Home Posts tagged ODISHA (Page 18)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଭୁବନେଶ୍ୱର, ୧୭/୮: ଦେଶପ୍ରେମ, ଜାତୀୟ ଏକତା ଓ ସ୍ୱାଧୀନତା ସଂଗ୍ରାମର ବୀର ସହିଦମାନଙ୍କ ସ୍ମୃତିଚାରଣ ମଧ୍ୟରେ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ମାନେ ଏକତ୍ରିତ ହୋଇ ସ୍ୱାଧୀନତାର ମୂଲ୍ୟବୋଧକୁ ସ୍ମରଣ Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟ୍ଯାଜପୁର, ୧୬/ ୮ : ମାଇ ଭାରତ ଯାଜପୁର ପକ୍ଷରୁ ଜିଲ୍ଲାରେ ‘ହର ଘର ତିରଙ୍ଗା ଅଭିଯାନ’ ଆୟୋଜନ କରାଯାଉଛି। ଜାତୀୟ ପତାକା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହିତ ବିଶେଷକରି ଯୁବବର୍ଗଙ୍କୁ ଏହି ଅଭିଯାନରେ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିବା ଏହାର ଉଦ୍ଦେଶ୍ୟ।ଏହି ଅଭିଯାନର ଅଂଶ ଭାବେ ୧୪ ଅଗଷ୍ଟ ୨୦୨୬ରେ ଭି.ଏନ୍. ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନସିସି ସହଯୋଗରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।୧୫ ଅଗଷ୍ଟ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୬/୮ : ୧୯୯୦ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଅଧିକାରୀ ଯୋଗେଶ ବାଦାଦୂର ଖୁରାନିଆ ରବିବାର କାର୍ଯ୍ୟରୁ ଅବସର ନେଇଛନ୍ତି । ଖୁରାନିଆଙ୍କ ସ୍ଥାନାରେ କ୍ରାଇମବ୍ରାଞ୍ଚ ଡିଜି ୧୯୯୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ଅନ୍ତରୀଣ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଖୁରାନିଆ ଶ୍ରୀଯୁକ୍ତ ମିଶ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଡିଜିପି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୬/୮: ଆସନ୍ତା ୨୦ ତାରିଖ ଯାଏ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୫ ଦିନ ପ୍ରବଳ ବର୍ଷା, ବଜ୍ରପାତ ଓ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।ସେହିପରି ରବିବାର ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ […]Continue Reading
Odisha News
ଗଣେଶ ରାଜୁଙ୍କ ରିପୋର୍ଟଗଜପତି, ୧୬/୮ : ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ପାରଳାଖେମୁଣ୍ଡି: ସି.ଆଇ.ଡି. କ୍ରାଇମବ୍ରାଞ୍ଚ (ସିଆଇଡି-ସିବି), ଓଡ଼ିଶା ଦ୍ୱାରା ପ୍ରାୟୋଜିତ ଏବଂ ପରିଚାଳିତ ଏକ ବ୍ୟାପକ ସାଇବର ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ପୋଲିସ ମୁଖ୍ୟାଳୟ ଏବଂ ଗଜପତି ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୫/୮ :ରକ୍ତଦାନ ଏକ ମହତ କାର୍ଯ୍ୟ। ଜଣଙ୍କର ଦାନ କରାଯାଇଥିବା ରକ୍ତ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ସମାଜସେବୀ ପ୍ରଦୀପ୍ତ କୁମାର ବରାଳ ଏହି ନିବେଦନ କରିଛନ୍ତି । ସେ କହିଛନ୍ତି କୁହାଯାଏ, ରକ୍ତଦାନ ମହାପୁଣ୍ୟ ।ରକ୍ତଦାନ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଂଚାଇ ଥାଏ । ଏହା ଥାଲେସେମିଆ ଭଳି ମାରାତ୍ମକ ରୋଗରେ ପୀଡିତ ରୋଗୀଙ୍କ ଜୀବନକୁ ବଢ଼ାଇବାରେ ସହାୟକ ହୁଏ ।ମା’ ଓ ଶିଶୁର ସ୍ୱାସ୍ଥ୍ୟରେ ଏହାର ବଡ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୫/୮: ଖୋରଧା ସଦର ମହକୁମା ବି ଜେ ବି ଉଚ୍ଚ ବିଦ୍ୟାଳୟ ପଡିଆରେ ଖୋରଧା ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି ।ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ଦେମାତରମ୍ ଓ ଜନ ଗଣମନ ଗାନ ପୂର୍ବକ ଜାତୀୟ ପତାକାକୁ ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୫/୮ : ଯାଜପୁର ଜିଲ୍ଲା ଜାରକା ଠାରେ ଆୟୋଜିତ ୮୦ ତମ ସ୍ୱାଧୀନତା ଦିବସ ଏହି ପବିତ୍ର ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଶତାଧିକ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ବ୍ୟାଟେରୀ ଚାଳିତ ଇ-ସ୍କୁଟର ପ୍ରଦାନ କରିଥିଲି। ଏହା ସେମାନଙ୍କ ଆତ୍ମନିର୍ଭରଶୀଳତା ଓ ସ୍ୱାବଲମ୍ବନର ପଥକୁ ଆହୁରି ସୁଗମ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ବିଧାୟକ ସାହୁ କହିଛନ୍ତି ।ଏହା ସହିତ ଅଟୋ, ରିକ୍ସା ଓ ଟ୍ରଲି ଚାଳକ, ଆଶା […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୫/୮ : ଓଡ଼ିଶା ନକ୍ସଲମୁକ୍ତ ହେବା କେବଳ ଏକ ହିଂସାତ୍ମକ ଅଧ୍ୟାୟର ସମାପ୍ତି ନୁହେଁ। ଏହା ଏକ ବୃହତ୍ତର ଦାୟିତ୍ୱର ଆରମ୍ଭ—ସୁରକ୍ଷା କ୍ଷେତ୍ରର ସଫଳତାକୁ ଦୀର୍ଘସ୍ଥାୟୀ ଶାନ୍ତି, ବିକାଶ ଓ ଜନବିଶ୍ୱାସରେ ପରିଣତ କରିବା।ପ୍ରାୟ ଦୁଇ ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦ ଓଡ଼ିଶାର ଦୁର୍ଗମ ଓ ଘଞ୍ଚ ଜଙ୍ଗଲ ଅଞ୍ଚଳଗୁଡ଼ିକ ଉପରେ ଏକ ଅନ୍ଧକାର ଛାୟା ପକାଇଥିଲା। ହିଂସା, ରାଜ୍ୟର ଦୁର୍ବଳ ଉପସ୍ଥିତି, ବିକାଶର ମନ୍ଥର ଗତି ଓ ନିରନ୍ତର Continue Reading