Odisha News ପାଣି ଭର୍ତ୍ତି ଖାଲରେ ପଡ଼ିଗଲା କାର୍; ଦମ୍ପତିଙ୍କ ମୃତ୍ୟୁ ପାରାଦୀପ, ୨/୯ : ପାରାଦୀପ ଗଡ଼ ବଜାର ନିକଟରେ ପାଣିଖାଲକୁ ଖସିଲା କାର। କାରରେ ଥିବା ଦମ୍ପତି ମୃତ। ମୃତକ ହେଲେ ବିଭୂତି ଭୂଷଣ ଦାସ ଓ ପତ୍ନୀ ପ୍ରତିମା ଦାସ। ପାରାଦ୍ଵୀପ ବନ୍ଦର ମେରାଇନ ବିଭାଗରେ ଚାକିରି କରିଥିଲେ ବିଭୂତି। ଡିଭାଇଡରରେ ପିଟି ହୋଇ ଖାଲକୁ ଖସିଥିବା ସୂଚନା।Continue Reading
Odisha News ଗିରଫ ପରେ ପୁଣି ଭିଜିଲାନ୍ସ ରେଡ୍, ରାଜସ୍ୱ ସହାୟକଙ୍କ ୬ ଠିକଣାରେ ଚଢ଼ାଉ ଜଗତସିଂହପୁର, ୨୪/୮ : ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସୋମବାର ସକାଳୁ ସକାଳୁ ରଘୁନାଥପୁର ବ୍ଲକ ପାଟେଣୀ ଗାଁ ସ୍ଥିତ ପୈତୃକ ବାସଭବନ, କାର୍ଯ୍ୟାଳୟ ଓ ଶ୍ୱଶୁର ଘର ସମେତ ଆଦି ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି ।ରଘୁନାଥପୁର ବ୍ଲକ ପାଟେଣୀ ଗାଁରେ ୭୦୦୦ ବର୍ଗ ଫୁଟ୍ ପରିମିତ ଏକ ଦୁଇ ମହଲା କୋଠା, ୪୦୦୦ ବର୍ଗ ଫୁଟ୍ ପରିମିତ ଜମି ଉପରେ […]Continue Reading
Odisha News ରାହାମାରେ ସେକ୍ସ ରାକେଟ, ଧରାପଡ଼ିଲେ ୪ ମହିଳା ଓ ଜଣେ ଯୁବକ ଜଗତସିଂହପୁର, ୮/୮ : ଘର ଭିତରେ ଚାଲିଥିଲା ସନ୍ଦେହଜନକ କାରବାର। ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ଏକ ସନ୍ଦିଗ୍ଧ ସେକ୍ସ ରାକେଟ୍ର ପର୍ଦ୍ଦାଫାସ କରିଛି ପୁଲିସ। ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରାହାମା ଗାଁ ନିକଟରେ। ତିର୍ତ୍ତୋଲ ଥାନା ଅଧୀନରେ ଏକ ଘରେ ଚାଲିଥିବା ଏହି କାରବାର ଉପରେ ଚଢ଼ାଉ କରି ୪ ଜଣ ମହିଳା ଓ ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ।ସୂଚନା ଅନୁସାରେ, ରାହାମା ନିକଟସ୍ଥ ଏକ ଘରେ ଦୀର୍ଘଦିନ ଧରି ସନ୍ଦେହଜନକ […]Continue Reading
Odisha News ୨୭୭ଗ୍ରାମ୍ ବ୍ରାଉନସୁଗାର ସହ କାର ଜବତ; ମହିଳାଙ୍କ ସମେତ ୫ଗିରଫ ଜଗତସିଂହପୁର, ୧/୬ : ଜଗତସିଂହପୁରରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଜିଲ୍ଲାରେ ଚାଲିଥିବା ବ୍ରାଉନସୁଗାର କାରବାର ଉପରେ ଚଢ଼ାଉ କରି ପୁଲିସ ୪୧.୫୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳା କିଙ୍ଗପିନ୍ ସମେତ ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଜିଲ୍ଲାରେ ଵେଧଡକ ଚାଲିଥିବା ନିଶା କାରବାରରକୁ ପୁଣିଥରେ ପଦାରେ ପକାଇଛି।ବିଶେଷ ସୂଚନା ଆଧାରରେ ଜଗତସିଂହପୁର ଏସ୍ଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଯଶୋବନ୍ତପୁର Continue Reading
Odisha News ମହିଳା ବାଥରୁମରେ ସ୍ପାଏ କ୍ୟାମେରା: ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା ଜଗତସିଂହପୁର, ୨୮/୫ ଜଗତସିଂହପୁର ଜିଲ୍ଲା ଊଜଊଇ କାର୍ଯ୍ୟାଳୟରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। କାର୍ଯ୍ୟାଳୟର ମହିଳା ୱାସରୁମ ଭିତରୁ ଏକ ସିକ୍ରେଟ କ୍ୟାମେରା ମିଳିବା ପରେ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। କିଏ ଏହି କ୍ୟାମେରା ଲଗାଇଥିଲା ଏବଂ ଏହା ପଛରେ କଣ ଉଦ୍ଦେଶ୍ୟ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ଗତ ୨୫ ତାରିଖରେ ଜଣେ ମହିଳା କର୍ମଚାରୀ ୱାସରୁମ Continue Reading
Odisha News ପାରାଦୀପ ଢିଙ୍କିଆରେ ହେବ ବୃହତ୍ତ ଇସ୍ପାତ ପ୍ରକଳ୍ପ, ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ଜଗତସିଂହପୁର /ଏରସମା, ୨୭/୫ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଢିଙ୍କିଆ ଠାରେ ପ୍ରସ୍ତାବିତ ବହୁ ପ୍ରତିକ୍ଷୀତ ଜେଏସଡବ୍ଲ୍ୟୁର ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ଭାରତର ବିକାଶର ମଙ୍ଗ ଧରିବ ପାରାଦ୍ୱୀପ । ପାରଦ୍ୱୀପଠାରୁ ଏରସମା ପର୍ୟ୍ୟନ୍ତ ଶିଳ୍ପର ବିକାଶ ହେବ Continue Reading
Odisha News ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍ ଜଗତସିଂହପୁର, ୨୦/୧୨ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍। ଜଗତସିଂହପୁର ବନ ବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସ ଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକା ସଙ୍ଗରେ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ତିର୍ତ୍ତୋଲ ଥାନା ସାମନ୍ତରାୟପୁର ଗାଁ ସ୍ଥିତ ପୈତୃକ ବାସଭବନରେ ବି ଚଢାଉ ହୋଇଛି। ଚଢଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, Continue Reading
Odisha News ଶାଶୁ-ବୋହୂ କଳିର ସମାଧାନ ପାଇଁ ବାପଘରକୁ ଆସିଥିଲେ, ପୁତୁରା ବୋହୂ ଆକ୍ରମଣରେ ପିଉସୀ ଶାଶୁ ମୃତ ଜଗତସିଂହପୁର, ୧୮/୧୨ : ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ ଶାଶୁଙ୍କର ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ୫୫ ବର୍ଷୀୟ ସବିତା ବିଶ୍ଵାଳ। ଏନେଇ ଜଗତସିଂହପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।ସୂଚନା ମୁତାବିକ, ଓଡ଼ିଶୋ ଗ୍ରାମର ସ୍ବର୍ଣ୍ଣଲତା ସ୍ବାଇଁ ଓ ତାଙ୍କ ବୋହୁ ଐଶ୍ୱରୀଆ ରାୟଙ୍କ ମଧ୍ୟରେ ନିୟମିତ କଳି ଝଗଡା ଲାଗି ରହୁଥିଲା। ତେବେ ଏହି […]Continue Reading
Odisha News ଶେଷରେ ଗରିଫ ହେଲା ସିକନ୍ଦର ଆଲମ, ଯାଜପୁରରୁ ଗିରଫ କଲା ପୁଲିସ, ୭ଦିନ ହେବ ଥିଲା ଫେରାର ଜଗତସିଂହପୁର, ୨୨/୧୧ : ଦୀର୍ଘ ୭ ଦିନର ଛକାପଞ୍ଝା ପରେ ଶେଷରେ ସିକନ୍ଦର ଆଲାମ୍ ଓରଫ୍ ସିକେକୁ ଜଗତସିଂହପୁର ପୋଲିସ ଗିରଫ କରିବାରେ ସଫଳ ହୋଇଛି ।ବାଂଲାଦେଶୀଙ୍କୁ ରଖିବା ମାମଲାରେ ସିକନ୍ଦରକୁ ଯାଜପୁରରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତା ନିକଟରୁ ବିଭିନ୍ନ ପରିଚୟ ପତ୍ର, ପାସପୋର୍ଟ ଆଦିକୁ ଦବତ କରାଯାଇଛି । ଖାଲିସେତିକି ନୁହେଁ ସିକନ୍ଦରର ପୁଅ ଏବଂ ଭଣଜାକୁ ପୋଲିସ ଓଠାଇ ନେଇଛି ।ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ବଜାର ନିକଟସ୍ଥ […]Continue Reading
Odisha News ଜଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କଲା ପୁଲିସ୍ ବାଲିକୁଦା,୨୨/୭ : ଜଗତ୍ସିଂହପୁର ଜିଲା ସଦର ଥାନା ଅଞ୍ଚଳରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ସୋମବାର ରାତିରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।ଯୁବତୀ ଜଣକ ଘରୁ ଚାଲିଚାଲି ସାଙ୍ଗ ଜନ୍ମଦିନରେ ଯୋଗଦେବାକୁ ଯାଉଥିବାବେଳେ ବାଟରେ ୩ ଜଣ ଯୁବକ ତାଙ୍କୁ ଏକ ବଣ ଭିତରକୁ ଉଠେଇ ନେଇ ଗଣବଳାତ୍କାର କରିଥିବା ଅଭିଯୋଗ Continue Reading