Home Posts tagged ODISHA (Page 34)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୮/୭: ଖୋରଧା ସହରର ଏକମାତ୍ର ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ପରିଚିତ ଖୋରଧା ଷ୍ଟାଡିୟମରେ ଦୀର୍ଘଦିନ ଧରି ଲାଗି ରହିଥିବା ମୌଳିକ ସୁବିଧାର ଅଭାବକୁ ନେଇ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଶହ ଶହ କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିମାନେ ଏଠାକୁ ବ୍ୟାୟାମ, ଦୌଡ଼ ଏବଂ ଅଭ୍ୟାସ ପାଇଁ ଆସୁଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ସୁବିଧା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୮/୭ : ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ସମ୍ପନ୍ନ ହୋଇଛି । ସମସ୍ତ ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ମାଉସୀମା ମନ୍ଦିରରେ ପହଞ୍ଚିଛନ୍ତି ।ରଥ ସକାଳୁ ଆକାଶରୁ ଅବିରତ ବର୍ଷା ଝରୁଥିଲା, କିନ୍ତୁ ଭକ୍ତଙ୍କ ଉତ୍ସାହ କମି ନଥିଲା। ପ୍ରକୃତି ପ୍ରତିକୂଳ ଥିଲା, ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଧ ଆସ୍ଥା ଓ ଅତୁଟ ବିଶ୍ୱାସ ସମସ୍ତ ବାଧାକୁ ପଛରେ ପକାଇ Continue Reading
Top Stories
By Tapaswini Sahoo Paradeep/Odisha, July 18 : AM/NS Ports,in partnership with the District TB Council, Jagatsinghpur, has distributed 344 nutrition food baskets to 123TB patients in Kujanga Block and Paradeep Municipality under the Pradhan Mantri TB Mukt Bharat Abhiyaan.This multi-sectoral initiative highlights the vital role of nutritional support in strengthening the Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୮/୭ : ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ଜିର।ଙ୍ଗ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଶିଶୁ ଚ।ଲାଣ ବିରୁଦ୍ଧରେ ଜନସଚେତନତା କାର୍ଯ୍ୟକ୍ରମ କରାଇବା ଆମର ଶିଶୁ ସହାୟତା ହେଲ୍ପଲାଇନ ନ:-୧୦୯୮ର ପ୍ରଚାର ପାଇଁ ଓ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ଉପରେ ଏକ ସାମୁହିକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୮/୭: ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସିଛି ଏକ ବଡ଼ ପରିବର୍ତ୍ତନ। କ୍ୟାନସର ରୋଗୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏକ ବଡ଼ ଆଶ୍ୱସ୍ତି।ଏବେ ଆଉ ଅର୍ଥ ଅଭାବରୁ କ୍ୟାନସର ଚିକିତ୍ସା ଅଧାରେ ଅଟକିବ ନାହିଁ। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କ୍ୟାନସର ଚିକିତ୍ସାକୁ ସାମିଲ କରାଯାଇଛି ଏବଂ ଏଥିପାଇଁ ୧୨୧ଟି ନୂଆ ଚିକିତ୍ସା ପ୍ୟାକେଜ୍ ଯୋଡ଼ାଯାଇଛି। ଏହି ପଦକ୍ଷେପ ହଜାର ହଜାର କ୍ୟାନସର ରୋଗୀ ଓ Continue Reading
Odisha News
ଭୁବନେଶ୍ୱର, ୧୮/୭: ରାଜ୍ୟରେ ବର୍ଷାର ଲଗାଣ ଜାରି ରହିଛି। ଲଘୁଚାପ ପ୍ରଭାବରେ ଗତ କାଲି ରାତିଠାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅବିରତ ବର୍ଷା ହେଉଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଭୁବନେଶ୍ୱର, କଟକ ଓ ପୁରୀରେ ସାରା ରାତି ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ରାସ୍ତାରେ ପାଣି ଜମିଥିବାରୁ ଯାତାୟାତ ବ୍ୟାହତ ହେବା ସହ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ୨୪ ଘଣ୍ଟାରେ କେବଳ ପୁରୀରେ ୭୨ ମିଲିମିଟର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା , ୧୭/୭ : ବିଦେଶ ମାଟିରେ ପୁରୀ ଶ୍ରୀମନ୍ଦିରର ସମୃଦ୍ଧ ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ଜୀବିତ ରଖି, ବାହାରିନ୍ ଓଡ଼ିଆ ସମାଜ ଏବଂ ଇସ୍କନ ବାହାରିନ୍‌ର ମିଳିତ ଆନୁକୂଲ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି।ବାହାରିନ୍ ରାଜତନ୍ତ୍ରର ମାନାମା ସ୍ଥିତ ୨୦୦ ବର୍ଷର ପୁରୁଣା ଐତିହାସିକ ଶ୍ରୀନାଥ ଜୀ ମନ୍ଦିର ପରିସରରେ ଏହି ପବିତ୍ର ରଥଯାତ୍ରା ଆୟୋଜନ Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଧର୍ମଶାଳା/ଓଡିଶା , ୧୭/୭ : ଯାଜପୁର ଜିଲ୍ଲା ଜରାକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ହଲରେ ରାଜ୍ୟସ୍ତରୀୟ ୧୩ବର୍ଷରୁ କମ ଓପନ ବାଳକ ଓ ବାଳିକା ଫିଡେ ରେଟିଙ୍ଗ ଚେସ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି।ନିଖିଳ ଓଡିଶା ଚେସ ସଂଘ ଓ ଯାଜପୁର ୟୁନାଇଟେଡ଼ ଚେସ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାରୁ ୧୧୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଏହି ପ୍ରତିଯୋଗିତା ୪ ଦିନ ବ୍ୟାପି ଅନୁଷ୍ଠିଜତ ହେବ।ଜିଲ୍ଲା Continue Reading
Odisha News
ପୁରୀ, ୧୭/୭ : ଶେଷ ହେଲା ରଥ ଟଣା । ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ପୁରା ବଡ଼ଦାଣ୍ଡ । ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଶରଧାବାଲିରେ ପହଞ୍ଚିଛି।ଘଣ୍ଟ, ଶଙ୍ଖଧ୍ୱନି, ହରିବୋଲ ଓ ହୁଳହୁଳିରେ ସାରା ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ମୁଖରିତ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୭/୭ : ଗୁରୁବାର ଜାଗୁଳି ପାଟଣା ସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ଙ୍କ ଘୋଷଯାତ୍ରା ଅତି ଆନନ୍ଦ ଉଲ୍ଲାସ ଏବଂ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସମାପନ ହୋଇଯାଇଅଛି । ପ୍ରତ୍ୟୁଷ ୪ ଘଟିକା ସମୟରେ ମହାପ୍ରଭୁଙ୍କ ପହଡ଼ ଖୋଲା ହୋଇଥିବା ବେଳେ ପ୍ରାତଃ ୫ ଘଟିକାରେ ମଙ୍ଗଳ ଆଳତି, ପୂର୍ବାହ୍ନ ୧୧ ଘଟିକାରେ ଶଙ୍ଖୁଡ଼ି ଭୋଗ, ମଧ୍ୟାହ୍ନ ୧୨ ଘଟିକାରେ ସୂର୍ଯ୍ୟ ପୂଜା, ଅପରାହ୍ନ ୨ ଘଟିକାରେ ପହଣ୍ଡି Continue Reading