Home Posts tagged ODISHA (Page 35)
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୬/୮ : ନୟାଗଡ଼ ସାମ୍ବାଦିକ ଭବନରେ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ରୋଟାରୀ କ୍ଲବ ଓ ସାମ୍ବାଦିକ ଭବନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷ ନିରୂପମା ଖଟେଇ ଉଦଘାଟନ କରିଥିଲେ ।ଜିଲ୍ଲା ପରିଷଦ ଅଧ୍ୟକ୍ଷ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୬/୮ : ଚଳିତ ଲଗାଣ ବର୍ଷା ଫଳରେ ଉପୁଜିଥିବା ବନ୍ୟା ଯୋଗୁଁ କ୍ଷତି ଗ୍ରସ୍ତ ଜନସାଧାରଣଙ୍କ ଜ୍ୱଳନ୍ତ ସମସ୍ୟା ସମ୍ପର୍କରେବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ଗତକାଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ସ୍ଥିତି ସମୀକ୍ଷା ଓ ଆଲୋଚନା ପରେ ବୁଧବାର ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୫/୮ : ଜଙ୍ଗଲ ମଧ୍ୟରେ ବ୍ୟାପକ ଗଞ୍ଜେଇ ମହଜୁଦ୍ ରଖି ବ୍ୟବସାୟ ଉଦ୍ଦେଶ୍ୟରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଅଚାନକ ଚଢାଉ କରି ଦୁଇ କ୍ୟୁଣ୍ଟାଲ ୫୧ କେଜି ଗଞ୍ଜେଇ ଧରିବାରେ ସକ୍ଷମ ହୋଇଛି ।ପୋଲିସ ସୂତ୍ରରୁ ଏକ ପ୍ରେସ ବିବୃତ୍ତି ରୁ ଜଣାପଡ଼ିଛି ଯେ, ଗଜପତି ଜିଲ୍ଲା ଆର:ଉଦୟଗିରି ଥାନାର ଏସ:ଆଇ ଶ୍ରୀ ଲକ୍ଷ୍ମଣ ବେଶ୍ରା ଗତକାଲି ୦୪ ତାରିଖ ସକାଳ ସମୟରେ […]Continue Reading
Odisha News
କଟକ,୫/୮ : ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର ଏସ୍‌ସି/ଏସ୍‌ଟି କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ତଦନ୍ତରେ ସହଯୋଗ କରିବେ, ଓଡିଶା ଛାଡି ବାହାରକୁ ଯିବେ ନାହିଁ, ଆବଶ୍ୟକ ହେଲେ ତାଙ୍କର ପାସପୋର୍ଟ ଦାଖଲ କରିବେ, ବାହାରକୁ ଗଲେ କୋର୍ଟଙ୍କ ଅନୁମତିରେ ହିଁ ଯିବେ, ମାମଲାର ସାକ୍ଷୀ ଓ ବିଭାଗର ଅଧିକାରୀଙ୍କୁ Continue Reading
Top Stories
By Subrat Sarangi Mumbai/Bhubaneswar, Aug 5 : ArcelorMittal Nippon Steel India (AM/NS India) supplied 100% of the specialised steel required to build INS Malvan, the Indian Navy’s latest indigenously built Anti-Submarine Warfare Shallow Watercraft (ASW-SWC), commissioned on 22 July 2026 at Karwar, Karnataka. Manufactured at AM/NS India’s integrated steelmaking Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର ୫/୮: ବାଲିଅନ୍ତା କନଷ୍ଟେବଳ ସୌମ୍ୟ ହତ୍ୟାକାଣ୍ଡ ଘଟଣା । କୋର୍ଟରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୧୧ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ। ଭୁବନେଶ୍ବର SDJMକୋର୍ଟରେ ଚାର୍ଜସିଟ ଦାଖଲ । ୯ ଜଣ ଅଭିଯୁକ୍ତଙ୍କୁ ଚାର୍ଜସିଟରୁ ବାଦ ଦେଇଛି କ୍ରାଇମବ୍ରାଞ୍ଚ । ଏବେ ସୁଧା କିଛି ଅଭିଯୁକ୍ତ ଫେରାର ଥିବା ଚାର୍ଜସିଟରେ ଉଲ୍ଲେଖ ।Continue Reading
Odisha News
କୋରାପୁଟ, ୫/୮: କୋରାପୁଟ ବୈପାରୀଗୁଡାରେ ବିଲୁଆ ଆତଙ୍କ । ଗାଁ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ବିଲୁଆ । ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ବିଲୁଆ ଭୟରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି ।ସ୍କୁଲ ଯିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ । ପ୍ରବଳ ବର୍ଷା ଯୋଗୁଁ ବିଲୁଆ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଥିବା ଆଶଙ୍କା କରାଯାଉଛି । ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି […]Continue Reading
Ollywood News
By Shabiha Nur Khatoon Bhubaneswar/Odisha ,  August 5 : Acclaimed Odia film Dotpen is set to make its World Television Premiere on Zee Sarthak on Sunday, August 9, at 7 PM, bringing the emotionally charged drama to television audiences across Odisha for the first time. Widely appreciated for its gripping narrative and powerful performances during […]Continue Reading
Odisha News
କଟକ,୫/୮ : ଘନେଇଲା ବିବାଦ । ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲ୍ର ସମସ୍ତ ଓ୍ୱାର୍ଡେନ ଇସ୍ତଫା ପ୍ରଦାନ କରିଛନ୍ତି । ହଷ୍ଟେଲ ଦାୟିତ୍ୱରୁ ଓହରିବା ସହ ଭିସିଙ୍କୁ ଇସ୍ତଫା ଦେଇଥିବା ସୂଚନା ।ଖବର ଅନୁଯାୟୀ, ଦିନ ଗଡ଼ିବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିବାଦ ବଢିବାରେ ଲାଗିଛି । ଗତ ଶନିବାର ଠାରୁ ରେଭେନ୍ସା ଇଷ୍ଟ ହଷ୍ଟେଲ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।ଡେପୁଟି ଓ୍ୱାର୍ଡେନଙ୍କ ଇସ୍ତଫା ଦାବି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୮: ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବୌଦ୍ଧ ଶାଖା ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଦିବ୍ୟ ପ୍ରକାଶ ଭବନ ପରିସରରେ ଏକ ନିଶାମୁକ୍ତି ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ସମାଜରୁ ନିଶାସକ୍ତି ଦୂର କରି ଏକ ସୁସ୍ଥ, ସୁନ୍ଦର ଓ ସଂସ୍କାରବାନ୍ ସମାଜ ଗଠନର ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାବାସୀଙ୍କୁ ବୌଦ୍ଧକୁ ସମ୍ପୂର୍ଣ୍ଣ Continue Reading