
By Akshaya Rout Odisha/Jajpur , Feb 1 : Dr Subhankar Mohapatra on Wednesday joined as the new Collector of Jajpur district. He replaced Chakravati sing Rathor . Soon after joining his responsibility. . Before joining the office, Mohapatra visited the famous Biraja temple here and offered prayer to the Goddesses from outside the temple and […]Continue Reading
By Our Correspondence BHUBANESWAR,FEB 1 : This interim budget focuses on fiscal prudence and presents a well-balanced approach. This is a good indicator of what will come in the Budget in July. There is an 11.1 % increase in capital expenditure for infrastructure, taking the total outlay to Rs 11.1 lakh crore. However, if we […]Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧/୨ : ଯାଜପୁର ଦେଶର ଅନ୍ୟତମ ପୁରାତନ, ଐତିହାସିକ, ସାଂସ୍କୃତିକ ସହର । ଦେଶର ବିଭିନ୍ନ ଶକ୍ତି କ୍ଷେତ୍ର ମଧ୍ୟରୁ ଅନ୍ୟତମ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ।ଗଙ୍ଗାଠାରୁ ବି ପବିତ୍ର ବୈତରଣୀ ନଦୀ ଏହି ସହର ଦେଇ ପ୍ରବାହିତ । ଏ ମାଟିର ମହକ ଭିନ୍ନ, ଏ ମାଟିର ପବିତ୍ରତା ଭିନ୍ନ, ଏ ମାଟିର ଗରିମା ବି ଭିନ୍ନ ।ଏ ମାଟିରେ ଭରି ରହିଛି ପବିତ୍ରତା । ମାଙ୍କ […]Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୧/୨ : ଆଜି ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଡଃ ଶୁଭଙ୍କର ମହାପାତ୍ର ଯୋଗ ଦେଇଛନ୍ତି। କାର୍ଯ୍ୟଭାର ଗ୍ରହଣ ପୂର୍ବରୁ ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରି ଆଶିଷ କାମନା କରିଥିଲେ ।ଏହା ପରେ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ସହ ଭାରପ୍ରାପ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସମାଲଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।ପୂର୍ବରୁ ସେ ରାଉରକେଲା ମହାନଗର ନିଗମର ଆୟୁକ୍ତ ଭାବେ କାର୍ଯ୍ୟ କରିଥିଲେ। ନୂତନ Continue Reading
ଭୁବନେଶ୍ଵର,୩୧/୧: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ନାଁରେ ଭୁବନେଶ୍ଵର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ଵିତୀୟ ଥର ଚାର୍ଜ ଫ୍ରେମ୍ କରିଛନ୍ତି।ପୂର୍ବରୁ ଭିଜିଲାନ୍ସ କୋର୍ଟରେ ଉଭୟଙ୍କ ନାଁ ୩୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିଲା।ଚାର୍ଜସିଟ୍ ରେ ଉଭୟଙ୍କ ନାଁରେ ୯ କୋଟି ଲକ୍ଷ ୧୩ ହଜାର ୭ ଟଙ୍କାର ଆୟବର୍ହିଭୂତ ସମ୍ପତି ଠାବ କରିଥିବା ଭିଜିଲାନ୍ସ ଦର୍ଶାଇଥିଲା।Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୧/୧: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବୌଦ୍ଧ ଦ୍ଵାରା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି ।ଗତ ଡିସେମ୍ବର ମାସ ୧୦ ତାରିଖ ରେ ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ବୌଦ୍ଧ ଠାରେ ହୋଇ ଥିବା ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଜିଲ୍ଲାପାଳ ସମ୍ମାନୀତ କରିଛନ୍ତି ।୫ରୁ ୮ ବର୍ଷ ବୟସ ଗ୍ରୁପ୍ ରେ ପ୍ରିପୋଲ […]Continue Reading
ଭୁବନେଶ୍ୱର,୩୧/୧: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ତାଙ୍କର ଜୀବନ ବ୍ୟାପୀ ସାଧନାର ସ୍ବୀକୃତି ସରୂପ ତାଙ୍କୁ ବିଶ୍ୱ ଓଡ଼ିଆ ସମ୍ମାନରେ ସମ୍ମାନିତ Continue Reading
ଭୁବନେଶ୍ବର, ୩୧/୧ : : ଆଗାମୀ ୬ ତାରିଖରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଓଡ଼ିଶା ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।ରାହୁଲ ଓଡ଼ିଶାରେ ପ୍ରବେଶ କରି ସୁନ୍ଦରଗଡ଼ରେ ରୋଡ୍ ସୋ’ କରିବେ। ଓଡ଼ିଶାରେ ପ୍ରାୟ ୨୦୦ କିଲୋମିଟର ପଦଯାତ୍ରା କରିବାର କାର୍ଯ୍ୟକ୍ରମ । ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ସ୍ଵାଗତ […]Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୩୧/୧ : ୨୦୧୬ ବ୍ୟାଚ ଆଇଏଏସ ବିଶାଲ ସିଂହ କେନ୍ଦୁଝର ଜିଲାପାଳ ଭାବେ ମଙ୍ଗଳବାର ଅପରାହ୍ନରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ସିଂହ ଦାୟିତ୍ଵଗ୍ରହଣ କରିବା ପୂର୍ବରୁ ଜିଲାର ଆରାଧ୍ୟ ଦେବୀ ମା ତାରିଣୀ ଏବଂ ରାଷ୍ଟ୍ର ଦେବ ପ୍ରଭୁ ବଳଦେବଜିଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଧାନ୍ୟ ଦେବେବୋଲି କହିଛନ୍ତି।ଏଥିସହ ଜିଲାର ବିକାଶ ପାଇଁ Continue Reading




