ଓଡ଼ିଶା, ୩/୧୧ : ବାତ୍ୟା ‘ମୁରାସୁ’ ନେଲୋର ଏବଂ ନରସପୁର ମଧ୍ୟରେ ବାତ୍ୟା ସ୍ଥଳଭାଗରେ ଛୁଇଁଛି। ଉପକୂଳ ଅଞ୍ଚଳରେ ୧୦୦-୧୧୦ କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହିତ ୧୨୦ କିଲୋମିଟର ବେଗରେ ପବନ ବହିଛି। ଏହି ପବନ ଜାରି ରହିବାର ସମ୍ଭାବନା ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଆନ୍ଧ୍ରପ୍ରଦେଶରେ ବର୍ଷା ଜାରି ରହିଛି। ତେବେ ବାତ୍ୟା ମୁରାସୁ ଓଡ଼ିଶା ଉପରେ ପ୍ରଭାବ ପକାଇ ପାରି ନାହିଁ। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି।ଉପକୂଳ […]Continue Reading




