ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୭/୯ :ଶିକ୍ଷା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ଏହା ଏକ ଜାତିର ସାମାଜିକ, ସାଂସ୍କୃତିକ ଓ ବୌଦ୍ଧିକ ବିକାଶର ମୂଳଦୁଆ।ଏହି ମହତ୍ତ୍ୱପୂର୍ଣ୍ଣ ଆଦର୍ଶକୁ ପାଥେୟ କରି ଦୀର୍ଘ ବର୍ଷ ଧରି ଶିକ୍ଷାର ଆଲୋକ ବିତରଣ କରିଆସୁଛି ଖୋରଧାର ଐତିହାସିକ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ଉଚ୍ଚ ବିଦ୍ୟାଳୟ। ଅତୀତର ଗୌରବମୟ ଇତିହାସ, ସମୃଦ୍ଧ ଶିକ୍ଷାଦାନର ପରମ୍ପରା ଓ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସ୍ମୃତିକୁ ନେଇ ଏହି Continue Reading




