Home Posts tagged ODISHA (Page 12)
Odisha News
ଦେବଗଡ଼, ୧୭/୯ : ବୁଧବାର ସନ୍ଧ୍ୟା ୫ଟାରେ ମାଆକୁ ଜଣାଇ ବାହାରକୁ ଗଲା ପୁଅ। ଆଉ ରାତି ପ୍ରାୟ ୧୧ଟାରେ ବଡ଼ ପୁଅ ପାଖକୁ ମେସେଜ ଆସିଲା ଯେ ତୁମ ଭାଇକୁ ପୋଡ଼ି ମାରି ଦେଉଛନ୍ତି।ଏହା କହିଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ସଦର ଥାନାରେ ବିଭତ୍ସ ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକଙ୍କ ବାପା। ସେପଟେ ମୁଖ୍ୟ ଅଭିଯୁକ୍ତ ଝିଅର ବାପା ଯୁବକଙ୍କୁ ହତ୍ୟା କରିଥିବା ଥାନାରେ ସ୍ଵୀକାର କରିଛନ୍ତି। ଆଉ କହିଛନ୍ତି, ମୋ ଝିଅ ସହ ପ୍ରେମ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୭/୯ : ସମ୍ଭାବ୍ୟକୁ ବାତ୍ୟାକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଭିତରେ ଆସିଛି ବଡ଼ ଅପଡେଟ୍। ଏ ବଡ଼ ସୂଚନା ଦେଇଛି IMDବା ଭାରତୀୟ ପାଣିପାଗ ବିଭାଗ। ଓଡ଼ିଶାକୁ ବାତ୍ୟା ଆସିବା ନେଇ ଅନେକ ପାଣିପାଗ ବିଜ୍ଞାନୀ ଭିନ୍ନ ଭିନ୍ନ ଆକଳନ କରିଛନ୍ତି।ପାଣିପାଗ ମଡେଲରେ ବି ଭିନ୍ନତା ଆସୁଥିଲା। ଏହାରି ଭିତରେ ବୁଲେଟିନ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି। ଯଦି ଆଇଏମଡିର ପୂର୍ବାନୁମାନକୁ ଦେଖିବା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୯ : ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଜମୁଛି ପାଣି। କେଉଁଠି ଆଣ୍ଠୁଏ ତ କେଉଁଠି ପ୍ରାୟ ୪ ଫୁଟ ପର୍ଯ୍ୟନ୍ତ ବର୍ଷାଜଳ ଜମି ରହୁଛି। ଘରର ପ୍ରବେଶପଥ ଦେଇ ପାଣି ଭିତରକୁ ପଶୁଛି। ଛାତ୍ରଛାତ୍ରୀଙ୍କ ଯାତାୟାତଠାରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସା ପାଇଁ ଯିବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେଉଛି।ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଯାଏ ସ୍ଥାୟୀ ସମାଧାନ ହୋଇନଥିବାରୁ ଖୋରଧା ପୌର […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୯ : ସେମିକଣ୍ଡକ୍ଟର ଏବଂ ମୌଳିକ ବିଜ୍ଞାନ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଗବେଷଣାଗତ ସହଯୋଗ ବୃଦ୍ଧି ଏବଂ ଶିକ୍ଷାଗତ ତ‌ଥା ପାଣ୍ଡିତ୍ୟପୂର୍ଣ୍ଣ ଆଦାନପ୍ରଦାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଆଇଆଇଟି) ଭୁବନେଶ୍ବର ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସ) ଧାନବାଦ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।୧୬ ସେପ୍ଟେମ୍ବର ୨୦୨୬ Continue Reading
Odisha News
ବ୍ରହ୍ମପୁର,୧୬/୯ : ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି ।ଫଳରେ ବିଜେଡି ଜିଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି ।ଉକ୍ତ ହତ୍ୟା ମାମଲାର ସାକ୍ଷୀ ତଥା ଆଇନଜୀବୀ ଲଳିତ ମୋହନ ମଙ୍ଗରାଜ ଏନେଇ […]Continue Reading
Odisha News
ଓଡ଼ିଶା, ୧୬/୯ : ଗୋଟିଏ ଦିନରେ ଜଳ ନେଇଛି ୬ ଜଣଙ୍କ ଜୀବନ । ଗଞ୍ଜାମରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୩ ଜଣ ନାବାଳକ ଛାତ୍ର ପ୍ରାଣ ହରାଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି ।ହିଞ୍ଜିଳିରେ ୨ ଛାତ୍ର ମୃତଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଘୋଡ଼ାହାଡ଼ ନଦୀରେ ବିସର୍ଜନବେଳେ ୪ ଜଣ ଛାତ୍ର ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୫/୯ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସଂଲଗ୍ନ ଗୋଷାଣୀ ବ୍ଲକର ନୂଆ କେରେଣ୍ଡି ଗ୍ରାମ ନିକଟରେ ରାସ୍ତା ଓ ଭଙ୍ଗା ପୋଲର ସୁରକ୍ଷାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ଗୁରୁତର ସମସ୍ୟା ଦେଖା ଦେଇଛି।ରାମଲିଙ୍ଗେଶ୍ୱର ମନ୍ଦିର ପରିସର ସୀମା ପାଚେରିକୁ ଲାଗି ଏବଂ ପାରଳାଖେମୁଣ୍ଡି–ବ୍ରହ୍ମପୁର–ପଲାସା ଯାତାୟାତର ମୁଖ୍ୟ ରାସ୍ତା କଡ଼ ପାର୍ଶ୍ୱ ଧୋଇ ହୋଇ ଯାଇଥିବା ଏବଂ ତାକୁ ଲାଗିଏକ ଭୂତଳ ପୋଲ ଦୀର୍ଘଦିନ ଧରି Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର/ରାୟଗଡ଼ା, ୧୫/୯ : ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପୁଣି କାଢି ନେଲା ଏକ ନିରୀହ ଜୀବନ। ଗାଈ ଚରାଇ ଘରକୁ ଫେରୁଥିବା ବେଳେ ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଲୋକ ମୃତ୍ୟୁ ଘଟିଛି। ଏହି ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଟୁରିଗୁଡା ପଞ୍ଚାୟତ ଅନ୍ତର୍ଗତ ଟିଣାପଦର ଗ୍ରାମରେ।ମୃତକ ହେଲେ ଉକ୍ତ ଗ୍ରାମର ୪୨ବର୍ଷୀୟ ମାଧବ ପିଡକକା। ସୂଚନା ଅନୁସାରେ, ଆଜି ଅପରାହ୍ନରେ ସେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୫/୯ : ପାର୍ବଣ ଋତୁର ଆଗମନ ସହିତ ଖୋରଧା ସହରରେ ଉତ୍ସବର ରଙ୍ଗ ଲାଗିଛି। ଗଣେଶ ଚତୁର୍ଥୀ ଅବସରରେ ସହରର ବିଭିନ୍ନ ସାହି, ବସ୍ତି, କ୍ଳବ ଓ ପୂଜାମଣ୍ଡପରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ଆରାଧନା ଶ୍ରଦ୍ଧା, ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି।ସକାଳୁ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ବେଳକୁ ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାଗମରେ ସହରର ପରିବେଶ ଚଳଚଞ୍ଚଳ ହୋଇଉଠିଥିଲା।ଗଣେଶ Continue Reading