ଗୁଲାମ୍ ଗସ୍ଙ୍କ ରିପୋର୍ଟଧର୍ମଶାଳା/ଓଡିଶା , ୧୭/୭ : ଯାଜପୁର ଜିଲ୍ଲା ଜରାକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ହଲରେ ରାଜ୍ୟସ୍ତରୀୟ ୧୩ବର୍ଷରୁ କମ ଓପନ ବାଳକ ଓ ବାଳିକା ଫିଡେ ରେଟିଙ୍ଗ ଚେସ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି।ନିଖିଳ ଓଡିଶା ଚେସ ସଂଘ ଓ ଯାଜପୁର ୟୁନାଇଟେଡ଼ ଚେସ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାରୁ ୧୧୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଏହି ପ୍ରତିଯୋଗିତା ୪ ଦିନ ବ୍ୟାପି ଅନୁଷ୍ଠିଜତ ହେବ।ଜିଲ୍ଲା Continue Reading




