Home Posts tagged ODISHA (Page 45)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୩୧/୮ : ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ତ୍ରୁଟି ସୁଧାରିବାକୁ ବଡ଼ ପଦକ୍ଷେପ ନେଇଛି ରାଜ୍ୟ ନିର୍ବାଚନ କମିଶନ (SEC)। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ସେପ୍ଟେମ୍ବର ୩ରୁ ୧୧ ପର‌୍ୟ୍ୟନ୍ତ ଘରକୁ ଘର ବୁଲି ସ୍ୱତନ୍ତ୍ର ପାଇଲଟ୍ ସର୍ଭେ କରାଯିବ।ଏହି ସର୍ଭେ ବିଏମସିର ତିନୋଟି ୱାର୍ଡରେ ହେବ। ୧୦ ନମ୍ବର ୱାର୍ଡ (ଭୁବନେଶ୍ୱର-ଉତ୍ତର), ୩୫ ନମ୍ବର ୱାର୍ଡ (ଭୁବନେଶ୍ୱର-ମଧ୍ୟ) ଓ ୫୨ ନମ୍ବର Continue Reading
Odisha News
ଢେଙ୍କାନାଳ,୩୧/୮ : ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଉଳ ଏଟିଏମ୍‌ର ଶୁଭାରମ୍ଭ କରିଛନ୍ତି। ହିତାଧିକାରୀଙ୍କ ପାଇଁ ୨୪ ଘଣ୍ଟା ଏହି ସେବା ଉପଲବ୍ଧ ହେବ।ପିଙ୍ଗର ପ୍ରିଣ୍ଟ ଏବଂ କାର୍ଡ ନମ୍ବର ପକାଇ ହିତାଧିକାରୀ ଏଟିଏମ୍‌ରୁ ଚାଉଳ ଉଠାଇ ପାରିବେ। ଆଗକୁ ରାଜ୍ୟର ପ୍ରତ୍ୟେକ ଜିଲାରେ ଚାଉଳ Continue Reading
Top Stories
By Dr Satyajit Nayak, IPS Jajpur/Odisha,Aug 31 : Substance abuse is not merely an individual problem; it is a serious social challenge with consequences for public health, family welfare, education, employment and community safety. Drug and alcohol addiction can damage physical and mental well-being, disrupt families and contribute to wider social problems, including crime Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୩୦/୮ : ଆଜି ଚିଲିକା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ପ୍ରସାର, ଶିକ୍ଷାର ମାନବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ପାସ ହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୮ : ରବିବାର ଦିନ ୧୨.୩୦ ମିନିଟ ସମୟରେ ବୌଦ୍ଧ ଟାଉନହଲ୍‌ଠାରେ \”ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି\”, ବୌଦ୍ଧ ଜିଲ୍ଲା ଶାଖାର ୭ମ ତ୍ରୟବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ସମିତିର ସଭାପତି ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଧର୍ମଶାଳା,୩୦/୮ : ଧର୍ମଶାଳା ମହାବିଦ୍ୟାଳୟର ୪୯ତମ ପ୍ରତିଷ୍ଠା ଦିବସ ଆଜି କଲେଜ ପରିସରରେ ଅନିଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ସୁରେଶ ଚନ୍ଦ୍ର ଦାସ ସଭାପତିତ୍ୱ କରିଥିଲେ। ଅତିଥି ମାନଙ୍କୁ ସ୍ୱାଗତ କରିବା ନିମନ୍ତେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ସଙ୍ଗୀତ ଶିକ୍ଷକ ପୀତବାସ କର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।ମୁଖ୍ୟବକ୍ତା ଭାବରେ ମହାବିଦ୍ୟାଳୟର ପୂର୍ବତନ ଇଂରାଜୀ ବିଭାଗର ଅଧ୍ୟାପକ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୩୦/୮ : ପତ୍ନୀ କିମ୍ୱା ପିଲାଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ। ଏଣିକି ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ସିଧାସଳଖ ଟଙ୍କା କାଟି ପତ୍ନୀ ବା ସନ୍ତାନ ସନ୍ତତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ଅଭିଯୋଗ Continue Reading
Odisha News
ସୁନ୍ଦରଗଡ଼ , ୩୦/୮ : ଲହୁଣୀପଡ଼ା ଥାନାର ଏଏସଆଇ (ASI) ମଦନ ମୋହନ ମହାନ୍ତଙ୍କୁ ଭିଜିଲାନ୍ସ ବିଭାଗ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ସେ ଏକ ହୋଟେଲ ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡ ଧରାପଡ଼ିଛନ୍ତି।ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସଫଳ ଚଢ଼ାଉ କରାଯାଇ ଏଏସଆଇଙ୍କୁ କାବୁ କରାଯାଇଛି। ଏହି ମାମଲାରେ ଏଏସଆଇଙ୍କ ସହ ମନଦୀପ କୁମାର ଦାସମୋଦକ ନାମକ ଜଣେ ବେସରକାରୀ ବ୍ୟକ୍ତି (ସହଯୋଗୀ) ମଧ୍ୟ ଗିରଫ ହୋଇଛନ୍ତି।ସୂଚନା Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୯/୮ : ଜିଲ୍ଲା ପ୍ରଶାସନ, ନୟାଗଡ଼ ପକ୍ଷରୁ ଆଜି ପ୍ରାତଃ ୭ ଟା ସମୟରେ ନୟାଗଡ଼ସ୍ଥିତ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।ଭାରତୀୟ ହକିର କିମ୍ବଦନ୍ତୀ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଇଥାଏ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଅରକ୍ଷୀ ଅଧିକାରୀ ଶ୍ରୀ Continue Reading