Home Posts tagged ODISHA (Page 24)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର ୫/୮: ବାଲିଅନ୍ତା କନଷ୍ଟେବଳ ସୌମ୍ୟ ହତ୍ୟାକାଣ୍ଡ ଘଟଣା । କୋର୍ଟରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୧୧ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ। ଭୁବନେଶ୍ବର SDJMକୋର୍ଟରେ ଚାର୍ଜସିଟ ଦାଖଲ । ୯ ଜଣ ଅଭିଯୁକ୍ତଙ୍କୁ ଚାର୍ଜସିଟରୁ ବାଦ ଦେଇଛି କ୍ରାଇମବ୍ରାଞ୍ଚ । ଏବେ ସୁଧା କିଛି ଅଭିଯୁକ୍ତ ଫେରାର ଥିବା ଚାର୍ଜସିଟରେ ଉଲ୍ଲେଖ ।Continue Reading
Odisha News
କୋରାପୁଟ, ୫/୮: କୋରାପୁଟ ବୈପାରୀଗୁଡାରେ ବିଲୁଆ ଆତଙ୍କ । ଗାଁ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ବିଲୁଆ । ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ବିଲୁଆ ଭୟରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି ।ସ୍କୁଲ ଯିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ । ପ୍ରବଳ ବର୍ଷା ଯୋଗୁଁ ବିଲୁଆ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଥିବା ଆଶଙ୍କା କରାଯାଉଛି । ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି […]Continue Reading
Odisha News
କଟକ,୫/୮ : ଘନେଇଲା ବିବାଦ । ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲ୍ର ସମସ୍ତ ଓ୍ୱାର୍ଡେନ ଇସ୍ତଫା ପ୍ରଦାନ କରିଛନ୍ତି । ହଷ୍ଟେଲ ଦାୟିତ୍ୱରୁ ଓହରିବା ସହ ଭିସିଙ୍କୁ ଇସ୍ତଫା ଦେଇଥିବା ସୂଚନା ।ଖବର ଅନୁଯାୟୀ, ଦିନ ଗଡ଼ିବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିବାଦ ବଢିବାରେ ଲାଗିଛି । ଗତ ଶନିବାର ଠାରୁ ରେଭେନ୍ସା ଇଷ୍ଟ ହଷ୍ଟେଲ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।ଡେପୁଟି ଓ୍ୱାର୍ଡେନଙ୍କ ଇସ୍ତଫା ଦାବି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୮: ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବୌଦ୍ଧ ଶାଖା ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଦିବ୍ୟ ପ୍ରକାଶ ଭବନ ପରିସରରେ ଏକ ନିଶାମୁକ୍ତି ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ସମାଜରୁ ନିଶାସକ୍ତି ଦୂର କରି ଏକ ସୁସ୍ଥ, ସୁନ୍ଦର ଓ ସଂସ୍କାରବାନ୍ ସମାଜ ଗଠନର ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାବାସୀଙ୍କୁ ବୌଦ୍ଧକୁ ସମ୍ପୂର୍ଣ୍ଣ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪ /୮ : ଭାରତ ନିର୍ବାଚନ ଆୟୋଗ ୦୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ -SIR- ୨୦୨୬ କାର୍ଯ୍ୟକ୍ରମର ସଂଶୋଧିତ ସମୟସୂଚୀ ପ୍ରକାଶ କରିଛନ୍ତି।ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧକ୍ରମେ ଭୋଟରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସମୟସୀମା ବୃଦ୍ଧି କରାଯାଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ଭୋଟର ତାଲିକାରେ ନାମ ଯୋଡିବା, କାଟିବା, Continue Reading
Ollywood News Top Stories
By Shabiha Nur Khatoon Bhubaneswar/Odisha, Aug 4 : Marking the beginning of yet another exciting cinematic venture, Amiya Patnaik Productions conducted the script puja of its upcoming Odia feature film, ‘Etiki Thilaa,’ on the auspicious occasion of Bahuda Yatra. Continuing a long-standing tradition, the ceremony was held at the revered Sankat Mochan Hanuman Temple, Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ,୪/୮ : ଗାନ୍ଧିଜୀଙ୍କ ଡାକରାରେ ଲବଣ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନ ରେ ସାମିଲ ହୋଇ ହଜାରିବାଗ ଜେଲ ରେ ସ୍ୱର୍ଗତ ନିତ୍ୟାନନ୍ଦ କାନୁନଗୋ ୭ ବର୍ଷ କାରାବରଣ କରିଥିଲେ । ଓଡ଼ିଶାର ପ୍ରଥମ ମନ୍ତ୍ରିମଣ୍ଡଳ ରେ ସେ ମନ୍ତ୍ରୀ ଥିଲେ । ପରେ କଟକ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନରେ ଜୟଲାଭ କରି କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ।ତାପରେ ବିହାର ଓ ଗୁଜୁରାଟ ରାଜ୍ୟର ରାଜ୍ୟପାଳ ହୋଇ ରାଜନୀତିରୁ ଅବସର ନେଇଥିଲେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୮ : ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ( ଡି:ପି:ଆଇ:ଆଇ:ଟି) ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ”ତେଜାସ” (ଟ୍ରାନ୍ସଫର୍ମ ଏଣ୍ଟରପ୍ରେନିୟୁରିଆଲ ଜର୍ଣିସ ଏକ୍ରସ ଷ୍ଟେଟ୍ ଏଣ୍ଡ ଡିଷ୍ଟ୍ରିକ୍ଟ) ତଥା ରାଜ୍ୟ ଏବଂ ଜିଲ୍ଲା ମଧ୍ୟରେ ଉଦ୍ୟୋଗୀ ଯାତ୍ରାକୁ ରୂପାନ୍ତରିତ କରିବା ସମ୍ପର୍କିତ ଏକ ଉଦ୍ୟୋଗୀ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୪/୮ : ଖୋରଧା ଜିଲ୍ଲାରେ ନିଶା କାରବାର ନିୟନ୍ତ୍ରଣ ପାଇଁ ପୁଲିସ ଲଗାତାର ସ୍ୱତନ୍ତ୍ର ଅଭିଯାନ ଚଳାଇଥିବାବେଳେ ଏକ ଦିନରେ ଦୁଇଟି ବଡ଼ ଧରଣର ଚଢ଼ାଉ ଜିଲ୍ଲାରେ ସକ୍ରିୟ ନିଶା କାରବାର ର ବ୍ୟାପକ ନେଟୱର୍କକୁ ପୁଣିଥରେ ସାମ୍ନାକୁ ଆଣିଛି। ବୋଲଗଡ଼ ଓ ଖୋରଧା ସଦର ଥାନା ପୁଲିସ ପୃଥକ ଅଭିଯାନରେ ୬୦ କେଜି ୩୫୦ ଗ୍ରାମ ଗଞ୍ଜେଇ ଏବଂ ୧୦୦ ବୋତଲ କୋଡିନ କଫ ସିରପ ଜବତ କରିଛି। ଏହି […]Continue Reading