Home Posts tagged ODISHA (Page 11)
Ollywood News
By Shabiha Khatun Jeypore/ Koraput/Odisha, Sep 19 : The much-awaited Odia film _”Maliput Melodies”_, showcasing the beauty of Koraput – the heaven of natural beauty, has been released. Its premiere show was held at S.R. Novo Cinema Hall, Jeypore town, Koraput district. The premiere was graced by the entire cast and crew of the film […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୯/୯ : ଦର୍ଶନ ପାଇଁ ଯାଇଥିଲେ, ହେଲେ ଫେରିଲାନି ଜୀବନ। ମଧ୍ୟପ୍ରଦେଶରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏବେ ଶୋକରେ ବୁଡ଼ିଛି ଭୁବନେଶ୍ୱର।ମୃତକମାନେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲା ନାଲଖେଡ଼ାରେ ଥିବା ମା’ ବଗଳାମୁଖୀ ମନ୍ଦିର Continue Reading
Odisha News
ନବରଙ୍ଗପୁର/ ଓଡ଼ିଶା, ୧୯/୯ : ଗଛକାଟି ଫରେଷ୍ଟର ନିଲମ୍ବିତ । ବିନା ଅନୁମତିରେ ବେଆଇନ ଭାବେ ଗଛ କାଟିବା ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ଓଡ଼ିଶାର ନବରଙ୍ଗପୁର ଡିଏଫ୍ଓ (DFO) ଉଦୟନ ସୁବୁଦ୍ଧି ଜଣେ ଫରେଷ୍ଟରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।ନିଲମ୍ବିତ ହୋଇଥିବା ଅଧିକାରୀ ଜଣକ ହେଉଛନ୍ତି ନବରଙ୍ଗପୁର ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନର ଫରେଷ୍ଟର ବିପିନ କୁମାର ହରିଜନ।ସୂଚନା ଅନୁଯାୟୀ ଫରେଷ୍ଟର ବିପିନ କୁମାର ହରିଜନ ଝରିଗାଁ ମୋହରା ସେକ୍ସନରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୯ : ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରାମର୍ଶଦାତା କମିଟି (DCC) ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (DLRC) ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକର ପ୍ରାରମ୍ଭରେ ଲିଡ୍ ବ୍ୟାଙ୍କ ମ୍ୟାନେଜର ଡନ୍ ବାସ୍କୋ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ସେ ଜିଲ୍ଲାର ବ୍ୟାଙ୍କିଙ୍ଗ୍ ସ୍ଥିତି ଉପରେ ତଥ୍ୟ ଉପସ୍ଥାପନ କରି ଜଣାଇଥିଲେ ଯେ ଜିଲ୍ଲାରେ ମୋଟ Continue Reading
Top Stories
 By Akshya Rout Jajpur/Odisha,Sep 18 :  Central Range Inspector General of Police Dr Satyajit Nayak, IPS, has said that the safety and security of women and children would remain the police’s first priority, stressing the need for preventive policing, greater vigilance and prompt response to complaints involving vulnerable sections. Addressing police personnel, Continue Reading
Top Stories
By Prakasha Panigrahi Berhampur/Odisha, Sep 18 : Taking the message of rooftop solar beyond conventional communication channels, TP Southern Odisha Distribution Limited (TPSODL), a joint venture between Tata Power and the Government of Odisha, is conducting NukkadNataks across its eight-district operational area to create awareness about the Pradhan Mantri Surya Ghar: Muft Continue Reading
Odisha News
ଭୁବନେଶ୍ୱର, ୧୮/୯ : ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ରାଜ୍ୟ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ପରିବହନ ବିଭାଗରେ କାର‌୍ୟ୍ୟରତ ଥିବା ଜଣେ କନିଷ୍ଠ ମହିଳା କର୍ମଚାରୀଙ୍କ ଘରେ ପଶିବା ଏବଂ ହଙ୍ଗାମା ନେଇ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି ।ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ମହିଳାଙ୍କ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୮/୯ : ଗଜପତି ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଜିଲ୍ଲା, ବ୍ଲକ, ଗ୍ରାମ ପଞ୍ଚାୟତ ଓ ଘରେ ଘରେ ଆୟୋଜିତ ହୋଇଯାଇଛି।ଏହି କ୍ରମରେ ପାରଳାଖେମୁଣ୍ଡି ସ୍ଥିତ ବଡ଼ ରାଧାକାନ୍ତ ମଠ ଓ ରାଧାକୃଷ୍ଣ ମନ୍ଦିର, ଶ୍ୟାମ ବିହାର ପରିସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିଦ୍ର ହୋନନାଗା, ମୁଖ୍ୟ ଉନ୍ନୟନ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୭/୯ : ଖୋରଧା ଶିଳ୍ପାଞ୍ଚଳ ଥାନା ଅଧୀନ ଗଡ଼ଖୋର୍ଦ୍ଧାସ୍ଥିତ ମା\’ ଗଡ଼ଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ଏକ ଗୋଦାମ ରୁ ଡକ୍ଟାଇଲ ଆଇରନ (ଡିଆଇ) ପାଇପ ଚୋରି ଅଭିଯୋଗ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।ଏହି ଘଟଣାରେ ଚୋରି ହୋଇଥିବା ୧୫ଟି ଡିଆଇ ପାଇପ ପୁଲିସ ଉଦ୍ଧାର କରିଛି। ଚୋରି ହୋଇଥିବା ପାଇପ କିପରି ଗୋଦାମ ରୁ ବାହାରିଲା ଏବଂ ପରବର୍ତ୍ତୀ ସମୟରେ କାହା କାହା ହାତକୁ ଯାଇଥିଲା, ତାହା […]Continue Reading
Top Stories
By Tapaswini Sahoo Bhubaneswar/Odisha, Sep 17 : ArcelorMittal Nippon Steel India (AM/NS India) has strengthened its leadership in advanced steel manufacturing by securing Bureau of Indian Standards (BIS) licences under two significant new standards. The achievements reinforce the company’s commitment to innovation, quality, and the Government of India’s Make in India Continue Reading