Home Posts tagged ODISHA (Page 23)
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୦/୧୦ : ନୟାଗଡ ଜିଲ୍ଲାରେ ଯୋଜନାବଦ୍ଧ ଭାବେ ଆଇନଶୃଙ୍ଖଳା ଆଳଦେଖାଇ ବିଭିନ୍ନ ପ୍ରମୁଖ ମହାବିଦ୍ୟାଳୟ ମାନଙ୍କରେ ଶାନ୍ତିର ସହିତ ଚାଲୁଥିବା ଛାତ୍ରସଂସଦ ନିର୍ବାଚନ ପ୍ରକ୍ରିୟା କୁ ବାତିଲ କରାଯାଇ କ୍ୟାମ୍ପସ ଗଣତନ୍ତ୍ର କୁ ହତ୍ୟା କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ କ୍ଷୋଭର ସହିତ ଅଭିଯୋଗ କରିଛନ୍ତି ।ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଛାତ୍ର ବିରୋଧୀ ନିଷ୍ପତି Continue Reading
Top Stories
BY AKSHAYA SAHOO JAJPUR/ODISHA, OCT 10 : The overall development of Jajpur district is my first priority, BJP MP Dr Rabindra Narayan Behera has said, stressing the need to improve connectivity, infrastructure, agriculture, education, tourism and employment opportunities. He said he would continue to raise the district’s concerns in Parliament and coordinate with the State Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୦/୧୦ : ଭୁବନେଶ୍ୱରସ୍ଥିତ ରେଳ କୁଞ୍ଜ ଅଡିଟୋରିୟମ ଠାରେ ଆୟୋଜିତ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସମାରୋହରେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବୌଦ୍ଧର ପ୍ରଣାମ ନୃତ୍ୟାନୁଷ୍ଠାନ ନୃତ୍ୟଗୁରୁ ପ୍ରଶାନ୍ତ କୁମାର ଭାଇନାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନସ୍ଥ RRTC-NRCWD ପକ୍ଷରୁ ଏହି ସମାରୋହ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୦/୧୦ : ଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଆର: ସୀତାପୂର-ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପ୍ରଯୁକ୍ତି ଓ ପରିଚାଳନା (ସିୟୁଟିଏମ) ପରିସରରେ “ମୂଳ ଇଞ୍ଜିନିୟରିଂ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ) ଓ ମେସିନ୍ ଲର୍ଣ୍ଣିଂର ପ୍ରୟୋଗ” ଶୀର୍ଷକ ଦୁଇ ସପ୍ତାହିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ (ଏଫଡ଼ିପି)ର ଉଦ୍‌ଯାପନୀ ସମାରୋହ ଆଜି ୧୦/୧୦/୨୦୨୬ ରେ ଅନୁଷ୍ଠିତ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୯/୧୦ : ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ। ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି କନ୍ଧମାଳ ଜିଲ୍ଲାର ସର୍ବପୁରାତନ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସର। ନିର୍ବାଚନୀ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ ହୋଇଥିବାବେଳେ ମୋଟ ୮ଟି ପଦବୀ ପାଇଁ ୪୦ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇଛନ୍ତି।ଏଥିମଧ୍ୟରେ ସଭାପତି ପଦ ପାଇଁ ସର୍ବାଧିକ ୧୦ ଜଣ ନାମାଙ୍କନ ଦାଖଲ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୯/୧୦ : ବୌଦ୍ଧ ଦୀର୍ଘଦିନର ପ୍ରତୀକ୍ଷାପରେ ରାଜ୍ୟସରକାର ଛାତ୍ରସଂସଦ ନିର୍ବାଚନ ଘୋଷଣା କରିଥିବା ବେଳେ ପୂର୍ବରୁ ବିଜୁ ଜନତା ଦଳ ଯାହା ଆକଳନ କରିଥିଲାଆଜି ତାହା ସତ୍ୟରେ ପ୍ରମାଣିତ ହୋଇଛି । ସମ୍ଭାବ୍ୟ ପରାଜୟ ଭୟରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଶାସକ ଦଳର ଚାପରେ କଲେଜ କର୍ତ୍ତ୍ତୃପକ୍ଷ ଅନୈତିକ ଭାବେ ସମସ୍ତ ପ୍ରତୀଦ୍ୱନ୍ଦୀଙ୍କ ନାମାଙ୍କନ ପତ୍ରକୁ ଖାରଜ କରିଛନ୍ତି ଏହାକୁ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଅଂଶୁମାନ Continue Reading
Top Stories
By Prakash Panigrahi Berhampur/Odisha,Oct 9 : TP Southern Odisha Distribution Limited (TPSODL) flagged off an E-Vehicle at its PanchmangalamDhoopbatti Centre located in Panchama Village, Rangeilunda Block, to support the marketing and distribution of eco-friendly incense sticks made by women members of a Self-Help Group (SHG). Established by TPSODL, the centre empowers Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୧୦ : ଗଜପତି ଜିଲ୍ଲାରେ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସର୍ଭେ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ସଠିକ୍ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମୁଖ୍ୟ ପ୍ରଶିକ୍ଷକ ମାନଙ୍କ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ପ୍ରଶିକ୍ଷଣ Continue Reading