ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୮/୯ : ଶୁନ୍ୟ ଅପରାଧ ସହନଶୀଳତାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗୃହ ବିଭାଗର ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ କାନୁନଗୋ ସମାଜରେ ବୃଦ୍ଧି ପାଉଥିବା ଅପରାଧର କିପରି ହ୍ରାସ ଘଟିବ ତଥା ସମସ୍ତ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ କିପରି ମିଳିପାରିବ ସେ କଥାକୁ ଚିନ୍ତା କରି ଗଜପତି ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଅଜିତ କୁମାର ପଟ୍ଟନାୟକ ତଥା ଗଜପତି ଜିଲ୍ଲା Continue Reading
By Prakash Panigrahi Berhampur/Odisha, Sep 8 : TP Southern Odisha Distribution Limited (TPSODL) will organise the 3rd National Lok Adalat and Enforcement Settlement Camp on Saturday, September 12, across its entire operational region. The initiative aims to offer consumers a simple and accessible platform to settle cases related to unauthorised Continue Reading
ଭୁବନେଶ୍ୱର, ୮/୯ : ଦେଶର ରାଜଧାନୀ ନୂଆଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣା ପରେ ଏବେ ତତ୍ପର ହୋଇଉଠିଛନ୍ତି ଓଡ଼ିଶା ସରକାର। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ନାଗରିକଙ୍କ ଧନଜୀବନର ସୁରକ୍ଷାକୁ ଆଖିଆଗରେ ରଖି ଅସୁରକ୍ଷିତ ଓ ବିପଦପୂର୍ଣ୍ଣ କୋଠାଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଜବାଜ ହୋଇଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ଏଥିପାଇଁ ଏକ ସ୍ୱତନ୍ତ୍ର ୧୫ ଦିନିଆ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି।୧୫ ଦିନିଆ ଯାଞ୍ଚ ଅଭିଯାନ ଓ Continue Reading
By Akshya Rout Jajpur/Odisha, Sep 8: Foundation stones were laid on Thursday for an Urban Primary Health Centre (UPHC), a new office building for the Jajpur Goods and Services Tax (GST) Circle and Enforcement Unit at Jajpur Road, and residential quarters for employees in Byasanagar of Jajpur district. Korei MLA and Chairman of the Jajpur […]Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୭/୯: ଖୋର୍ଦ୍ଧା ସହରର ହାବେଳି ପଡ଼ିଆରେ ସପ୍ତ ଦିନ ବ୍ୟାପୀ ଚାଲିଥିବା ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଭକ୍ତିମୟ ପରିବେଶରେ ସୋମବାର ଉଦ୍ଯାପିତ ହୋଇଛି।ଓଡ଼ିଶା ସର୍ଭିସ ସେଣ୍ଟର ଫର ଦି ଡିଭ୍ୟାଙ୍ଗ ପିପୁଲ୍ସ, ପୁରୀ ଆନୁକୂଲ୍ୟରେ ଏବଂ ବିଶ୍ୱ ହିନ୍ଦୁ ପରିଷଦ, ଖୋର୍ଦ୍ଧାର ସହଯୋଗରେ ଆୟୋଜିତ ଏହି ମହୋତ୍ସବରେ ମହାପ୍ରଭୁଙ୍କ ବିଭିନ୍ନ ବେଶର ଦର୍ଶନ ସହ ଭଜନ, ପ୍ରବଚନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୯: ବୌଦ୍ଧ ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭାଗୃହରେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ଯୁଗ୍ମ ଭାବେ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୭/୯ : ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ଓ ‘ମିସାଇଲ୍ ମ୍ୟାନ୍’ ଭାବେ ପରିଚିତ ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କାଲାମଙ୍କ ଜାତୀୟ ସ୍ତରୀୟ ଜୟନ୍ତୀ ଅବସରରେ ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟ ପରିସର ଆଜି ପାଲଟିଥିଲା ଜ୍ଞାନ, ସୃଜନଶୀଳତା ଓ ଦେଶପ୍ରେମର ଏକ ଅନନ୍ୟ ମଞ୍ଚ। ଜାତୀୟ ସ୍ତରରେ ଆୟୋଜିତ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଭାବାନ Continue Reading
ପିପିଲି/ ପୁରୀ,୭/୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର ଦୁଇ ରାଜସ୍ୱ ଅଧିକାରୀଙ୍କୁ ୩୫ ହଜାର ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଧରିଛି ।ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଅଧିକାରୀ ହେଲେ ରେଭେନ୍ୟୁ ଇନ୍ସପେକ୍ଟର କଲ୍ୟାଣୀ ଜେନା ଏବଂ ଏଆରଆଇ ପୂର୍ଣ୍ଣଚନ୍ଦ୍ର ବେହେରା। ଜମିର ମ୍ୟୁଟେସନ୍ ମାମଲାରେ ତଦନ୍ତ ରିପୋର୍ଟ ପ୍ରସ୍ତୁତ ଓ ଫରୱାର୍ଡ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୭/୯: କ୍ରୀଡ଼ା କେବଳ ପଡ଼ିଆରେ ପଦକ ଜିତିବାର ଲଢ଼େଇ ନୁହେଁ;ଏହା ଏକ ପିଢ଼ିର ଅନୁଭବକୁ ପରବର୍ତ୍ତୀ ପିଢ଼ିର ଉତ୍ସାହ ସହ ଯୋଡ଼ି ଦେଉଥିବା ଏକ ନିରନ୍ତର ଯାତ୍ରା।ଖେଳାଳି ପରିବର୍ତ୍ତନ ହୁଅନ୍ତି,ପଦାଧିକାରୀ ପରିବର୍ତ୍ତନ ହୁଅନ୍ତି,କିନ୍ତୁ କ୍ରୀଡ଼ା ସଂଗଠନର ମୂଳ ଲକ୍ଷ୍ୟ ରହିଥାଏ,ଖେଳ ଓ ଖେଳାଳିଙ୍କ ବିକାଶ।ତେବେ ପ୍ରଶ୍ନ ଉଠୁଛି,କ୍ରୀଡ଼ା ସଂଗଠନର ପଦବୀ କ’ଣ ଏକ ଦୀର୍ଘସ୍ଥାୟୀ ଅଧିକାର,ନା ଏହା ଏକ ନିର୍ଦ୍ଦିଷ୍ଟ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୭/୯: ଖୋରଧା ରୋଟାରୀ କ୍ଲବ ପରିସରରେ ଗୁରୁ ଦିବସ ଅବସରରେ ଗୁରୁବନ୍ଦନା ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଦସ୍ୟମାନେ ନିଜ ଶିକ୍ଷାଗୁରୁ ତଥା ମାର୍ଗଦର୍ଶକ ମାନଙ୍କୁ ସମ୍ମାନ ଜଣାଇ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱକୁ ସ୍ମରଣ କରିଥିଲେ।ଏହି ଅବସରରେ ରୋଟାରିଆନ ତଥା ପୂର୍ବତନ ଶିକ୍ଷାବିତ୍ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ନରସିଂହ ପ୍ରସାଦ ପଟ୍ଟନାୟକ, ଡ. ସୁବୋଧ ଜଗଦ୍ଦେବ, ପ୍ରଫେସର Continue Reading




