Home Archive by category Odisha News (Page 88)

Odisha News

Odisha News
କେନ୍ଦୁଝର,୭/୧୨ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି।ମା’ ତାରିଣୀ ପୀଠର ବିକାଶ ପାଇଁ ୩୦୦ କୋଟିରୁ ଊଦ୍ଧର୍‌ବ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମା’ ତାରିଣୀ ପରିକ୍ରମା ସମନ୍ବିତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହା ଛଡ଼ା ଏକ ସାଧାରଣ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଭୁବନେଶ୍ୱର, ୭/୧୨ : ସ୍ନାତକମାନେ ଉଦ୍ୟମିତା ଓ ନବ ସ୍ରୁଜନକୁ ଗ୍ରହଣ କରିବା ପାଇଁ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ଶନିବାର ଦିନ ସେଞ୍ଚୁରିଓନ ବିଶ୍ୱବିଦ୍ୟାଳୟର (CUTM)ର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇବା ସହ କେବଳ ଚାକିରି ନଖୋଜି ନିଯୁକ୍ତି ସୃଷ୍ଟିକାରୀ ହେବାକୁ ଉତ୍ସାହିତ କରିଛନ୍ତି।ଉଦ୍ୟମିତା କେବଳ ବ୍ୟବସାୟ ଆରମ୍ଭ କରିବା ବିଷୟରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୭/୧୨ : ସେଞ୍ଚୁରିଅନ ପବ୍ଲିକ ସ୍କୁଲସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ସ୍କୁଲ ଅଫ୍ ନର୍ସିଙ୍ଗ ସହଯୋଗରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ଜାତୀୟ ହାତଧୋଆ ସଚେତନତା ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯେ , ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ସ୍ୱଛତା ଅଭ୍ୟାସକୁ ବଢ଼ାଇବା ।କାର୍ଯ୍ୟକ୍ରମର ଶୁଭାରମ୍ଭ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୬/୧୨ : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ମାର୍ଗଦର୍ଶନ କ୍ରମେ ନୟାଗଡ଼ ଜିଲ୍ଲାରେ ଦଳୀୟ ସାଙ୍ଗଠନିକ ପୁନର୍ବିନ୍ୟାସ କରାଯିବା ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ସାଙ୍ଗଠନିକ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ସଂଗଠନ ସୃଜନ ଦ୍ୱାରା ମନୋନୀତ ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ଏହି ଦଳୀୟ ବୈଠକରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୬/୧୨ : ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଣିଜ ସମ୍ପଦ ଭରପୁର ରହିଥିବା ବେଳେ ରାଜସ୍ବ ବିଭାଗର ବିନା ଅନୁମତିରେ ଖଣି ମାଫିଆ ମାନେ ଏହାକୁ ହରିଲୁଟ କରିବାରେ ଲାଗିଛନ୍ତି।ସେହିପରି ଶ୍ରୀମନ୍ଦିର ପ୍ରଶାସନର ୪୬ ରୁ ଉର୍ଦ୍ଧ୍ବ ପଥର ଖଣି ଓ ମୁଣ୍ଡିଆ ପାହାଡ଼ ରହିଛି।କୌଣସି ପଥର ଖଣିକୁ ବ୍ଲାଷ୍ଟିଂ ଅନୁମତି ମିଳି ନଥିବା ବେଳେ ମାଫିଆ ମାନେ ଦିବାରାତ୍ରୀ ଖଣି ଖନନ ଓ ବ୍ଲାଷ୍ଟିଂ କରି ବଡ଼ ବଡ଼ ହାଇୱାରେ […]Continue Reading
Odisha News
ଭୁବନେଶ୍ୱର, ୬/୧୨ : ଭଦ୍ରକରେ ବିଜୁ ଜନତା ଦଳକୁ ଆଜି ଏକ ଶକ୍ତ ଝଟକା ଲାଗିଛି । ଏହା ସହିତ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ମଧ୍ୟ ଶକ୍ତ ଆଘାତ ଲାଗିଛି । ପ୍ରଫୁଲ୍ଲଙ୍କ ସମ୍ପୂର୍ଣ୍ଣ ପରିବାର ଆଜି ପଦ୍ମ ପୋଖରୀରେ ବୁଡ଼ ଦେଇଛନ୍ତି ।ପ୍ରଫୁଲ୍ଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଓରଫ୍ ଲୁଲୁ ଓ ପ୍ରଣୀତକାନ୍ତି ସାମଲ୍ ଓରଫ୍ ଜୁଲୁ ଏବଂ ଭଉଣୀ ଉର୍ମିଲା ନାୟକ ବିଜେପିରେ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି […]Continue Reading
Odisha News
କଟକ, ୬/୧୨: ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ଆସନ୍ତା ଜାନୁଆରୀ ୨୦ ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନେ ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମୟ ଧାର‌୍ୟ୍ୟ କରାଯାଇଛି । ଏଥିପାଇଁ ଆଡମିଟ୍ କାର୍ଡ ଜାନୁଆରୀ ୧୦ ତାରିଖରେ ବୋର୍ଡ ୱେବସାଇଟରୁ ପାଇପାରିବେ ବୋଲି ସୂଚନା ଦିଆଯାଇଛି ।ଓଏସଏସଟିଇଟି ଦୁଇଟି ପେପରରେ ହେବ । ପ୍ରଥମ […]Continue Reading
Odisha News
ବଣାଇ/ଓଡ଼଼ିଶା,୬/୧୨ : ଟ୍ରେଲର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ୧୪୩ ନଂ ଜାତୀୟ ରାଜପଥର ଗମଲେଇ ନିକଟରେ ଘଟିଛି ଦୁର୍ଘଟଣା । ମୃତକଙ୍କ ପରିଚୟ ଏ ପର‌୍ୟ୍ୟନ୍ତ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଲହୁଣୀପଡ଼ା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇବା ସହିତ ଟ୍ରେଲର ଡ୍ରାଇଭରକୁ ମଧ୍ୟ ଅଟକ ରଖିଛି ।Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୬/୧୨: କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ବେଲଘର-କୋଟଗଡ଼ ଥାନା ସିମାନ୍ତରେ ମାଓ ଗତିବିଧି ଦେଖାଦେଇଛି ।ଏସ୍ଓଜି ଏବଂ ସିଆରପିଏଫ୍ ଜବାନଙ୍କ ମିଳିତ କୁମ୍ବିଂ ଅପରେସନ ବେଳେ ବିଲାମାଳ ପଞ୍ଚାୟତର ମୁଣ୍ଡିମାସ୍କା ଜଙ୍ଗଲରେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ ହେବା ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ଜଣାପଡ଼ିଛି । କିଛି ସମୟ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ପରେ ମାଓବାଦୀ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୫/୧୨: ବାଲିଗୁଡା ବ୍ଲକ ଅର୍ନ୍ତ୍‌ର୍ଗତ ବାରଖମା ପଂଚାୟତର ନାଡାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଂଚାୟତର ମାଣିକୁଟି କୁ ନୁତନ ପଂଚାୟତ କରିବା ନମନ୍ତେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପ୍ରଦାନ କରିଛନ୍ତି । ଏତି ନିମନ୍ତେ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ ଓ ଶୋଭାଯାତ୍ରାରେ ନାରାବାଜି କରିବା ସହ ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ରିଥିଲେ ।ଏଥିରେ Continue Reading